ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଜାନୁଆରୀ ୨୯ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

29/01/2023 at 7:23 AM

ମେଷ – କିଛି ମାତ୍ରାରେ ଦୁଃଖ ଆପଣଙ୍କୁ ପହଞ୍ଚିପାରେ ।  ଦେହ ସୁସ୍ଥ ରହିବ । କାର୍ଯ୍ୟରେ ବାଧା ଉପୁଜିପାରେ। ଶୁଭ ରଙ୍ଗ ନାଲି । ଶୁଭ ସଂଖ୍ୟା ୯।

ବୃଷ – ଅଜଣା ବ୍ୟକ୍ତିଙ୍କ ଦ୍ଵାରା ପ୍ରତାରିତ ହୋଇପାରନ୍ତି । ସୁଖ ସମ୍ମାନ ପ୍ରାପ୍ତି ହେବ । ନୂତନ କାର୍ଯ୍ୟକୁ ନେଇ ଆଶାବାଦୀ ରହିବେ । ଶୁଭ ରଙ୍ଗ ସବୁଜ । ଶୁଭ ସଂଖ୍ୟା ୬।

ମିଥୁନ – ଧନ ପ୍ରାପ୍ତିର ଯୋଗ ରହିଛି । ଏହା ସହ ବ୍ୟୟ ଯୋଗ ମଧ୍ୟ ରହିଛି । ପରିବାରରେ ସୁଖ ସମ୍ମାନ ଲାଗି ରହିବ । ଶୁଭ ରଙ୍ଗ ହଳଦିଆ । ଶୁଭ ସଂଖ୍ୟା ୫।

କର୍କଟ – କାର୍ଯ୍ୟରେ ସିଦ୍ଧି ଘଟିବ । ଆକସ୍ମିକ ଧନ ପ୍ରାପ୍ତି ହୋଇପାରେ । ଶୁଭ ରଙ୍ଗ ଧଳା । ଶୁଭ ସଂଖ୍ୟା ୧ ।

ସିଂହ – ଦାନ ଧର୍ମରେ ମନୋନିବେଶ କରିବେ । କାର୍ଯ୍ୟରେ ଉତ୍ସାହ ଦେଖା ଦେବ । ହୋଇ ନ ପାରିଥିବା କାର୍ଯ୍ୟ କାଲି ସଂପୂର୍ଣ୍ଣ  ହେବ । ଶୁଭ ରଙ୍ଗ ସୁନେଲି। ଶୁଭ ସଂଖ୍ୟା ୫।।

କନ୍ୟା – ସୁଖାହାନି ହେବାର ସମ୍ଭାବନା ରହିଛି । ଦେବ ପୂଜାରେ ମନୋନିବେଶ କରିବେ । ପରିଶ୍ରମର ଫଳ ପ୍ରାପ୍ତି ହେବ । ଶୁଭ ରଙ୍ଗ ମାଟିଆ । ଶୁଭ ସଂଖ୍ୟା ୬

ତୁଳା – ଆମୋଦ ପ୍ରମୋଦରେ ଦିନଟି କଟିବ । ଦେହରେ ସାଧାରଣତଃ ପୀଡା ଅନୁଭବ ହୋଇପାରେ । କାର୍ଯ୍ୟରେ ସିଦ୍ଧି ଘଟିବ । ଶୁଭ ରଙ୍ଗ ଗୋଲାପି । ଶୁଭ ସଂଖ୍ୟା ୯।

ବିଛା – ଦୃଢ଼ ମନା ହୋଇ କାର୍ଯ୍ୟ କରିବେ । ପରାଜୟର ଭୟ ମନରେ ରହିବ । କିଛି ମାତ୍ରାରେ ଦେହ ପୀଡା ଦେଖାଦେଇପାରେ । ଶୁଭ ରଙ୍ଗ କଳା । ଶୁଭ ସଂଖ୍ୟା ୩।

ଧନୁ – ଆଳସ୍ୟର ବଶବର୍ତ୍ତୀ ହୋଇ ପାରନ୍ତି । ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଶତ୍ରୁଙ୍କ ଭୟ ରହିବ । ଶୁଭ ରଙ୍ଗ ବାଇଗଣୀ । ଶୁଭ ସଂଖ୍ୟା ୧।

ମକର – ପରିବାରରେ କଳହର ଯୋଗ ଦେଖା ଦେଇପାରେ । ଚିନ୍ତାଗ୍ରସ୍ତ ହୋଇ ରହିବେ । ନିଜ ଲୋଙ୍କଙ୍କ ଠାରୁ ପ୍ରତାରଣା ମିଳିପାରେ । ଶୁଭ ରଙ୍ଗ ଧୂସର ।ଶୁଭ ସଂଖ୍ୟା ୪।

କୁମ୍ଭ– ସମ୍ମାନିତ ହୋଇ ପାରନ୍ତି। କାର୍ଯ୍ୟରେ ସିଦ୍ଧି ଘଟିବ। ସାମାନ୍ୟ କଳହ ଯୋଗ ରହିଛି । ଶୁଭ ରଙ୍ଗ ନୀଳ। ଶୁଭ ସଂଖ୍ୟା ୩ ।।

ମୀନ – ମନରେ ଘୃଣା ଭାବ ଦେଖା ଦେଇ ପାରେ । ପରିଶ୍ରମୀ ହେବେ । ନିଜର ପ୍ରଧ୍ୟାନ୍ୟ ବୃଦ୍ଧି ପାଇବ । ଶୁଭ ରଙ୍ଗ ସବୁଜ । ଶୁଭ ସଂଖ୍ୟା ୧୦।

ସିଦ୍ଧାର୍ଥ ଶେଖର ନାୟକ, ଜ୍ୟୋତିଷ, ଯାଜପୁର

   Related Posts