୨ ଅକ୍ଟୋବର, ମଙ୍ଗଳବାର

Published By : Prameya-News7 Bureau | October 02, 2018 IST

ମେଷ – ଲାଗି ରହିଥିବା ବିବାଦର ସମାଧାନ ହେବ । ଆଶାବାଦୀ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଆକସ୍ମିକ ସମସ୍ୟା ଦେଖା ଦେଇପାରେ । ବୃଷ – ବ୍ୟବସାୟ ଲାଭଜନକ ହେବ । ସୁଖ ସମ୍ମାନ ଲାଭ କରିପାରନ୍ତି । ସରକାରୀ ବା ବନ୍ଧୁ ସହ ଯୋଗ ଲାଭ ଦାୟକ ହେବ । ମିଷ୍ଟାନ୍ନ ଭୋଜନ ମିଳିବ । ମିଥୁନ - ଅଭିଳାଷ ପୂରଣ ହେବ । କୌଣସି ସ୍ଥାନରେ କିଛି ସମୟ ପାଇଁ ଅଟକି ଯାଇପାରନ୍ତି । ଅଯଥା ବିତର୍କରେ ଭାଗ ନେବା ଉଚିତ ନୁହେଁ । କର୍କଟ- ଭଲ କାର୍ଯ୍ୟ କରି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହେବେ । ସୁ ସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସିଂହ – ମନ ପ୍ରଫୁଲ୍ତର ରହିବ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ସୁ ସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । କନ୍ୟା – ବନ୍ଧୁଙ୍କ ସାହାର୍ଯ୍ୟ ପା ଖୁସି ହୋଇପାରନ୍ତି । ପରୋପକାର କରି ଆତ୍ମତୃପ୍ତି ଲାଭ କରିବେ । କାର୍ଯ୍ୟର ସଫଳତା ଲାଭ କରିପାରନ୍ତି । ତୁଳା – ଅର୍ଥାଭାବ ଦେଖା ଦେଇ ପାରେ । ପାରିବାରିକ ଅଶାନ୍ତି ଦେଖା ଦେଇପାରେ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । କେବଳ ଭାଗ ବ୍ୟବସାୟ ଲାଭଜନକ ହେବ । ବିଛା – ଘତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । ଯାହା ଘଟଣା ଘଟିବ । ତାହା ସୁଖଦାୟକ ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଧନୁ – ବହୁ ଶୁଭ ଯୋଗ ରହିଛି । ଶତ୍ରୁ ବଳବାନ ହୋଇ ଯେତେ ଭୟ ଦେଖାଦେଇ ବି ତାକୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ । ମକର – ଗୃହ କାର୍ଯ୍ୟର ବ୍ୟସ୍ତ ରହିବେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଧମ ମିଳିବ । କୁମ୍ଭ - ଚିନ୍ତାଗ୍ରସ୍ତ ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । କୃଷୋ କର୍ମକୁ ତ୍ବରାନ୍ୱିତ କରିବେ । ଯାନବାହନ ସୁଖ ମିଳିପାରେ । ମୀନ - କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୁଳ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.