ଅଗଷ୍ଟ ୨୪ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 24, 2021 IST

ମେଷ–ବହୁତ ଦିନରୁ ଥିବା କର୍ମ ଯୋଜନାରେ ସଫଳତା ପାଇବେ ।ବ୍ୟବସାୟରେ ଉନ୍ନତି ହେବ । କେତେକ ସମସ୍ୟା ଜାତ ହେବ ସେସବୁକୁ ସମାଧାନ କରିପାରନ୍ତି ।ଚାକିରୀ କ୍ଷେତ୍ରରେ ଉନ୍ନତି ହେବ । ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭ ।
• ଚାଷୀ-ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
• ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
• ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
• କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।
• ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭହେବ ।
• ଗୃହିଣୀ- ମାନସିକ ଶାନ୍ତି ପାଇବେ ।

ବୃଷ–ରାଜନୀତିରେ ସଫଳତା ପାଇବେ । ବ୍ୟବସାୟରେ ଉନ୍ନତି । ଉଦ୍‌ଯୋଗ ସିଦ୍ଧି ହେବ । କ୍ରୀଡା କ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ କ୍ଷେତ୍ରରେ ଉନ୍ନତି ।ମହିଳାମାନେ ଘର କାମରେ ସଫଳତା ପାଇବେ । ଶୁଭରଙ୍ଗ ନାଲି । ଶୁଭ ଅଙ୍କ ୫ ।
• ଚାଷୀ-ଆଧୁନିକ ପଦ୍ଧତିରେଚାଷକାର୍ଯ୍ୟକରିବେ ।
• ରୋଗୀ- ଥଣ୍ଡାଜନିତରୋଗହୋଇପାରେ ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
• କର୍ମଜୀବି-କର୍ମକ୍ଷେତ୍ରରେଉନ୍ନତିମିଳିବ ।
• ବ୍ୟବସାୟୀ- ନୂଆବ୍ୟବସାୟଲାଭହେବ ।
• ଗୃହିଣୀ-ସୁଖଭାରା ଦିନଟି ।

ମିଥୁନ -ଯାନ୍ତ୍ରିକକ୍ଷେତ୍ରରେ ଅଗ୍ରଗତିକରିବେ ।କମ୍ପ୍ୟୁଟର, ଇଣ୍ଟରନେଟ କ୍ଷେତ୍ରରେ ଲାଭବାନ୍‌ ହେବେ । ନୂତନ କାର୍ଯ୍ୟରେ ଅଗ୍ରଗତି କରିବେ । ବନ୍ଧୁମିଳନ ହେବ ।ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୮ ।
• ଚାଷୀ- ଅଧିକା ପାଣିଜମିରେ ରହିଲେ, ଫସଲ ନଷ୍ଟ କରିପାରେ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
• ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
• କର୍ମଜୀବି- ସମ୍ମାନିତ ହେବେ ।
• ବ୍ୟବସାୟୀ- ବିଜୟୀ ହେବେ ।
• ଗୃହିଣୀ- ସଦିଚ୍ଛାଭାବ ରହିବ ।

କର୍କଟ–କର୍ମକ୍ଷେତ୍ରରେ ସଫଳତା । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ ।ସାଂସାରିକ କ୍ଷେତ୍ରରେ ଉନ୍ନତି ହେବ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ ।ଉଜ୍ଜ୍ୱଳ ଭବିଷ୍ୟତ କଳ୍ପନା କରିବେ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୨ ।
• ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
• ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।
• ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି ।
• କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
• ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।
• ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ସିଂହ –କର୍ମକ୍ଷେତ୍ରରେ ଅଗ୍ରଗତି କରିବେ । ବ୍ୟବସାୟରେ ଉନ୍ନତି ହେବ । ପ୍ରଶାସନ,ଶିକ୍ଷା, ଶିଳ୍ପ, ପରିବହନ କ୍ଷେତ୍ରରେ ସଫଳତା ପାଇବେ । ଦିନଟି ଭଲରେ କଟିବ । ଶୁଭରଙ୍ଗ ସବୁଜ । ଶୁଭ ଅଙ୍କ ୨ ।
• ଚାଷୀ-ଜଳସଞ୍ଚୟକରନ୍ତୁ ।
• ରୋଗୀ- ଆଜିକିଛି ଦିନ ସତର୍କରୁହନ୍ତୁ ।
• ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
• କର୍ମଜୀବି-ପ୍ରଶଂସିତ ହେବେ ।
• ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌କୁ ହାତଛଡା କରନ୍ତୁ ନାହିଁ ।
• ଗୃହିଣୀ- ମିତ୍ରସୁଖ ପାଇବେ ।

କନ୍ୟା – ନୂତନ ଯୋଜନା ପ୍ରସ୍ତୁତକରିବେ । ବ୍ୟବସାୟରେ ଉନ୍ନତି ହେବ । ବିବାଦରେ ବିଜୟୀ ହେବେ । ଆର୍ଥିକକ୍ଷେତ୍ରରେ ଉନ୍ନତି । ନିର୍ଦ୍ଦିଷ୍ଟ ଦିଗରୁ ଧନ ପ୍ରାପ୍ତି । ମହିଳାମାନେ କାର୍ଯ୍ୟରେ ସଫଳ ହେବେ । ଶୁଭରଙ୍ଗ କ୍ରୀମ । ଶୁଭ ଅଙ୍କ ୮ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ- ଧାର୍ମିକ ହେବେ ।
• କର୍ମଜୀବି – କାମଟି ହଠାତ୍‌ ହୋଇଯିବ ।
• ଛାତ୍ରଛାତ୍ରୀ- ବନ୍ଧୁଙ୍କୁ ଆପଣାର କରିବେ ।
• ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
• ଚାଷୀ- ଶାରୀରିକ କ୍ଳାନ୍ତି ଆସିପାରେ ।

