ନଭେମ୍ବର ୨୯ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 29, 2019 IST

ମେଷ–ସକାରାତ୍ମକ ଭାବନା ଆପଣଙ୍କ ଜୀବନକୁ ସୁନ୍ଦର କରିବ। ବନ୍ଧୁଙ୍କଠାରୁ ପରାମର୍ଶ ନେବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।ସାମାନ୍ୟ ଅସୁସ୍ଥତା ଉପୁଜି ପାରେ।ଶୁଭରଙ୍ଗ ବ୍ରାଉନ୍।ଶୁଭଅଙ୍କ ୪।

ବୃଷ–ଆପଣଙ୍କ କାମ ଅନ୍ୟମାନଙ୍କୁ ଖୁସିକରାଇବ। ଧନ ଲାଭର ସୁଯୋଗ ରହିଛି।ବ୍ୟବସାୟରେ ଉନ୍ନତି ପାଇଁ ବହୁତ ଚେଷ୍ଟା କରିବାକୁ ପଡିବ।କୃର୍ତ୍ତିକା ଓ ମୃଗଶିରା ନକ୍ଷତ୍ରରସାମାନ୍ୟ ଫଳ ପାଇବେ। ଶୁଭରଙ୍ଗକଫି।ଶୁଭ ଅଙ୍କ ୩।

ମିଥୁନ – ତର୍କଜ୍ଞାନ ଦ୍ୱାରା ଅନ୍ୟମାନଙ୍କୁ ଆକୃଷ୍ଟ କରିବେ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସାହାର୍ଯ୍ୟ ମିଳିପାରେ। ପୁନର୍ବସୁ ନକ୍ଷତ୍ର ଜାତ ବ୍ୟକ୍ତି କଳହଠାରୁ ଦୂରେଇ ରହିବା ଉଚିତ।ଶୁଭରଙ୍ଗମେରୁନ୍।ଶୁଭ ଅଙ୍କ ୧।

କର୍କଟ–ସଫଳତା ପ୍ରାପ୍ତିର ଦିନଟିଏ।କାମ ପାଇଁ ପ୍ରଶଂସିତ ହେବେ।ଆର୍ଥିକସ୍ଥିତି ମଜଭୁତ ରହିବ।ସର୍ବସୁଖ ଲାଭ କରିପାରନ୍ତି। ପୁନର୍ବସୁ କ୍ଷେତ୍ରରେ ସାମାନ୍ୟ ଶୁଭଫଳ ପାଇବେ।ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୨।

ସିଂହ –ଦିନ ସାରା ଉତ୍ସାହିତ ରହିବେ ଓ ସାମର୍ଥ୍ୟ ଅନୁସାରେ କାର୍ଯ୍ୟକରିବେ। ପରିଶ୍ରମର ଫଳ ମିଳିବ। ଧାର ଟଙ୍କା ଫେରିପାଇବେ।ମଘା ଓ ଉତ୍ତରା ଫାଲ୍ଗୁନୀର ସାମାନ୍ୟ ଫଳ ପାଇପାରନ୍ତି।ଶୁଭରଙ୍ଗ ଲାଲ।ଶୁଭ ଅଙ୍କ ୬।

କନ୍ୟା –କ୍ରମାଗତ ପ୍ରୟାସ ଆପଣଙ୍କୁ ସଫଳତା ଦେବ। ସରକାରୀ କାମ ପୂରାହେବ। ଛାତ୍ରଙ୍କୁ ଭଲ ଫଳ ମିଳିବ। ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭମିଳିପାରେ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୪।

ତୁଳା– ଆପଣଉତ୍ସାହ ଓ ପ୍ରେରଣାରେ ଭରି ରହିବେ। କୌଣସି ବିଶେଷ କାମରେ ମନୋନିବେଶ କରିପାରନ୍ତି । ଜୀବନସାଥୀଙ୍କ ସହ ଅଧିକ ସମୟ ବିତିବ।ବିଶାଖା ନକ୍ଷତ୍ରଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ କରିପାରନ୍ତି। ଶୁଭ ରଙ୍ଗ ନୀଳ।ଶୁଭ ଅଙ୍କ ୭।

ବିଛା–ସୁସ୍ଥ ଓ ସତେଜ ରହିବେ । ସଚ୍ଚୋଟ ପଣିଆ ପାଇଁ ପ୍ରଶଂସିତହେବେ। ଦାଂପତ୍ୟ ଜୀବନ ସୁଖମୟ ରହିବ।ବିଶାଖା ନକ୍ଷତ୍ରର ସାମାନ୍ୟଶୁଭ ହୋଇପାରେ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୮।

ଧନୁ –ସପରିବାର ଧାର୍ମିକସ୍ଥଳକୁ ଯାଇପାରନ୍ତି। ନୂଆବିଚାର ଆସିବ।ଜୀବନ ସାଥୀଙ୍କ ସହଯୋଗ ମିଳିବ। ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନାମିଳୁଛି । ଶୁଭରଙ୍ଗ ଧୂସର । ଶୁଭ ଅଙ୍କ ୫।

ମକର– ଘର ଲୋକଙ୍କସହିତ ଅଧିକ ସମୟ ବିତିବ।ରାଜନୀତିଜ୍ଞଙ୍କ ମାନ ସମ୍ମାନ ବୃଦ୍ଧିହେବ। ଧନଲାଭର ସୁଯୋଗ ଆସିପାରେ। ସରକାରୀ ଧନ ମିଳିବ।ଶୁଭରଙ୍ଗକ୍ରୀମ୍।ଶୁଭ ଅଙ୍କ ୨।

କୁମ୍ଭ -ରଚନାତ୍ମକ କାର୍ଯ୍ୟରେ ରୁଚି ଆସିବ। ଆର୍ଥି କସ୍ଥିତି ଭଲ ହେବ।ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ।ଧନିଷ୍ଠା ଓ ପୂର୍ବଭାଦ୍ରପଦ ନକ୍ଷତ୍ର ଜାତ ବ୍ୟକ୍ତି ପତ୍ନୀଙ୍କର ଇଙ୍ଗିତରେ ଚଳିବେ।ଶୁଭରଙ୍ଗ ଲାଲ।ଶୁଭ ଅଙ୍କ ୬।

ମୀନ – ଜୀବନଶୈଳୀରେ ପରିବର୍ତ୍ତନ ପାଇଁ ବିଚାର କରିପାରନ୍ତି।ଚାକିରି ସନ୍ଧାନରେ, ପ୍ରେମ ପ୍ରସଙ୍ଗରେସଫଳତା ମିଳିପାରେ। ପୂର୍ବଭାଦ୍ରପଦ ନକ୍ଷତ୍ରର ସାମାନ୍ୟ ଅଶୁଭରହିବ। ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୯।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.