ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଫେବୃଆରୀ ୦୫ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

5/02/2023 at 7:00 AM

ମେଷ – ନିବେଶ କରିଥିବା ଧନ ରୁ ଆପଣ ଆଜି ବହୁତ୍ ଲାଭ ପାଇ ପାରିବେ । ପରିବାରରେ ସାମାନ୍ୟ କଳହ ଯୋଗ ରହିବ । ପରିବାରରେ କାହାର ବି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇ ପାରେ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ । ପ୍ରେମ ସମ୍ପର୍କ ସୁଦୃଢ ହେବ ।

ବୃଷ – କର୍ମ କ୍ଷେତ୍ର ରେ ସାମାନ୍ୟ ସମସ୍ୟା ଦେଖା ଦେଇ ପାରେ । ଅଧିକ ପରିଶ୍ରମ ଯୋଗୁଁ ଆଳସ୍ୟ ର ବଶବର୍ତ୍ତୀ ହେବେ। ସ୍ବାସ୍ଥ୍ୟ ରେ କିଛି ସମସ୍ୟା ଉପୁଜିବାର ସମ୍ଭାବନା ଅଛି । ପ୍ରେମ ସମ୍ପର୍କ ରେ ଉନ୍ନତି ଘଟିବ । ଛାତ୍ରଛାତ୍ରୀ ମାନେ ଫଳ କୁ ନେଇ ଉତ୍ସାହିତ ରହିବେ ।

ମିଥୁନ – କିଛି ଶାରୀରିକ ସମସ୍ୟା ଦେଖା ଦେବ । ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବା । କର୍ମ କ୍ଷେତ୍ର ରେ ଆଳସ୍ୟ ଦେଖା ଦେବ ।ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ବହୁତ୍ ଲାଭ ଦାୟକ ରହିଛି ।ଚାଷୀ ମାନେ ଉପଯୁକ୍ତ ପରିଶ୍ରମ ର ମୂଲ୍ୟ ପାଇବେ ।

କର୍କଟ – କର୍କଟ ରାଶି ର ବ୍ୟକ୍ତି ବିଶେଷ ଙ୍କ ପାଇଁ ଆଜି ଶ୍ରୀ ଚନ୍ଦ୍ର । ଦେହ ମନ ଖୁବ୍ ଭଲ ରହିବ । ପରିଶ୍ରମ ର ଫଳ ବହୁତ୍ ଭଲ ରହିବ ।ଭବିଷ୍ୟତ ପାଇଁ କିଛି ବଡ଼ ନିଷ୍ପତି ନେବେ । ବ୍ୟବସାୟରେ ଲାଭ ଯୋଗ ରହିଛି ।

ସିଂହ – ବାହାରକୁ ଯାତ୍ରା କରିବାର ଯୋଗ ରହିଛି । ଯାତ୍ରା ସମୟରେ ଆଶୀର୍ବାଦ ନେଇ ଯାଆନ୍ତୁ ।କର୍ମ କ୍ଷେତ୍ର ରେ ବାଧା ଉପୁଜି ପାରେ । ଦାମ୍ପତ୍ୟ ଜୀବନରେ ମନ ମାଲିନ୍ୟ ଦେଖା ଯିବ । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଛାତ୍ର ଛାତ୍ରୀ ଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ।

କନ୍ୟା – ନିଜ କର୍ମ ରେ ବହୁତ୍ ବ୍ୟସ୍ତ ରହିବେ । ବିରୋଧୀ ମାନେ ଅନିଷ୍ଟ କରିବାକୁ ଚେଷ୍ଟା କରିବେ । ଘନିଷ୍ଠ ବନ୍ଧୁ ଙ୍କ ସହ କିଛି ସମୟ ଅତିବାହିତ କରିବେ । ଧନ ପ୍ରାପ୍ତି ର ଯୋଗ ରହିଛି । ଛାତ୍ର ଛାତ୍ରୀ ମାନେ ବିଶେଷ ଉପକୃତ ହେବେ ।

