ଶୁକ୍ରବାର ହେଉ ସରକାରୀ ଛୁଟି; ମଣିପୁର ଛାତ୍ର ସଂଗଠନର ଦାବିକୁ ସରକାରଙ୍କ ଅଗ୍ରାହ୍ୟ

ଇମ୍ଫାଲ,୨୯/୧୦: ମଣିପୁରରେ ରବିବାର ପରିବର୍ତ୍ତେ ଶୁକ୍ରବାର ମିଳୁ ସରକାରୀ ଛୁଟି । ଏନେଇ ମଣିପୁର ଛାତ୍ର ସଙ୍ଗଠନ ପକ୍ଷରୁ ସରକାରଙ୍କୁ ଦାବି ପତ୍ର ଦେଇଛନ୍ତି । ଘୋଷଣା ନେଇ ଅକ୍ଟୋବର ୨୬ ତାରିଖରେ ଏକ ବୟାନ ମଧ୍ୟ ଜାରି କରିଥିଲେ । ଚୁରାଚାନ୍ଦପୁରର ଯୁଗ୍ମ ଛାତ୍ର ସଙ୍ଗଠନ ଲିଫ୍‌ଲେଟ୍‌ ବାଣ୍ଟି ଶୁକ୍ରବାର ସରକାରୀ ଛୁଟି ପାଇଁ ଦାବି କରିଥିଲେ । ଯାହାକୁ ସରକାର ପକ୍ଷରୁ ଆଗ୍ରହ୍ୟ କରାଯାଇଛି ।   ସୂଚନା ମୁତାବକ, ସେମାନେ ଠିକ୍‌ ଭାବେ … Continue reading ଶୁକ୍ରବାର ହେଉ ସରକାରୀ ଛୁଟି; ମଣିପୁର ଛାତ୍ର ସଂଗଠନର ଦାବିକୁ ସରକାରଙ୍କ ଅଗ୍ରାହ୍ୟ