୨୩ ଅକ୍ଟୋବର, ମଙ୍ଗଳବାର

Published By : Prameya-News7 Bureau | October 23, 2018 IST

ମେଷ – ନିଜର ଭୁଲ ବୁଝି ପାରିବେ । କାର୍ଯ୍ୟରେ ବାଧା ଉପୁଜି ପାରେ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଶୁଭା-ଶୁଭ ମିଶ୍ରିତ ଫଳ ମିଳିପାରେ । ବୃଷ – ଆୟ ପ୍ରଚୁର ପରିମାଣର ହେବ । ଚଞ୍ଚଳ ଚେଷ୍ଟିତ ରହିବେ । ପାରିବାରିକ ସୁଖ,ଶାନ୍ତି ମିଳିବ । ଆତ୍ମ ସନ୍ତୋଷ ଲାଭ କରିବେ । ସରକାରୀ ଅର୍ଥ ମିଳିବ । ମିଥୁନ - ଆର୍ଥିକ ସ୍ଥିତି ସୁଦୃଢ ହୋଇପାରେ । କର୍ମ ଚଞ୍ଚଳ ରହିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ପରିଶ୍ରମର ମୂଲ୍ୟ ମିଳିବ । ଯଶସ୍ୱୀ ହେବେ । କର୍କଟ- ତରବର ନ ହୋଇ ଧୈର୍ଯ୍ୟ ରଖିଲେ ସଫଳତା ମିଳିବ । ସେବା ମନୋଭାବ ଗ୍ରହଣ କରିପାରନ୍ତି । ଯଶସ୍ୱୀ ହେବେ । ସମ୍ମାନିତ ହୋଇପାରନ୍ତି । ସିଂହ – ଏକ ନୂତନ ସଂପର୍କ ସୃଷ୍ଟି ହୋଇପାରେ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । କାର୍ଯ୍ୟରେ ବିଘ୍ନ ଉପୁଜି ପାରେ । ବ୍ୟବସାୟରେ ଲାଭଜନକ ହେବ । କନ୍ୟା – ଗୃହ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ବନ୍ଧୁ ସହ ଯୋଗ ପାଇ ବିଶେଷ ଉପକୃତ ହେବେ । ହସ,ଖୁସିରେ ଦିନଟିି ଅତିବାହିତ କରିପାରନ୍ତି । ତୁଳା – କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି । ବନ୍ଧୁ ମିଳନ ଘଟିପାରେ । ସତ୍ସଙ୍ଗୀ ହେବେ । ପଡୋଶୀଙ୍କ ସହିତ ସଦ୍ଭାବନା ବୃଦ୍ଧି ହେବ । ବିଛା – ସୁଖ-ସମ୍ମାନ ଲାଭ କରିପାରନ୍ତି । ପରାଶୟ ହୋଇ ଜୀବିକା ନିର୍ବାହରେ ବ୍ରତୀ ହେବେ । ସ୍ନେହ, ପ୍ରୀତି,ମମତା ମିଳିପାରେ । ବିଭିନ୍ନ ଦିଗରୁ ଅର୍ଥ ମିଳିପାରେ । ଧନୁ – ବିଜ୍ଞ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ବହୁ ଲୋକଙ୍କ ପ୍ରିୟ ଭାଜନ ହେବେ । ଶତ୍ରୁ ଦମନ କରିବାରେ ସିଦ୍ଧ ହସ୍ତ ହେବେ । ମକର – ନୂତନ କାର୍ଯ୍ୟରେ ଆନନ୍ଦ ଅନୁଭବ କରିପାରନ୍ତି । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଭ୍ରମଣ ଜନିତ ଆନନ୍ଦ ଅନୁଭବ କରିବେ । କୁମ୍ଭ - ଆଶାବାଦୀ ହୋଇପାରନ୍ତି । ମନ ପ୍ରଫୁଲ୍ଲ ରହିବ । କର୍ମକ୍ଷେତ୍ର ଢେର ଉନ୍ନତି ଘଟିବ । ବିଭିନ୍ନ ଦିଗରୁ ଧନାଗମ ହେବ । ହୃଷ୍ଟ ଚିତ୍ତ ଓ ଅତି ସୁଖୀ ହେବେ । ମୀନ - ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହେବ । ରୋଜଗ।।ର ଆଶାନୁରୂପ ହୋଇପାରେ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.