oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଅଗଷ୍ଟ ୦୮ ତାରିଖ, ଶନିବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

8/08/2020 at 6:56 AM

ମେଷ- ଧନ-ସମ୍ପଦ ବୃଦ୍ଧିର ସୂଚନା ମିଳୁଛି । ବହୁମୂଲ୍ୟବାନ ଦ୍ରବ୍ୟଲାଭ ହେବ । ଯଶସ୍ୱୀହେବେ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀସ୍ତରରେ ସମ୍ମାନିତ ହେବାସହିତରାଜକୋଷ ଅର୍ଥ ପ୍ରାପ୍ତ ହେବେ ।

ବୃଷ- ବିଭିନ୍ନସ୍ତରରୁ ଅର୍ଥ ପ୍ରାପ୍ତ ହେବ । ସୁଯୋଗସୃଷ୍ଟ ହୋଇଛି । କୁଳ-ବଂଶର ସମ୍ମାନ ରକ୍ଷାକରିବେ । ମନ ପ୍ରସନ୍ନରହିବ । ଦୟାଳୁସ୍ୱଭାବର ହେବେ । ବ୍ୟବସାୟଲାଭଜନକହେବ ।

ମିଥୁନ- ବିବାଦୀୟ ଘଟଣାରେ ବିଜୟୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣଜୀବନ ଯାପନ କରିବେ ।

କର୍କଟ- ଜମିବାଡି ବିବାଦରେ ଜଡିତ ହୋଇ ପାରନ୍ତି । ସାମାନ୍ୟ ଅସୁସ୍ଥ ଅନୁଭବ କରିବେ । ସ୍ୱାଭିମାନୀ ହେବେ । ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ ।

ସିଂହ- କର୍ମକ୍ଷେତ୍ର ଏପରି ସୁଗମ ହେବ ଯେ, ଇଚ୍ଛା ଅନୁସାରେ ଫଳ ପ୍ରାପ୍ତ ହେବ । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ବ୍ୟବସାୟଲାଭଜନକ ହେବ ।

କନ୍ୟା- ନିଜ ଉପରେ ଯେପରିଚାପ ନ ପଡିବସେଥି ପାଇଁଚେଷ୍ଟାକରିବେ । ଆତ୍ମବଡିମା ଦେଖାଇ ପାରନ୍ତି । ଚାକିରିରେସୁନାମ ଅର୍ଜନ କରିବେ ।

ତୁଳା- ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରୁ ପ୍ରଚୁରଲାଭ ମିଳିବ ।

ବିଛା-ସୁ-ସମ୍ବାଦ ପାଇଖୁସିହେବେ । ଉଦାରସ୍ୱଭାବରହେବେ । ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଉତ୍ତମବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ- କାର୍ଯ୍ୟରେସଫଳତାଲାଭ କରିବେ । ମନ ପ୍ରସନ୍ନରହିବ । ଆସ୍ତିକସ୍ୱଭାବରହୋଇପାରନ୍ତି । ମେଳାପୀ ପ୍ରକୃତିର ହେବେ । ବିବାଦ ଓ ପ୍ରତିଯୋଗିତାରେ ବିଜୟୀ ହେବେ ।

ମକର- କିଛି ସମସ୍ୟାର ସମ୍ମୁଖୀନ ହେଲେ ବି ଧନାଗମରେ ବାଧା ଉପୁଜିବ ନାହିଁ । ଭାଗ୍ୟଶାଳୀ ହେବେ । ବ୍ୟକ୍ତିବିଶେଷଭାବେ ନିଜର ପରିଚୟ ସୃଷ୍ଟି କରିବେ ।

କୁମ୍ଭ- ସୁଖ-ସମ୍ମାନ ଲାଭ କରିପାରନ୍ତି । ରୁଚିୁକରଭୋଜନରେ ଆପ୍ୟାୟିତ ହେବେ । ମୋକଦ୍ଦମାରେ ରାୟ ଆପଣଙ୍କସପକ୍ଷରେ ଯିବ । ଐଶ୍ୱର୍ଯ୍ୟଯୁକ୍ତ ହେବେ ।

ମୀନ- ଘାତଚନ୍ଦ୍ରଭୋଗ ହେଉଥିବାରୁ ସମସ୍ୟାକୁ ଜଗିଚଳିବାକୁ ପଡିବ । ଥଣ୍ଡାକଫରେ ପୀଡିତ ହୋଇପାରନ୍ତି । ସାମୟିକଭାବେ ନିରୋଳାରେ କାର୍ଯ୍ୟ କରିବାକୁ ଇଚ୍ଛା କରିବେ ।

   Related Posts