ତୁଳା- କର୍ମକ୍ଷେତ୍ରରେ ସଫଳତା । ବ୍ୟବସାୟରେ ଉନ୍ନତି । ସାହିତ୍ୟ,କଳା, ସଂସ୍କୃତି, ବିଜ୍ଞାନ କ୍ଷେତ୍ରରେ ସଫଳତା । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ମହିଳାମାନେ ଘର କାମରେ ସଫଳତା ପାଇବେ । ଶୁଭରଙ୍ଗ କ୍ରୀମ । ଶୁଭ ଅଙ୍କ ୬ ।
• ଚାଷୀ- ସାଙ୍ଗରେ ପାଣିନେଇ ବାହାରନ୍ତୁ ।
• ରୋଗୀ- ୟୋଗା କରନ୍ତୁ ।
• ଛାତ୍ରଛାତ୍ରୀ- ମିତ୍ର ସହ କଟୁତା ହୋଇପାରେ ।
• କର୍ମଜୀବି- ସମ୍ମାନ ପାଇବେ ।
• ବ୍ୟବସାୟୀ- ଚୌରଭୟ ଅଛି ।
• ଗୃହିଣୀ- ସଦିଚ୍ଛାଭା ବରହିବ ।

ବିଛା–ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବେ । ବ୍ୟବସାୟରେ ଉନ୍ନତି । ବିବାଦରେ ଜିତାପଟ ନେବେ । କର୍ମକ୍ଷେତ୍ରରେ ସଫଳତା । ସହଯୋଗୀ ମାନେ ସହଯୋଗ କରିବେ । ଶୁଭରଙ୍ଗ ଗୋଲାପି । ଶୁଭ ଅଙ୍କ ୩ ।
• ଗୃହିଣୀ- ଭାଗ୍ୟଶାଳୀ ହେବେ ।
• ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।
• କର୍ମଜୀବି- ନୂଆଜବ୍‌ମିଳିବା କଷ୍ଟ ।
• ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
• ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
• ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ ।

ଧନୁ – ଉଦ୍‌ଯୋଗ ବଳରେ କର୍ମ ସିଦ୍ଧିହେବ । ବ୍ୟବସାୟରେ ସଫଳତା ପାଇବେ । ପାରିବାରିକ କ୍ଷେତ୍ରରେ ଉନ୍ନତି । ନୂତନ କାର୍ଯ୍ୟଭାର ଗ୍ରହଣ କରିବେ । ଆର୍ଥିକ ସ୍ଥିତି ବଳବାନ ହେବ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୪ ।
• ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।
• ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି ।
• ଛାତ୍ରଛାତ୍ରୀ- ବ୍ୟାୟାମ୍‌ କରନ୍ତୁ ।
• କର୍ମଜୀବି-ସମ୍ମାନିତ ହେବେ ।
• ବ୍ୟବସାୟୀ- ସ୍ୱାଭିମାନୀ ହେବେ ।
• ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ମକର–କର୍ମକ୍ଷେତ୍ରରେସଫଳତା ପାଇବେ ।ବାଣିଜ୍ୟବ୍ୟବସାୟରେଉନ୍ନତିହେବ ।ବିବାଦରେଜିତାପଟନେବେ ।ସାହିତ୍ୟ, କଳା, ସଂସ୍କୃତି, ସଂଗୀତକ୍ଷେତ୍ରରେସଫଳତା ପାଇବେ ।ଶୁଭରଙ୍ଗବାଦାମୀ ।ଶୁଭ ଅଙ୍କ ୪ ।
• ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ ।
• ରୋଗୀ- ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
• ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣକରିବେ ।
• କର୍ମଜୀବି-ପ୍ରଶଂସିତହେବେ ।
• ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ ।
• ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କୁମ୍ଭ -କର୍ମକ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟରେ ଉନ୍ନତି ହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ନୂତନ ଯାଗାବାଡି ଲାଭହେବ । ଆଇନ ଅଦାଲତରେ ସଫଳତା ପାଇବେ । ଶୁଭରଙ୍ଗ କଫି । ଶୁଭଅଙ୍କ ୧ ।
• ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।
• ବ୍ୟବସାୟୀ- ବିଜୟୀ ହେବେ ।
• କର୍ମଜୀବି- ସମ୍ମାନ ପାଇବେ ।
• ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।
• ରୋଗୀ- ଥଣ୍ଡା ଜନିତ ରୋଗ ହୋଇପାରେ ।
• ଚାଷୀ- ଶାରୀରିକ କ୍ଳାନ୍ତି ଆସିପାରେ ।

ମୀନ – ଉଦ୍‌ଯୋଗୀ ହେବେ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ । ପାରିବାରିକ କ୍ଷେତ୍ରରେ ସଫଳତା ପାଇବେ । ବନ୍ଧୁମିଳନ ହେବ । ଜ୍ଞାନ, ଗବେଷଣାରେ ଉନ୍ନତି ହେବ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୩ ।
• ଗୃହିଣୀ-ସୁଖୀହେବେ ।
• ବ୍ୟବସାୟୀ- ଧର୍ଯ୍ୟହାରା ହୋଇପାରନ୍ତି ।
• କର୍ମଜୀବି- ଜଳ ଯାତ୍ରା ମନା ।
• ଛାତ୍ରଛାତ୍ରୀ-ବହୁ ପରିଶ୍ରମ କରିବାକୁ ପଡିବ ।
• ରୋଗୀ- ଚିକିତ୍ସା ପାଇଁବିଦେଶ ଯାଇପାରନ୍ତି ।
• ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.