ଅକ୍ଟୋବର ୧୮ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 18, 2022 IST

ମେଷ – କର୍ମକ୍ଷେତ୍ରରେ ସାହାର୍ଯ୍ୟ ଓ ସହ-ଯୋଗ ପାଇ କାମକୁତ୍ୱରାନ୍ୱିତ କରିବେ। କର୍ମକ୍ଷେତ୍ରର ସମସ୍ୟା ସମାଧାନ ହେବା ସାଙ୍ଗକୁଟେନସନ୍‍ କମିଯିବ। ଆଜି ସତକାର୍ଯ୍ୟରେ ବ୍ୟୟ ସାଙ୍ଗକୁ ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବେ।

ଶୁଭ ରଙ୍ଗ ମେରୁନ୍‍, ଶୁଭ ଅଙ୍କ ୯।

ଚାଷୀ- କୀଟ ନାଶକର ସଠିକ୍‍ ସମୟରେ ବ୍ୟବହାର କରନ୍ତୁ।

ରୋଗୀ- ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ।

ଛାତ୍ରଛାତ୍ରୀ- ପାଠପଢ଼ା ପ୍ରତି ସଜାଗ ରହିବେ।

କର୍ମଜୀବି- ସମ୍ମାନିତ ହେବେ।

ବ୍ୟବସାୟୀ- ଅର୍ଥ ହାନୀ ହେବ।

ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ।

ବୃଷ – ଅବହେଳା କାରଣରୁ ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମଦେଖା ଦେଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକସୃଷ୍ଟି ହୋଇପାରେ। ଭୁଲ୍‍ ବୁଝାମଣା କାରଣରୁ ଦାମ୍ପତ୍ୟଜୀବନରେ ଝଡ ସୃଷ୍ଟି ହୋଇପାରେ। ନିଜର ସ୍ୱାର୍ଥ ସାଧନ ପରିପ୍ରେକ୍ଷୀରେ ଅନ୍ୟମାନଙ୍କ ସହ ମିତ୍ରତା କରିବା ସକାଶେ ମନ ବଳାଇବେ।

ଶୁଭ ରଙ୍ଗ ଧଳା,  ଶୁଭ ଅଙ୍କ ୬।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ।

କର୍ମଜୀବି- ପ୍ରମୋସନ୍‍ ମିଳିବ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ।

ମିଥୁନ – ବ୍ୟବସାୟ କ୍ଷେତ୍ରରେ ଉପକୃତ ହେବେ। ଜନକଲ୍ୟାଣ ଦିଗରେଅଗ୍ରଣୀ ଭୂମିକା ଗ୍ରହଣ କରି ସାମାଜିକ ସ୍ତରରେ ପ୍ରଶଂସିତହେବେ। ପରୋକ୍ଷ ଶତ୍ରୁତା କାରଣରୁ ସମସ୍ୟା ଆସିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ବନ୍ଧୁଙ୍କ ବଦାନ୍ୟତା, ସାମାଜିକ ସମ୍ମାନ,ଆର୍ଥିକ ଉନ୍ନତି ଓ ଆଧ୍ୟାତ୍ମିକ ବାତାବରଣରେ ମନ ପ୍ରଫୁଲ୍ଲ ରହିବ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ସୁଦ୍ଧା ପରିଚାଳନା କରିବେ

ଶୁଭ ରଙ୍ଗ ଗ୍ରୀନ୍‍, ଶୁଭ ଅଙ୍କ ୧

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ଅର୍ଥ ହାନୀ ହେବ।

ଗୃହିଣୀ- ସୁଖଭାରା ଦିନଟି।

କର୍କଟ- ଆଜିର ବ୍ୟୟବହୁଳ ଜୀବନଯାତ୍ରା ହେତୁ ମାନସିକ ସ୍ଥିତି ଭଲ ରହି ନ ପାରେ। ଦୁର ସମ୍ପର୍କୀୟ ବନ୍ଧୁ ଆଜି ଆସିପାରନ୍ତି। ବନ୍ଧୁଙ୍କ ସହ ଆପଣଙ୍କ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିବେ। ସମସ୍ୟା ସମାଧାନଜନିତ କାର୍ଯ୍ୟରେ ଅଗ୍ରଗତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ।

ଶୁଭ ରଙ୍ଗ କଫି, ଶୁଭ ଅଙ୍କ ୮

ଗୃହିଣୀ- ସୌଭାଗ୍ୟ ପ୍ରାପ୍ତ ହେବ।

ବ୍ୟବସାୟୀ- ନୂଆ ଡିଲ୍‍ ମିଳିବ।

କର୍ମଜୀବି- ଉନ୍ନତିର ମାର୍ଗ ମିଳିବ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି।

ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ।

ଚାଷୀ- ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ।

ସିଂହ – ବନ୍ଧୁଙ୍କ ଠାରୁ ସାହାର୍ଯ୍ୟର ପ୍ରତିଶ୍ରୁତି ପାଇ ଟେନ୍‍ସନ ଦୂରହେବ। କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତହୋଇପାରନ୍ତି। କର୍ମକ୍ଷେତ୍ରରେ ପ୍ରତ୍ୟେକ କାମ ସମସ୍ୟା ବହୁଳ ହେଉଥିବା କାରଣରୁ ମନରେ ସରସତା ରହିବ ନାହିଁ।

ଶୁଭ ରଙ୍ଗ ନୀଳ, ଶୁଭ ଅଙ୍କ ୩

ଚାଷୀ- କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ରୋଗୀ- ଡାକ୍ତରଙ୍କ ପରାମର୍ଶରେ ହିଁ ମେଡିସିନ୍‍ ଖାଆନ୍ତୁ।

ଛାତ୍ରଛାତ୍ରୀ- ସାଠରେ ମନ ଦେବେ।

କର୍ମଜୀବି- ପ୍ରଶଂସିତ ହେବେ।

ବ୍ୟବସାୟୀ- ଅର୍ଥ ହାନୀ ହେବ।

ଗୃହିଣୀ- ସୁଖୀ ହେବେ।

କନ୍ୟା – ସାଧାରଣ କଥାକୁ କେନ୍ଦ୍ର କରି ବାଦବିବାଦ ହେତୁପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ଆଲୋଚନା କ୍ଷେତ୍ରରେ ଛୋଟ ଛୋଟ କଥାରେ ଚିହ୍ନା ପଡ଼ିଲେ ଅପଦସ୍ଥ ହେବେ। ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାରର ସମସ୍ୟାକୁ ସାମ୍‍ନା କରି ମାନସିକ ଦୁର୍ବଳତା ଦେଖା ଦେଇପାରେ।

ଶୁଭ ରଙ୍ଗ କଳା, ଶୁଭ ଅଙ୍କ ୪

ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‍, ପଳେଇ ଯାଇପାରେ।

କର୍ମଜୀବି- କରତ୍‍କର୍ମା ହେବେ।

ଛାତ୍ରଛାତ୍ରୀ- ପାଠପଢ଼ାରେ ମନ ଦେବେ।

ରୋଗୀ- ଅସୁସ୍ଥ ଅନୁଭବ କରିବେ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ।

ତୁଳା – ଭୁଲ୍‍ ବୁଝାମଣା କାରଣରୁ ପରିବାରରେ ବିବାଦୀୟପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି। କର୍ମାଧିପଙ୍କଦୃଷ୍ଟିରେ ଥିବାରୁ ଆଜି ଫାଇଲ୍‍ କାମ ବୃଦ୍ଧି କାରଣରୁ ଅବସରପାଇବେ ନାହିଁ। ସମସ୍ୟାର ସରଳ ସମାଧାନ କରି ଶାନ୍ତ ଲଭିବେ।

ଶୁଭ ରଙ୍ଗ କଫି,ଶୁଭ ଅଙ୍କ ୬

ଚାଷୀ- କୀଟ ନାଶକର ସଠିକ୍‍ ସମୟରେ ବ୍ୟବହାର କରନ୍ତୁ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା

କରିପାରନ୍ତି।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ।

ଗୃହିଣୀ- ସଦିଚ୍ଛା ଭାବ ରହିବ।

ବିଛା – ଶିକ୍ଷା, ପରୀକ୍ଷା, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେଆଶା ଅନୁଯାୟୀ ଫଳ ପାଇବେ। ପାରିବାରିକ ସମସ୍ୟା ବୃଦ୍ଧିପାଇବା କାରଣରୁ କୌଣସି କାମ ଶୃଙ୍ଖଳିତ ରହିବ ନାହିଁ।ଆଜି ଆପଣଙ୍କ ସ୍ୱସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। କର୍ମକ୍ଷେତ୍ରରେ ଜଣେ ବନ୍ଧ ପ୍ରଗାଢ ଅନୁରକ୍ତି ପ୍ରକାଶ କରିପାରନ୍ତି।

ଶୁଭ ରଙ୍ଗ କ୍ରୀମ୍‍, ଶୁଭ ଅଙ୍କ ୯।

ଗୃହିଣୀ- ମିତ୍ର ସୁଖ ପାଇବେ।

ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ।

ରୋଗୀ- ବ୍ୟାୟାମ୍‍ କରିବା ଉଚିତ୍‍।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ।