ତୁଳା – କର୍ମ କ୍ଷେତ୍ର ରେ ଧ୍ୟାନ ର ସହ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । କିଛି ନୂଆ ସୁଯୋଗ ଆଜି ଆପଣଙ୍କର ସୃଷ୍ଟି ହୋଇ ପାରେ ।ପାରିବାରିକ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ ମାନେ ଆଜି କର୍ମ ଚଞ୍ଚଳ ରହିବେ ।

ବିଛା – କର୍ମ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରିବେ । ବନ୍ଧୁଙ୍କ ସାହାଯ୍ୟ ମିଳିବ । ଧର୍ମ କାର୍ଯ୍ୟରେ ମନୋନିବେଶ କରିବେ । ପ୍ରେମ ସମ୍ପର୍କ ସୁଦୃଢ ହେବ । ବ୍ୟବସାୟରେ ସାମାନ୍ୟ ଅସୁବିଧା ଦେଖା ଦେଇପାରେ ।

ଧନୁ – ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ଭଲ ରହିବ । ଦେହ ସାମାନ୍ୟ ରୋଗଗ୍ରସ୍ତ ହୋଇପାରେ । ପରିବାରରେ ପତ୍ନୀଙ୍କ ସହ କଳହ ଯୋଗ ରହିଛି । ବ୍ୟବସାୟୀ ମାନେ ଏତେ ଲାଭ ପାଇବେ ନାହିଁ । ଭ୍ରମଣ ଯୋଗୁଁ ଆଳସ୍ୟ ଯୋଗ ରହିଛି ।

ମକର – ଲାଗି ରହିଥିବା କାର୍ଯ୍ୟ ସମ୍ପୂର୍ଣ ହେବ ।ଶାରୀରିକ ଓ ମାନସିକ ଖୁସି ମିଳିବ । ନୂତନ କାର୍ଯ୍ୟ ର ଆରମ୍ଭ ମଧ୍ୟ କରିବେ ।ସ୍ବାସ୍ଥ୍ୟ ରେ କିଞ୍ଚିତ ସମସ୍ୟା ଦେଖା ଦେବ । ପତ୍ନୀ ଙ୍କ ସହ ମନ ମାଲିନ୍ୟା ହେବାର ସମ୍ଭାବନା ରହିଛି ।

କୁମ୍ଭ – କର୍ମ କ୍ଷେତ୍ର ରେ କିଛି ନୂଆ କରିବା ପାଇଁ ନିଜେ ପଦକ୍ଷେପ ନେଇ ପାରନ୍ତି । ଭ୍ରମଣ ସମୟରେ ସତର୍କତା ରକ୍ଷା କରନ୍ତୁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବ୍ୟବସାୟୀ ଙ୍କ ପାଇଁ ଦିଅନ୍ତି ଅତ୍ୟନ୍ତ ଶୁଭ ଦାୟକ ରହିଛି ।

ମୀନ – ଧନ ଉପାର୍ଜନ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଦାୟକ ରହିଛି ।କିଛି ପୂର୍ବ ସମସ୍ୟା କୁ ନେଇ ଚିନ୍ତା ଗ୍ରସ୍ଥ ହୋଇ ପାରନ୍ତି । ଖାଦ୍ୟ ରେ ନିୟନ୍ତ୍ରଣ ରଖନ୍ତୁ ।ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ପାରେ ।ଛାତ୍ର ଛାତ୍ରୀ ଙ୍କ ପାଇଁ ଦିନଟି ମଧ୍ୟମ ଫଳ ପ୍ରଦାନ କରିବା ।ପ୍ରେମ ସମ୍ପର୍କ ନିବିଡ଼ ହେବ ।

                            ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ,ଜ୍ୟୋତିଷ,ଯାଜପୁର

   Related Posts