କୋର୍ଟରେ ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା, ୮ଟି ମାମଲାରେ ହାଜର
21/09/2023 at 4:55 PM

ଗୁଣପୁର ୨୧।୯: ଟପ୍ ମାଓନେତା ସବ୍ୟସାଚୀ ପଣ୍ଡା ଗୁଣପୁର କୋର୍ଟରେ ହାଜର ହୋଇଛନ୍ତି । ୫ଟି ମାମଲାରେ ଏଡିଜେ ଓ ୩ଟି ମାମଲାରେ ସବ୍ ଜର୍ଜ କୋର୍ଟରେ ହାଜର ହୋଇଛନ୍ତି । ତେବେ ଗୁରୁବାର କେହି ସାକ୍ଷୀ ଆସିନଥିବା ଯୋଗୁଁ ଆସନ୍ତା ଅକ୍ଟୋବର ମାସ ୧୯ ତାରିଖରେ କୋର୍ଟରେ ହାଜର ହେବା ନେଇ କୋର୍ଟ ନିର୍ଦ୍ଦେଶ ଦେଇଥିବା ସବ୍ୟସାଚୀଙ୍କ ଓକିଲ ପକ୍ଷରୁ ଜଣାପଡିଛି ।
You Can Read :
Related Posts
ବିଜୟ ଶଙ୍କରଙ୍କ ଆବେଦନ ଖାରଜ, ବିବାହ କରି ପାରିବେନି ଯୁବ ବିଧାୟକ
5 December 2023
ରାଜ୍ୟ କ୍ୟାବିନେଟ୍ର ୬୮ ତମ ବୈଠକ: ୧୦ ପ୍ରସ୍ତାବ ଉପରେ ବାଜିଲା ମୋହର
5 December 2023