ଭୁବନେଶ୍ୱର ଏମ୍ସକୁ ଟାଉନ ବସ ଚଳାଚଳ ବନ୍ଦ କରିବାକୁ ଭୁବନେଶ୍ୱର ଟାଉନବସ ମାଲିକ ସଂଘର ଚେତାବନୀ
6/06/2018 at 2:24 PM

ଭୁବନେଶ୍ବର ଏମ୍ସକୁ ଟାଉନ ବସ ଚଳାଚଳ ବନ୍ଦ କରିବାକୁ ଭୁବନେଶ୍ବର ଟାଉନବସ ମାଲିକ ସଂଘର ଚେତାବନୀ। ଭୁବନେଶ୍ବର ଉପକଣ୍ଠରୁ ରାଜଧାନୀକୁ ଲୋକଙ୍କ ଗମନା ଗମନ ପାଇ: ଭୁବନେଶ୍ବର ଟାଉନ ବସ ସର୍ଭିସ ଅାରମ୍ଭ କରାଯାଇଥିଲା।ହେଲେ ଭୁବନେଶ୍ବର ଏମ୍ସ ନିକଟରେ ଟାଉନ ବସ ଗୁଡିକରୁ କିଛି ଅସାମାଜିକ ଲୋକ ଜୋର ଜବର ଦସ୍ତ ଚାନ୍ସା ଅାଦାୟ ସହ ବସ ଗୁଡିକୁ ଉପରେ ଚ ଜୁଲୁମ କରାଯାଉଥିବା ଟାଉନ ବସ ମାଲିକ ସଂଘ ଅଭିଯୋଗ କରିଛି। ଭୁବନେଶ୍ବର ଏମ୍ସ ନିକଟରେ ଟାଉନ ବସ ମାଲିକ ସହ ରାଜ୍ୟ ବସ ମାଲିକ ସଂଘ; କର୍ମକତ୍ର୍ତା ଏକାଠି ହୋଇ ଟାଉନ ଉପରେ ଜୁଲୁମ ନେଇ ପ୍ରତିବାଦ କରିଥିଲେ । ବିଶେଷ କରି ଏମ୍ସକୁ ଦୌନନ୍ଦିନ ଶହ ଶହ ଗରିବ ରୋଗୀ ଅାସିଥାନ୍ତି।। ପୋଲିସ କମିଶନର ଓ ଡିସିପିଙ୍କୁ ଭେଟି ଦୃଷ୍ଠି ଅାକର୍ଷଣ କରାଯିବାକୁ ଯୋଜନା କରାଯାଇଛି।