oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଫେବୃଆରୀ ୧ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

1/02/2020 at 6:45 AM

ମେଷ–ସତ୍‌କର୍ମରେ ବ୍ୟୟକରି ଆତ୍ମସନ୍ତୋଷ କରିବେ । ଚଞ୍ଚଳ ସ୍ୱଭାବ ପାଇଁ ବିପଦରେ ପଡି ପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିବେ ।କୋମଳ ଭାଷା ପ୍ରୟୋଗ କରି ଶ୍ରୋତାମାନଙ୍କ ମନ କିଣିପାରନ୍ତି ।ଶୁଭରଙ୍ଗ ଲାଲ୍‌ ।ଶୁଭଅଙ୍କ ୨ ।

ବୃଷ– ଦେବ ଦର୍ଶନ ଶୁଭପ୍ରଦ ହେବ । ଧନ ସହିତ ଦ୍ରବ୍ୟଲାଭର ସୂଚନା ମିଳୁଛି ।ଲୋକପ୍ରିୟ ହେବେ ।ସରକାରୀସ୍ତରରେ ସମ୍ମାନିତ ହେବେ ।କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୮ ।

ମିଥୁନ – ସୁଯୋଗର ସଦୁପଯୋଗ କରିପାରନ୍ତି । ପରିବାରର ମୁଖ୍ୟ ଭାବେ ବହୁ ସମ୍ମାନର ଅଧିକାରୀ ହେବେ । ମନ ପ୍ରସନ୍ନ ରହିବ ।ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ଓ ପାରିବାରିକ ସ୍ନେହ ରହିବ । ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୩ ।

କର୍କଟ–ଉପୁଜିଥିବା ସମସ୍ୟାର ସମାଧାନ ହେବ ।ଭ୍ରମଣ ସୁଖଦାୟକ ହେବ ।ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ଅତିବାହିତ ହେବ । ସୁଖ ସମୃଦ୍ଧି ପୂର୍ଣ୍ଣଜୀବନ ଯାପନ କରିବେ । ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୪ ।

ସିଂହ –ସାବଧାନ ନ ରହିଲେସୁଯୋଗ ଦୁର୍ଯୋଗରେ ପରିଗଣିତହୋଇପାରେ ।ସାମୟିକଭାବେଭୟାତୁରହୋଇପାରନ୍ତି ।ସ୍ୱାଭିମାନୀହେବେ ।ଜଳଯାତ୍ରାଶୁଭ ଦାୟକ ନୁହେଁ । ଯୁଗ୍ମବ୍ୟବସାୟଲାଭଜନକହେବ ।ଶୁଭରଙ୍ଗ ପିଚ୍‌ ।ଶୁଭ ଅଙ୍କ ୬ ।

କନ୍ୟା–ଜଟିଳ ସମସ୍ୟାର ସମାଧାନ ହେବ । ହିତକାର ମିତ୍ରମାନଙ୍କ ସାନ୍ନିଧ୍ୟ ମିଳିବ ।ବ୍ୟବସାୟ ଲାଭଜନକହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ମନରେ ଅହଂ ଭାବ ଜାଗ୍ରତ ହୋଇପାରେ । ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୨ ।

ତୁଳା–ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ ।ଈର୍ଷା ପରାୟଣ ହୋଇପାରନ୍ତି ।ଭାଇମାନଙ୍କ ଉପରେ ସ୍ନେହଭାବ ରହିବ ।ମାନସିକ ଶାନ୍ତିଫେରି ପାଇବେ ।ଚାକିରିରେ ସୁନାମ ଅର୍ଜନ କରିବେ ।ଶୁଭରଙ୍ଗ ପିଙ୍କ୍‌ ।ଶୁଭ ଅଙ୍କ ୧ ।

ବିଛା–କୌଣସି ପରିସ୍ଥିତିରେ ଧୈର୍ଯ୍ୟହରା ହେବେ ନାହିଁ ।ମନରେଜା ତ ଉଦ୍‌ବେଗକୁ ଚାପିରଖିବାକୁ ପଡିବ । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।ବ୍ୟବସାୟରୁ ପ୍ରଚୁର ଧନଭାବହେବ ।ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୭ ।

ଧନୁ –ସ୍ଥିରସ୍ୱଭାବ ଯୋଗୁଁ କଳହରେ ଜଡିତ ନ ହୋଇ ପାରନ୍ତି । ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁ ଶ୍ରେଷ୍ଠ ଧର୍ମଭାବେ ବିବେଚିତ କରିବେ । ସୁଖୀ ଓ ଶୋଭନ ବ୍ୟକ୍ତିତ୍ୱର ନିଦର୍ଶନ ହୋଇପାରନ୍ତି । ଶୁଭରଙ୍ଗ ମେରୁନ୍‌ ।ଶୁଭ ଅଙ୍କ ୩ ।

ମକର– ଦେବୀ ଦର୍ଶନ କରିସୁଖୀହେବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ଥଣ୍ଡା କଫ ଜନିତସମସ୍ୟା ଦୂରହେବ ।ସାନ ଭାଇଙ୍କଠାରୁ ଆଦର ମିଳିବ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୯ ।

କୁମ୍ଭ -ଦେବୀ ଦର୍ଶନର ସୌଭାଗ୍ୟ ଅଛି । ଆଳସ୍ୟ ଅନୁଭବ କରିବେ । ଭାଗ୍ୟଶାଳୀ ହୋଇ ପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ଧନାଗମ ହେବ ।ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୨ ।

ମୀନ – ଶୁକ୍ରଗ୍ରହଙ୍କ ଆର୍ଶୀବାଦରୁ ସୌଭାଗ୍ୟ ବୃଦ୍ଧିହେବ ।ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି ।ସୈନିକମାନଙ୍କ ମନୋବଳ ବୃଦ୍ଧିହେବ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୫ ।

   Related Posts