scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜୁଲାଇ ୨୦ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

20/07/2021 at 7:04 AM

ମେଷ – ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଯିବ । ଗତକାଲି ଆପଣ ଯ।।ହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୧ ।

 ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।

       ରୋଗୀ- ବ୍ୟାୟାମ୍ କରିବା ଉଚିତ୍ ।

       ଛାତ୍ରଛାତ୍ରୀ- ବିଜ୍ଞ ହେବେ ।

       କର୍ମଜୀବି- ସମ୍ମାନିତ ହେବେ ।

       ବ୍ୟବସାୟୀ- ଅର୍ଥ ହାନୀ ହେବ ।

       ଗୃହିଣୀ- ସୁଖଭାରା ଦିନଟି ।

ବୃଷ – ବାରମ୍ଭାର ଚିନ୍ତା କରି ମନଟା ଭଲ ରହିବ ନାହିଁ । ଏଣେ କର୍ମକ୍ଷେତ୍ରର ବିଭିନ୍ନ ଘଟଣାବଳୀ ମନକୁ ବାରମ୍ବାର ଆଲୋଡିତ କରିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ଚାଷୀ- ପାଣିପାଗ ବିଭାଗ ସହ ସଂପର୍କ ରଖିବା ଉଚିତ୍ ।

ରୋଗୀ- ଥଣ୍ଡା /ସର୍ଦ୍ଦି ପାଇଁ ସତର୍କ ରହିବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି- ଅର୍ଥ ହାନୀ ହେବ ।

ବ୍ୟବସାୟୀ- ଲାଭବାନ ହେବେ ।

ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।

 ମିଥୁନ – ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ଯେଉଁ କାମରେ ବାହାରିଛନ୍ତି ସେଥିରେ ନିଶ୍ଚିତ କୃତକାର୍ଯ୍ୟ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

       ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

       ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

       ଛାତ୍ରଛାତ୍ରୀ- ବ୍ୟାୟାମ୍ କରନ୍ତୁ ।

       କର୍ମଜୀବି- କର୍ମଚଞ୍ଚଳ ରହିବେ ।

       ବ୍ୟବସାୟୀ- ବିଜୟୀ ହେବେ ।

       ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

କର୍କଟ- ଆଜି କର୍ମକ୍ଷେତ୍ରରେ ଅତୀତ କଥା ସ୍ମରଣ କରି ଭାବପ୍ରବଣ ହେବେ । ଅତ୍ୟଧିକ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସନ୍ନ ଅନୁଭବ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୨ ।

       ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

       ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

       ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।

       କର୍ମଜୀବି- ଅର୍ଥ ହାନୀ ହେବ ।

       ବ୍ୟବସାୟୀ- ଅର୍ଥ ହାନୀ ହେବ ।

       ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ସିଂହ – ଅଫିସ କାମରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଆକସ୍ମିକ ସୀମା ବିବାଦକୁ କେନ୍ଦ୍ରକରି ନିର୍ମାଣମୂଳକ କାର୍ଯ୍ୟ ଗତି ମନ୍ଥର ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୮ ।

ଚାଷୀ- ଚିନ୍ତିତ ରହିବେ ।

ରୋଗୀ- ଯୋଗ କରନ୍ତୁ, ଡାଙ୍କରଙ୍କ ପରାମର୍ଶ ନିଅନ୍ତୁ ।

ଛାତ୍ରଛାତ୍ରୀ- ସଙ୍ଗୀତ ପ୍ରତି ମନ ବଳାଇବେ ।

କର୍ମଜୀବି- ସିନିୟରଙ୍କ ସାହାର୍ଯ୍ୟ ମିଳିବ ।

ବ୍ୟବସାୟୀ- ଅନ୍ୟ କଥାରେ ପଡନ୍ତୁ ନାହିଁ ।

ଗୃହିଣୀ- ସୌଭାଗ୍ୟ ପୂର୍ଣ୍ଣ ରହିବ ।

କନ୍ୟା – ଆଜି ଦିନଟି ଅଶୁଭରେ କଟିବ । ଦେହ ଭଲ ରହିବ ନାହିଁ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନରେ ଲକ୍ଷ୍ୟହୀନ ଗତି ।ଚାକିରୀରେ ଅସନ୍ତୁଷ୍ଟ ଓ କାର୍ଯ୍ୟର ଚାପ ରହିବ । ବ୍ୟବସାୟରେ ଫଳ ଉତ୍ତମ ପାଇ ପାରିବେ ।

       ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

       ରୋଗୀ- ସୁସ୍ଥ ଅନୁଭବ କରିବେ ।

       ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

       କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

       ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

       ଗୃହିଣୀ- ଧର୍ଯ୍ୟବାନ୍ ହେବେ ।

ତୁଳା – ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ହେତୁ ମନରେ ସରସତା ରହିବ ନାହିଁ । ଖାଦ୍ୟପେୟର ବିଷମତା ଜନିତ ହଠାତ୍ ଅଜୀର୍ଣ୍ଣ ଦେଖା ଦେଇପାରେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ଞ୍ଜ ।

       ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

       ରୋଗୀ- ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।

       ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

       କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

       ବ୍ୟବସାୟୀ- ନୂଆ ଡିଲ୍ ମିଳିବ ।

       ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ ।

ବିଛା – ଆଜି ଦିନଟି ଶୁଭ ନୁହେଁ । ନାନା ଜଟିଳ ପରିସ୍ଥିତିରେ ଗତି କରିବେ । ଆୟ ଠାରୁ ବ୍ୟୟ ଅଧିକ ହେବ । ଚାକିରି ରେ ଅସ୍ଥିରତା ଦେଖା ଦେବ । ବ୍ୟବସାୟରେ କ୍ଷତି ସହିବେ ।

ଚାଷୀ- ଜଳର ସଂରକ୍ଷଣ କରନ୍ତୁ ।

ରୋଗୀ- ଆଗକୁ ଥିବା ୨୫ ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ନାହିଁ ।

କର୍ମଜୀବି- ଲାଭ ଉଠାଇବେ ।

ବ୍ୟବସାୟୀ- ସୁଯୋଗ ପ୍ରାପ୍ତି ହେବ ।

ଗୃହିଣୀ- ସୁଖ ମିଳିବ ।

ଧନୁ – ଆଜି ଶାରୀରିକ ସ୍ୱାସ୍ଥ୍ୟ ଅପେକ୍ଷା ମାନସିକ ସ୍ୱାସ୍ତ୍ୟ ବିଶେଷ ପ୍ରଭାବିତ ହୋଇପାରେ । ବିଶ୍ୱସ୍ତ କର୍ମଚାରୀଟି ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ମନୋଭାବ ବଦଳେଇ ପାରେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୬ ।

       ଚାଷୀ- ଶ୍ରମ ସାର୍ଥକ ହେବ ।

       ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

       ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡିବ ।

       କର୍ମଜୀବି- ପ୍ରଶଂସିତ ହେବେ ।

       ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

       ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମକର – ଆଜି ଦିନଟି ଶୁଭ ଅଟେ । ଦେହ ଭଲ ରହିବ । ପରିବାରର ସହ ଯୋଗ ପାଇବେ । ଚାକିରୀରେ ସୁଦୃଢ ହେବ । ବ୍ୟବସାୟରେ ଧନ ପ୍ରାପ୍ତିର ଯୋଗ ଅଛି ।

ଚାଷୀ- ଆଜିକା ଦିନରେ କୃଷି ବିଭାଗ ସହ ଯୋଗାଯୋଗ ରଖିବା ଆବଶ୍ୟକ ।

ରୋଗୀ- ସାମନ୍ୟ ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ବଳାଇବେ ।

କର୍ମଜୀବି- ଅର୍ଥ ମିଳିବ ।

ବ୍ୟବସାୟୀ- ସାମାନ୍ୟ କ୍ଷତି ହେବ ।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

କୁମ୍ଭ – ଆଜି ଦିନଟି ସାମାନ୍ୟ ଶୁଭ ରହିବ । ଭ୍ରମଣର ଯୋଗ ଅଛି । ଛାତ୍ରଛାତ୍ରୀମାନେ ପାଠପଢା ପାଇଁ ବିଦେଶ  ଯାତ୍ରା କରିବେ । ବ୍ୟବସାୟରେ ପୂର୍ବଭଳି ଚଳିବ । ପରିବାରର ସହ ଯୋଗ ମିଳିବ ।

       ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ ।

       ରୋଗୀ- ସୁସ୍ଥ ଅନୁଭବ କରିବେ ।

       ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

       କର୍ମଜୀବି- ସମ୍ମାନିତ ହେବେ ।

       ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

       ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

ମୀନ – ପୂର୍ବ ନିର୍ଦ୍ଧାରିତ କାମଗୁଡିକ ଠିକ୍ ସମୟରେ ହେବା କଷ୍ଟକର ହୋଇପଡିବ । ମାନସିକ ଅବସାଦ ଯୋଗୁଁ କୌଣସି କାମ ଉତ୍ସାହପ୍ରଦ ନ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୬ ।

       ଚାଷୀ- ଜଳ ସଞ୍ଚୟ କରନ୍ତୁ ।

       ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

       ଛାତ୍ରଛାତ୍ରୀ- ବିଦ୍ୱାନ୍ ହେବେ ।

       କର୍ମଜୀବି- ଅର୍ଥ ହାନୀ ହେବ ।

       ବ୍ୟବସାୟୀ- ସଫଳତା ମିଳିବ ।

       ଗୃହିଣୀ- ସୁଖଭାରା ଦିନଟି ।

   Related Posts