ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମେ ୧୯ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

19/05/2019 at 11:55 AM

ମେଷ – ଗୃହ ନିର୍ମାଣ ପାଇଁ ଆଗ୍ରହୀ ହେବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଅର୍ଥ ଲାଭର ସୁଯୋଗ ସୃଷ୍ଟି ହୋଇଛି । ଶତ୍ରୁ ଆପଣା ଛାଏଁ ଅପସରି ଯାଇପାରନ୍ତି । ନିଜ କାର୍ଯ୍ୟରେ ଦ୩ତା ପ୍ରତିପାଦନ କରିବେ ।


ବୃଷ – ମନ ପ୍ରସନ୍ନ ରହିବ । ଆରୋଗୟ ହେବେ । ଅର୍ଥ ଲାଭର ସୂଚନା ମିଳୁଛି । ବିଳାସ-ବ୍ୟସନ କରିପାରନ୍ତି । ପୂଜ୍ୟ-ପୂଜା ପାଇ ସନ୍ତୁଷ୍ଟ ହେବେ । ଶତ୍ରୁ ବିଜୟୀ ହେବେ । ଭାଗ୍ୟବାନ୍ ହୋଇପାରନ୍ତି ।


ମିଥୁନ – ଅର୍ଥ ଲାଭର ସୂଚନା ମିଳୁଛି । ସୌନ୍ଦର୍ଯ୍ୟ ଉପଭୋଗ କରି ଖୁସି ହେବେ । ସର୍ବତ୍ର ଶୁଭ ଆଶା କରାଯାଏ । ନୃତ୍ୟସଙ୍ଗୀତପ୍ରିୟ ହୋଇପାରନ୍ତି । ଉପଯୁକ୍ତ କର୍ମକରି ପ୍ରଶଂସାର ପାତ୍ର ହେବେ ।


କର୍କଟ – ଜନ ସାଧାରଣଙ୍କର ଆସ୍ଥାଭାଜନ ହୋଇପାରନ୍ତି । ପଠନ-ଲିଖନରେ ପାରଦର୍ଶୀ ହେବେ । ବୁଦ୍ଧିମାନର ପରିଚୟ ଦେବେ । ଯାନବାହନ ଯୁକ୍ତ ହୋଇପାରନ୍ତି । ଧନପ୍ରାପ୍ତିର ସୂଚନା ମିଳୁଛି ।


ସିଂହ – ଅଯଥା ଆଶଙ୍କା ଅନୁଭବ କରିପାରନ୍ତି । ଧନକ୍ଷୟ ହୋଇପାରେ । କାର୍ଯ୍ୟସ୍ଥଳରେ ହଇରାଣ ହୋଇପାରନ୍ତି । ସରକାରୀ କୋପର ସମ୍ମୁଖୀନ ହେବାର ସୂଚନା ମିଳୁଛି । ସ୍ୱାଭିମାନୀ ହେବେ ।


କନ୍ୟା – ଲାଗି ରହିଥିବା ବିବାଦର ସୁ-ସମାଧାନ ହୋଇପାରେ । କାର୍ଯ୍ୟସ୍ଥଳରେ ହଇରାଣ ହୋଇପାରନ୍ତି । ସରକାରୀ କୋପର ସମ୍ମୁଖୀନ ହେବାର ସୂଚନା ମିଳୁଛି । ସ୍ୱାଭିମାନୀ ହେବେ ।


ତୁଳା – ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଉତ୍ସାହରେ ଉତ୍ସାହ ବୃଦ୍ଧି ପାଇବ । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ମନରେ ପ୍ରସନ୍ନତା ଆସିବ ।


ବିଛା – ଯୋଜନାରେ ପରିବର୍ତ୍ତନ ଘଟାଇ ପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ଅଧିକ ଦାୟିତ୍ୱ ବହନ କରିପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି ।


ଧନୁ – ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଆଜି ଦୁଃଖକଷ୍ଟ ଭୋଗ ହୋଇପାରେ । ଜଣେ ମହାମନୁଷ୍ୟର ପରିଚୟ ସୃଷ୍ଟି କରିବେ । କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିପାରନ୍ତି ।


ମକର – ଧନଲାଭର ସୂଚନା ମିଳୁଛି । ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହୋଇପାରେ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ସନ୍ତାନ ସୁଖ ମିଳିପାରେ । ଅସୁସ୍ଥତାର ଉପଶମ ହେବ ।


କୁମ୍ଭ – ଧନବାନ୍ ହୋଇପାରନ୍ତି । ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ଧାର୍ମିକ ପ୍ରବୃତ୍ତିର ହେବେ । ବିଦ୍ୟା ଦାନ ହେବାର ସୂଚିତ ହେଉଛି । ପ୍ରୀତିପର ହେବେ । ଉତ୍ତମ ଗୁଣର ଆଧାର ହେବେ ।


ମୀନ – ଗୁରୁଜନଙ୍କ ପାଇଁ ଚିନ୍ତିତ ହୋଇପାରନ୍ତି । ସୁଖ ସନ୍ତୋଷ ଲାଭ କରିବେ । ଶ୍ରେଷ୍ଠ ପଦ-ପଦବୀର ଅଧିକାରୀ ହୋଇପାରନ୍ତି । ସୁସ୍ଥ ନିରାମୟ ଜୀବନ ଯାପନ କରିପାରନ୍ତି । ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ ।

   Related Posts