vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଭୁବନେଶ୍ୱର ଏମ୍ସକୁ ଟାଉନ ବସ ଚଳାଚଳ ବନ୍ଦ କରିବାକୁ ଭୁବନେଶ୍ୱର ଟାଉନବସ ମାଲିକ ସଂଘର ଚେତାବନୀ

6/06/2018 at 2:24 PM

ଭୁବନେଶ୍ବର ଏମ୍ସକୁ ଟାଉନ ବସ ଚଳାଚଳ ବନ୍ଦ କରିବାକୁ ଭୁବନେଶ୍ବର ଟାଉନବସ ମାଲିକ ସଂଘର ଚେତାବନୀ। ଭୁବନେଶ୍ବର ଉପକଣ୍ଠରୁ ରାଜଧାନୀକୁ ଲୋକଙ୍କ ଗମନା ଗମନ ପାଇ: ଭୁବନେଶ୍ବର ଟାଉନ ବସ ସର୍ଭିସ ଅାରମ୍ଭ କରାଯାଇଥିଲା।ହେଲେ ଭୁବନେଶ୍ବର ଏମ୍ସ ନିକଟରେ ଟାଉନ ବସ ଗୁଡିକରୁ କିଛି ଅସାମାଜିକ ଲୋକ ଜୋର ଜବର ଦସ୍ତ ଚାନ୍ସା ଅାଦାୟ ସହ ବସ ଗୁଡିକୁ ଉପରେ ଚ ଜୁଲୁମ କରାଯାଉଥିବା ଟାଉନ ବସ ମାଲିକ ସଂଘ ଅଭିଯୋଗ କରିଛି। ଭୁବନେଶ୍ବର ଏମ୍ସ ନିକଟରେ ଟାଉନ ବସ ମାଲିକ ସହ ରାଜ୍ୟ ବସ ମାଲିକ ସଂଘ; କର୍ମକତ୍ର୍ତା ଏକାଠି ହୋଇ ଟାଉନ ଉପରେ ଜୁଲୁମ ନେଇ ପ୍ରତିବାଦ କରିଥିଲେ । ବିଶେଷ କରି ଏମ୍ସକୁ ଦୌନନ୍ଦିନ ଶହ ଶହ ଗରିବ ରୋଗୀ ଅାସିଥାନ୍ତି।। ପୋଲିସ କମିଶନର ଓ ଡିସିପିଙ୍କୁ ଭେଟି ଦୃଷ୍ଠି ଅାକର୍ଷଣ କରାଯିବାକୁ ଯୋଜନା କରାଯାଇଛି।

Leave a Reply

   Related Posts