ଧନୁ – କର୍ମକ୍ଷେତ୍ରରେ ଉପର ଅଧିକାରୀମାନେ ଆପଣଙ୍କୁ ପ୍ରଶଂସାକରିପାରନ୍ତି। କୌଣସି ଆନୁଷ୍ଠାନିକ କ୍ଷେତ୍ରରୁ ଅର୍ଥ ଓ ସମ୍ମାନପାଇବେ। ଆଜିର କର୍ମକ୍ଷେତ୍ରରେ ସାଧାରଣ ଟିକିଏ କଥାରେବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ଆନୁଷ୍ଠାନିକ କାର୍ଯୟରେ ଉଚ୍ଚ ପ୍ରଶଂସା ପାଇବେ।

ଶୁଭ ରଙ୍ଗ ଗ୍ରୀନ୍‍, ଶୁଭ ଅଙ୍କ ୨

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ।

ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ।

ଛାତ୍ରଛାତ୍ରୀ- ପାଠପଢ଼ାରେ ମନ ଦେବେ।

କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ।

ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ।

ମକର – ସାଙ୍ଗଠନିକ କ୍ଷେତ୍ର ରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁପଡ଼ିପାରେ। ନିଜସ୍ୱ ପରିବେଶରେ ବନ୍ଧୁବର୍ଗଙ୍କ ସହାନୁଭୂତିଯୋଗୁ କର୍ମମୁଖର ହେବେ। ଆଜି ଯେଉଁ କାମରେ ହାତ ଦିଅନ୍ତୁ ନା କାହିଁକି, ସହ-ଯୋଗର ଅଭାବ ରହିବ ନାହିଁ।

ଶୁଭ ରଙ୍ଗ ମେରୁନ୍‍, ଶୁଭ ଅଙ୍କ ୫।

ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ।

ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ।

କର୍ମଜୀବି- ସୁରୁଖୁରୁରେ କାର୍ଯ୍ୟ କରିବେ।

ଛାତ୍ରଛାତ୍ରୀ- ପାଠପଢ଼ାରେ ମନ ଦେବେ।

ରୋଗୀ- ଅସାଧ୍ୟ ରୋଗ ରୁ ମୁକ୍ତ ହେବେ।

ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍‍।

କୁମ୍ଭ – ଆପଣ ଯେତେ ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କମନୋଭାବକୁ ସହଜରେ ବୁଝିପାରିବେ ନାହିଁ। ମତପାର୍ଥକ୍ୟକାରଣରୁ ସହକର୍ମୀଙ୍କ ସହ ସାମାନ୍ୟ ତୁକ୍ତତା ସୃଷ୍ଟି ହୋଇପାରେ।ଦୀର୍ଘ ଦିନର ଅପୁରଣୀୟ ଆଶା ମନରେ ଭାବାନ୍ତର ସୃଷ୍ଟି କରିବ।

ଶୁଭ ରଙ୍ଗ ୟେଲୋ, ଶୁଭ ଅଙ୍କ ୧

ଚାଷୀ- ଜଳବାୟୁ ପ୍ରତି ସତର୍କ ରୁହନ୍ତୁ।

ରୋଗୀ- ରୋଗରୁ ମୁକ୍ତ ହୋଇପାରନ୍ତି।

ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ।

କର୍ମଜୀବି- ଜଳଯାତ୍ରା ମନା।

ବ୍ୟବସାୟୀ- ସଦ୍‍ବ୍ୟବହାର କରନ୍ତୁ।

ଗୃହିଣୀ- ପରକୁ ଆପଣାର କରିବେ।

ମୀନ – ଅଟକି ରହିଥିବା କାମଗୁଡିକ ସୁରୁଖୁରୁ ରେ ସମ୍ପନ୍ନହେବାରେ ସହକର୍ମୀ ସାହାର୍ଯ୍ୟ କରିବେ। କର୍ମକ୍ଷେତ୍ରରେ ଦୃଢମନୋବଳ ଯୋଗୁ ବହୁ ବିପଦୁ ରକ୍ଷା ପାଇବେ। କୌଣସି କାମ ଅଟକିବ ନାହିଁ। ଯାହା ଆଶା କରୁଛନ୍ତି ଅବଶ୍ୟ ପାଇବେ।

ଶୁଭ ରଙ୍ଗ ନୀଳ,  ଶୁଭ ଅଙ୍କ ୪

ଗୃହିଣୀ- ସୁଖୀ ହେବେ।

ବ୍ୟବସାୟୀ- ସ୍ୱାଭିମାନୀ ହେବେ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ।

ଛାତ୍ରଛାତ୍ରୀ- ବହୁ ପରିଶ୍ରମ କରିବାକୁ ପଡ଼ିବ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ।

ଚାଷୀ- ଜଳବାୟୁ ବିଭାଗ ସହ ଯୋଗା ଯୋଗ ରଖନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.