ଫେବୃଆରୀ ୧୦ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ
10/02/2023 at 7:12 AM

ମେଷ:~ ନିଜ କର୍ମକୁ ନେଇ ଅଧିକ ବ୍ୟସ୍ତ ରେ ସମୟ କରିବେ। ଦମ୍ପତିଙ୍କ ପାଇଁ ଦିନଟି ବହୁତ୍ ଶୁଭ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ପରିଶ୍ରମ ନେଇ ଫଳ ପ୍ରାପ୍ତି। ଆଜି ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ।
ମିଥୁନ:~ ଧନ ପ୍ରାପ୍ତି ଯୋଗ ରହିଛି। ବଡ଼ ସଫଳତା ମିଳି ପାରେ। ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟମ ରହିବ। ଶତ୍ରୁଙ୍କୁ ଭୟ କରିବେ। ଅଧିକ ପରିଶ୍ରମରେ ଦିନଟି କଟିବ। ବ୍ୟବସାୟରେ ସାବଧାନତା ଅବଲମ୍ବନ କରନ୍ତୁ।
କର୍କଟ:~ ଧନ ପ୍ରାପ୍ତି ଯୋଗ ରହିଛି। ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଦେଇଥିବା ପରୀକ୍ଷା ଉତିନ୍ନ ହେବାର ଯୋଗ ଅଛି। ପ୍ରେମ ସମ୍ପର୍କ ନିବିଡ଼ ହେବ । ଅଯଥା କଳହ ରୁ ନିଜକୁ ଦୂରେଇ ରଖନ୍ତୁ। ନୂତନ ଦ୍ରବ୍ୟ କ୍ରୟ କରିବା ପାଇଁ ଦିନଟି ବହୁତ୍ ଭଲ ରହିଛି ।
ସିଂହ:~ ନୂଆ ଚାକିରି ଆଜି ଆପଣଙ୍କୁ ପ୍ରାପ୍ତ ହୋଇପାରେ। ପରିବାର ଲୋକଙ୍କ ସହିତ କିଛି ବିଶେଷ ମୁହୂର୍ତ୍ତ ଅତିବାହିତ କରି ପାରନ୍ତି। ବ୍ୟବସାୟ ଭଲ ହେବ। ଛାତ୍ରଛାତ୍ରୀମାନେ ପାଠରେ ମନଯୋଗ ଦେବେ।
କନ୍ୟା:~ ପରିବାର ରେ ସୁଖସମ୍ମାନ ଲାଗି ରହିବ। ସ୍ବାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଲାଗି ରହିପାରେ। ନୂଆ ବ୍ୟବସାୟ ପାଇଁ ପୁଞ୍ଜି ନିବେଶ କରିବେ। ରାଜନୀତିରେ ଉଚ୍ଚପଦ ପ୍ରାପ୍ତି ହେବ।
ତୁଳା:~ କିଛି ଶାରୀରିକ ସମସ୍ୟା ଦେଖା ଦେବ। ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବା। କର୍ମକ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି। ବ୍ୟବସାୟୀମାନଙ୍କ ପାଇଁ ଦିନଟି ବହୁତ୍ ଲାଭ ଦାୟକ ରହିଛି।
ବିଛା:~ ଧର୍ମ କାର୍ଯ୍ୟ ରେ ନିଜକୁ ନିୟୋଜିତ କରିବେ। ଚାକିରି ରେ ପଦୋନ୍ନତି ଘଟିବ। ବ୍ୟବସାୟ ରେ ଅଧିକ ଅର୍ଥ ଲାଭ ର ଯୋଗ ରହିଛି। ବିଦେଶ ଯାତ୍ରା ପାଇଁ ଦିନଟି ଖୁବ୍ ଭଲ ରହିବ। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ରେ ବିଜୟ ହାସଲ କରିବେ।
ଧନୁ:~ ଜୀବନରେ କରିଥିବା ଭଲ କର୍ମ ଗୁଡ଼ିକର ଫଳ ଆଜି ପ୍ରାପ୍ତ ହେବ। ବ୍ୟାପାର ରେ ଅଧିକ ଲାଭ ଯୋଗ ରହିଛି ।ପୁରୁଣା ଋଣ କୁ ଆଜି ଆପଣ ପରିଶୋଧ କରିବାକୁ ସକପୁରୁଣା ଋଣ କୁ ଆଜି ଆପଣ ପରିଶୋଧ କରିବାକୁ ସକ୍ଷମ ହେବେ। ଛାତ୍ରଛାତ୍ରୀମାନେ ନୂତନ ଉପଲବ୍ଧି ପ୍ରାପ୍ତ କରିବେ।
ମକର:~ ନିଜକୁ ବ୍ୟସ୍ତ ବହୁଳ କର୍ମରେ ନିୟୋଜିତ କରିବେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ ରହିଛି। ଆକସ୍ମିକ ଖୁସି ଖବର ମିଳିବ। ସୁଖ ସମ୍ମାନ ବଢ଼ିବ ପାଇବ। ଦିନଟି ମଧ୍ୟମ ଫଳ ଦେବ।
କୁମ୍ଭ:~ ଭାଗ୍ୟ ଆପଣଙ୍କର ସାଥ ଦେବ ।ନୂତନ ବ୍ୟବସାୟ ର ଆରମ୍ଭ ପାଇଁ ଦିନଟି ବହୁତ୍ ଭଲ ରହିଛି। ଆତ୍ମ ବିଶ୍ୱାସ ର ବୃଦ୍ଧି ଘଟିବ ।ମିତ୍ର ଙ୍କ ଦ୍ଵାରା କିଛି ଆୟ ର ସନ୍ଧାନ ମିଳିବ ।ପାରିବାରିକ ଜୀବନ ରେ ଲାଗିଥିବା କଳହ ର ସମାପ୍ତି ଘଟିବ।
ମୀନ:~ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଦେଖିବାକୁ ମିଳିବ । ଆର୍ଥିକ ଲାଭ ର ଯଥେଷ୍ଟ ସମ୍ଭାବନା ଅଛି । ବ୍ୟବସାୟ ରେ ଲାଭ ଯୋଗ ରହିଛି । ଦମ୍ପତି ଙ୍କ ମଧ୍ୟ ରେ ସାମାନ୍ୟ କଳହ ଦେଖା ଦେବାର ସମ୍ଭାବନା ଅଛି । ବିଦେଶ ଯାତ୍ରା ର ଯୋଗ ରହିଛି ।
ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ ,ଜ୍ୟୋତିଷ , ଯାଜପୁର