scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୩ ଅକ୍ଟୋବର, ମଙ୍ଗଳବାର

23/10/2018 at 9:33 AM

ମେଷ – ନିଜର ଭୁଲ ବୁଝି ପାରିବେ । କାର୍ଯ୍ୟରେ ବାଧା ଉପୁଜି ପାରେ । ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ଶୁଭା-ଶୁଭ ମିଶ୍ରିତ ଫଳ ମିଳିପାରେ ।

ବୃଷ – ଆୟ ପ୍ରଚୁର ପରିମାଣର ହେବ । ଚଞ୍ଚଳ ଚେଷ୍ଟିତ ରହିବେ । ପାରିବାରିକ ସୁଖ,ଶାନ୍ତି ମିଳିବ । ଆତ୍ମ ସନ୍ତୋଷ ଲାଭ କରିବେ । ସରକାରୀ ଅର୍ଥ ମିଳିବ ।

ମିଥୁନ – ଆର୍ଥିକ ସ୍ଥିତି ସୁଦୃଢ ହୋଇପାରେ । କର୍ମ ଚଞ୍ଚଳ ରହିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ପରିଶ୍ରମର ମୂଲ୍ୟ ମିଳିବ । ଯଶସ୍ୱୀ ହେବେ ।

କର୍କଟ- ତରବର ନ ହୋଇ ଧୈର୍ଯ୍ୟ ରଖିଲେ ସଫଳତା ମିଳିବ । ସେବା ମନୋଭାବ ଗ୍ରହଣ କରିପାରନ୍ତି । ଯଶସ୍ୱୀ ହେବେ । ସମ୍ମାନିତ ହୋଇପାରନ୍ତି ।

ସିଂହ – ଏକ ନୂତନ ସଂପର୍କ ସୃଷ୍ଟି ହୋଇପାରେ । ଶାରିରୀକ ପୀଡା ଅନୁଭବ କରିପାରନ୍ତି । କାର୍ଯ୍ୟରେ ବିଘ୍ନ ଉପୁଜି ପାରେ । ବ୍ୟବସାୟରେ ଲାଭଜନକ ହେବ ।

କନ୍ୟା – ଗୃହ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ବନ୍ଧୁ ସହ ଯୋଗ ପାଇ ବିଶେଷ ଉପକୃତ ହେବେ । ହସ,ଖୁସିରେ ଦିନଟିି ଅତିବାହିତ କରିପାରନ୍ତି ।

ତୁଳା – କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି । ବନ୍ଧୁ ମିଳନ ଘଟିପାରେ । ସତ୍ସଙ୍ଗୀ ହେବେ । ପଡୋଶୀଙ୍କ ସହିତ ସଦ୍ଭାବନା ବୃଦ୍ଧି ହେବ ।

ବିଛା – ସୁଖ-ସମ୍ମାନ ଲାଭ କରିପାରନ୍ତି । ପରାଶୟ ହୋଇ ଜୀବିକା ନିର୍ବାହରେ ବ୍ରତୀ ହେବେ । ସ୍ନେହ, ପ୍ରୀତି,ମମତା ମିଳିପାରେ । ବିଭିନ୍ନ ଦିଗରୁ ଅର୍ଥ ମିଳିପାରେ ।

ଧନୁ – ବିଜ୍ଞ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ଶାସ୍ତ୍ରାନୁରକ୍ତ ହୋଇପାରନ୍ତି । ବହୁ ଲୋକଙ୍କ ପ୍ରିୟ ଭାଜନ ହେବେ । ଶତ୍ରୁ ଦମନ କରିବାରେ ସିଦ୍ଧ ହସ୍ତ ହେବେ ।

ମକର – ନୂତନ କାର୍ଯ୍ୟରେ ଆନନ୍ଦ ଅନୁଭବ କରିପାରନ୍ତି । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଭ୍ରମଣ ଜନିତ ଆନନ୍ଦ ଅନୁଭବ କରିବେ ।

କୁମ୍ଭ – ଆଶାବାଦୀ ହୋଇପାରନ୍ତି । ମନ ପ୍ରଫୁଲ୍ଲ ରହିବ । କର୍ମକ୍ଷେତ୍ର ଢେର ଉନ୍ନତି ଘଟିବ । ବିଭିନ୍ନ ଦିଗରୁ ଧନାଗମ ହେବ । ହୃଷ୍ଟ ଚିତ୍ତ ଓ ଅତି ସୁଖୀ ହେବେ ।

ମୀନ – ଆନନ୍ଦ ଉତ୍ସବରେ ଦିନଟି ଅତିବାହିତ ହେବ । ରୋଜଗ।।ର ଆଶାନୁରୂପ ହୋଇପାରେ । ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ ହେବେ ।

   Related Posts