Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ମେ’ ୨୯ ତାରିଖ, ସୋମବାର : ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

29/05/2023 at 7:22 AM

ମେଷ – ଷଷ୍ଠ ଚନ୍ଦ୍ର ରହିଥିବାରୁ ଯୋଗୁଁ ଉଚ୍ଚ ସମ୍ମାନ ପ୍ରାପ୍ତି ହେବ । କ୍ୟାରିୟରକୁ ଆଗକୁ ନେବା ପାଇଁ ଦିନଟି ବହୁତ୍ ଭଲ ରହିଛି । ରୋଜଗାର ରେ ବୃଦ୍ଧି ହେବ । ପରିବାରରେ ଖୁସି ଲାଗି ରହିବ। ଛାତ୍ର ଛାତ୍ରୀ ମାନେ ଉତ୍ତମ ଫଳ ପ୍ରାପ୍ତ କରିବେ ।

ବୃଷ – ଆଜି ରାଶି ପାଇଁ ପଞ୍ଚମ ଚନ୍ଦ୍ର ଏବଂ ଶୁକ୍ଳ ପକ୍ଷ ହୋଇ ଥିବାରୁ । ଧର୍ମ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ । ଧନ ଲାଭ ର ଯୋଗ ରହିଛି । ସ୍ବାସ୍ଥ୍ୟ ର ଯତ୍ନ ନିଅନ୍ତୁ । ଉଚ୍ଚସମ୍ମାନର ଅଧିକାରୀ ହେବେ । ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବେ ।

ମିଥୁନ – ପର ଚର୍ଚ୍ଚାରେ ସମୟ ଅତିବାହିତ କରିବେ । ମାନ ହାନି ହୋଇପାରେ । ଚାକିରି କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖା ଦେବ । ଦମ୍ପତିଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିବ । ଛାତ୍ରଛାତ୍ରୀମାନେ ଏତେ ଉତ୍ତମ ଫଳ ପ୍ରାପ୍ତ କରିବେ ନାହିଁ ।

କର୍କଟ – ଉଚ୍ଚ ପଦପଦବୀରେ ସମ୍ମାନିତ ହେବେ। ରାଜନୀତିରେ ଉତ୍ତମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କରେ ଦୃଢ଼ତା ଆସିବ ।ଅଟକିଥିବା କାର୍ଯ୍ୟର ପୁନଃ ଆରମ୍ଭ ହେବ । ଭ୍ରମଣ  ଯୋଗ ରହିଛି। ବିଦ୍ୟାର୍ଥୀ ମାନେ ସଫଳ ହେବେ ।

ସିଂହ – ଦିନଟି ବହୁତ୍ ଭଲ ରହିଛି ।ବ୍ୟବସାୟରେ ଖ୍ୟାତି ଓ ଉନ୍ନତି ମିଳିବ । ନିଜ କର୍ମକୁ ଠିକ୍ ସମୟରେ ସଂପୂର୍ଣ୍ଣ କଲେ ଉତ୍ତମ ଫଳ ଲାଭ ହେବ। ସାମାଜିକ କଲ୍ୟାଣ ପାଇଁ ମନୋନିବେଶ କରିବେ । ବୈବାହିକ ଜୀବନ ସୁଖମୟ ହେବ । ଛାତ୍ର ଛାତ୍ରୀ ମାନଙ୍କର ଭ୍ରମଣ ଯୋଗ ରହିଛି ।

କନ୍ୟା – ପ୍ରଶଂସା ର ପାତ୍ର ହେବେ । ପାରିବାରିକ ଜୀବନ ସୁଖମୟ ହେବ । ସନ୍ତାନ ର ଭବିଷ୍ୟତ ପାଇଁ ଧନ ନିବେଶ କରିବେ। ଉଧାର ଦେଇଥିବା ଟଙ୍କା ଫେରସ୍ତ ମିଳିପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଦିଆନ୍ତିବତ୍ୟାନ୍ତ ଶୁଭ ରହିଛି ।

