ଅଗଷ୍ଟ ୦୮ ତାରିଖ, ଶନିବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 08, 2020 IST

ମେଷ- ଧନ-ସମ୍ପଦ ବୃଦ୍ଧିର ସୂଚନା ମିଳୁଛି । ବହୁମୂଲ୍ୟବାନ ଦ୍ରବ୍ୟଲାଭ ହେବ । ଯଶସ୍ୱୀହେବେ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀସ୍ତରରେ ସମ୍ମାନିତ ହେବାସହିତରାଜକୋଷ ଅର୍ଥ ପ୍ରାପ୍ତ ହେବେ ।

ବୃଷ- ବିଭିନ୍ନସ୍ତରରୁ ଅର୍ଥ ପ୍ରାପ୍ତ ହେବ । ସୁଯୋଗସୃଷ୍ଟ ହୋଇଛି । କୁଳ-ବଂଶର ସମ୍ମାନ ରକ୍ଷାକରିବେ । ମନ ପ୍ରସନ୍ନରହିବ । ଦୟାଳୁସ୍ୱଭାବର ହେବେ । ବ୍ୟବସାୟଲାଭଜନକହେବ ।

ମିଥୁନ- ବିବାଦୀୟ ଘଟଣାରେ ବିଜୟୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣଜୀବନ ଯାପନ କରିବେ ।

କର୍କଟ- ଜମିବାଡି ବିବାଦରେ ଜଡିତ ହୋଇ ପାରନ୍ତି । ସାମାନ୍ୟ ଅସୁସ୍ଥ ଅନୁଭବ କରିବେ । ସ୍ୱାଭିମାନୀ ହେବେ । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ ।

ସିଂହ- କର୍ମକ୍ଷେତ୍ର ଏପରି ସୁଗମ ହେବ ଯେ, ଇଚ୍ଛା ଅନୁସାରେ ଫଳ ପ୍ରାପ୍ତ ହେବ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ବ୍ୟବସାୟଲାଭଜନକ ହେବ ।

କନ୍ୟା- ନିଜ ଉପରେ ଯେପରିଚାପ ନ ପଡିବସେଥି ପାଇଁଚେଷ୍ଟାକରିବେ । ଆତ୍ମବଡିମା ଦେଖାଇ ପାରନ୍ତି । ଚାକିରିରେସୁନାମ ଅର୍ଜନ କରିବେ ।

ତୁଳା- ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁରଲାଭ ମିଳିବ ।

ବିଛା-ସୁ-ସମ୍ବାଦ ପାଇଖୁସିହେବେ । ଉଦାରସ୍ୱଭାବରହେବେ । ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଉତ୍ତମବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ- କାର୍ଯ୍ୟରେସଫଳତାଲାଭ କରିବେ । ମନ ପ୍ରସନ୍ନରହିବ । ଆସ୍ତିକସ୍ୱଭାବରହୋଇପାରନ୍ତି । ମେଳାପୀ ପ୍ରକୃତିର ହେବେ । ବିବାଦ ଓ ପ୍ରତିଯୋଗିତାରେ ବିଜୟୀ ହେବେ ।

ମକର- କିଛି ସମସ୍ୟାର ସମ୍ମୁଖୀନ ହେଲେ ବି ଧନାଗମରେ ବାଧା ଉପୁଜିବ ନାହିଁ । ଭାଗ୍ୟଶାଳୀ ହେବେ । ବ୍ୟକ୍ତିବିଶେଷଭାବେ ନିଜର ପରିଚୟ ସୃଷ୍ଟି କରିବେ ।

କୁମ୍ଭ- ସୁଖ-ସମ୍ମାନ ଲାଭ କରିପାରନ୍ତି । ରୁଚିୁକରଭୋଜନରେ ଆପ୍ୟାୟିତ ହେବେ । ମୋକଦ୍ଦମାରେ ରାୟ ଆପଣଙ୍କସପକ୍ଷରେ ଯିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ ।

ମୀନ- ଘାତଚନ୍ଦ୍ରଭୋଗ ହେଉଥିବାରୁ ସମସ୍ୟାକୁ ଜଗିଚଳିବାକୁ ପଡିବ । ଥଣ୍ଡାକଫରେ ପୀଡିତ ହୋଇପାରନ୍ତି । ସାମୟିକଭାବେ ନିରୋଳାରେ କାର୍ଯ୍ୟ କରିବାକୁ ଇଚ୍ଛା କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.