ତୁଳା – ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ । ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ । ଚାକିରିରେ ଉନ୍ନତି ଯୋଗ ରହିଛି। ସଭାରେ ସମ୍ମାନିତ ହେବେ । ପ୍ରେମ ସମ୍ପର୍କରେ ଖୁସି ଖବର ମିଳିବ । ଛାତ୍ର ଛାତ୍ରୀ ମାନେ ଏତେ ଭଲ ଫଳ ପ୍ରଦାନ କରିବେ ନାହିଁ ।

ବିଛା – ଦିନଟି ବହୁତ୍ ଭଲ ରେ କଟିବ । ସେବା ପୂଜା ରେ ମନୋ ନିବେଶ କରିବେ । ଚାକିରି ପ୍ରଶଂସା ମିଳିବ। ପାରିବାରିକ ଜୀବନ ସାମାନ୍ୟ ରହିବ । ବ୍ୟବସାୟ ରେ ଧୀର ପ୍ରଗତି ହେବ ।ବନ୍ଧୁ ଙ୍କ ସହ ଭ୍ରମଣ ଯୋଗ ରହିଛି ।ନୂଆ ସଂପତ୍ତି କ୍ରୟ କରିବେ ।

ଧନୁ – ଦଶମ ଚନ୍ଦ୍ର କାଳ ଭୋଗ ହେତୁ ଦିନଟି ଭଲ ଫଳ ଦେବ ।ଧାର୍ମିକ କାର୍ଯ୍ୟ ରେ ଯୋଗଦାନ କରିବେ । ଖର୍ଚ୍ଚ ଅଧିକ ହେବାର ସମ୍ଭାବନା ଅଛି ।ଆୟ ର ଯୋଗ ରହିଛି ।କାହାକୁ ଉଧାର ଦିଅନ୍ତୁ ନାହିଁ । ଉଚ୍ଚ ସ୍ଥାନ ରୁ ଖୁସି ର ବାର୍ତ୍ତା ମିଳିବ ।

ମକର – ବାକି ଥିବା କାର୍ଯ୍ୟ ଆଜି ସଫଳତା ର ସହ ସଂପୂର୍ଣ୍ଣ ହେବ ।ପରୋପକାର କରି ଖୁସି ଅନୁଭବ କରିବେ ।ସ୍ବାସ୍ଥ୍ୟ ଅବସ୍ଥା ରେ ଅବନତି ଦେଖା ଦେବ। ପରିବାରରେ ଶୁଭ କର୍ମ ହେବ ।ବ୍ୟବସାୟୀ ମାନେ ଲାଭବାନ ହେବେ ।

କୁମ୍ଭ– ଦିନଟି ରେ ସାମାନ୍ୟ କଳହ ଯୋଗ ରହିବ । ବ୍ୟବସାୟ ରେ ନୂତନ କାର୍ଯ୍ୟ ଆରମ୍ଭ ହେବ ।ନିଜ କାର୍ଯ୍ୟ କୁ ଠିକ୍ ସମୟରେ ପୂରଣ କରନ୍ତୁ ।ଧାର୍ମିକ କାର୍ଯ୍ୟ ରେ ମନୋନିବେଶ କରିବେ ।ଛାତ୍ର ଛାତ୍ରୀ ମାନେ ମଧ୍ୟମ ଫଳ ପ୍ରାପ୍ତ କରିବେ ।

ମୀନ– ଭାଗ୍ୟ ର ସାଥ ମିଳିବ । ବାକିଥିବା କାର୍ଯ୍ୟ ସମାପ୍ତ ହେବ ରାଜନୀତି ରେ ନୂଆ ଆଶା ଦେଖା ଦେବ । ମିତ୍ର ଙ୍କ ସହ ଭ୍ରମଣ ରେ ଯାଇ ପାରନ୍ତି । ବ୍ୟବସାୟ ରେ ଅଧିକ ଲାଭ ମିଳିବ । ଗୃହ କୁ ବନ୍ଧୁ ଙ୍କ ଆଗମନ ହେବ ।

ଜ୍ୟୋତିଷ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ, ଯାଜପୁର

You Can Read :

   Related Posts