୨୮ ଜାନୁଆରୀ ୧୯, ସୋମବାର

Published By : Prameya-News7 Bureau | January 28, 2019 IST

ମେଷ – କାର୍ଯ୍ୟରେ ସଫଳତା ମିଳିବା ପ୍ରାୟ ନିଶ୍ଚିତ । ସମଭାବାପନ୍ନ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାଧାନୟ ବିସ୍ତାର କରିପାରନ୍ତି । ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ ।


ବୃଷ – କାର୍ଯ୍ୟ ପ୍ରାପ୍ତି ପାଇଁ ମନରେ ହତାଶାଭାବ ଜାତ ହୋଇପାରେ । ଆଶାବାଦୀ ହୋଇପାରନ୍ତି । ପରୋପକାରି ହେବେ । ଭାଗ୍ୟର ପରିବର୍ତ୍ତନ ଘଟିବ ।


ମିଥୁନ - କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଆୟ ଅଧିକ ହୋଇପାରେ । ସରକାର ଅବା ବନ୍ଧୁ ସହାୟତାରୁ ଲାଭବାନ ହେବେ । ସୁସ୍ଥ ଓ ନିରାମୟ ରହିବେ ।


କର୍କଟ- ଶତ୍ରୁମାନଙ୍କ କାର୍ଯ୍ୟକାଳ ଆପଣଙ୍କ ପାଇଁ ଲାଭଦାୟକ ହେବ । କାର୍ଯ୍ୟ ହାସଲ ପାଇଁ ଆପେକ୍ଷା କରିବାକୁ ପଡିବ । ଖର୍ଚ୍ଚାନ୍ତ ହୋଇପାରନ୍ତି ।


ସିଂହ – ମନୋବଳ ଦୃଢ ରହିବ । ଆୟ ବୃଦ୍ଧିର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ମିଳିବ । ଉପୁଜି ଥିବା ସମସ୍ୟାର ସମାଧାନ ହେବ । ମନରେ ପ୍ରଫୁଲ୍ଲତା ଆସିବ ।


କନ୍ୟା – ବନ୍ଧୁ ଦର୍ଶନ ମିଳିବ । ପରିଶ୍ରମର ମୂଲ୍ୟ ମିଳିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ବିଭାଗୀୟ ଅର୍ଥ ପ୍ରାପ୍ତ ହୋଇପାରନ୍ତି ।


ତୁଳା – ମାନସିକ ଅଶାନ୍ତିର ଉପଶମ ହେବ । କର୍ମକ୍ଷେତ୍ରରେ ଉସରାଜ ବୃଦ୍ଧି ପାଇବ । ସାହାର୍ଯ୍ୟ ସହ ଯୋଗ ମିଳିବ । ଚିନ୍ତା ହ୍ରାସ ହୋଇପାରେ ।


ବିଛା - ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ସବୁ ବାଧା ବିଘ୍ନକୁ ଏଡାଇ ଶ୍ରେଷ୍ଠ ପଦପଦବୀରେ ଆସନ ହୋଇପାରନ୍ତି ।


ଧନୁ – କର୍ମକ୍ଷେତ୍ର ଶୃଙ୍ଖଳିତ ହେବ । କାର୍ଯ୍ୟ ହାସଲ କରିବାରେ ସୋଦ୍ଧହସ୍ତ ହେବେ । ଅସୁସ୍ଥତରୁ ଆରୋଗ୍ୟ ହେବେ । ଧର୍ମକାର୍ଯ୍ୟ ସମ୍ପାଦନ କରିପାରନ୍ତି ।


ମକର – ବନ୍ଧୁ ସହ ଯୋଗ ମିଲିବ । କଷ୍ଟସାଧ୍ୟ ହେବ । ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


କୁମ୍ଭ - ପୈତୃକ ସମ୍ପତ୍ତି ପାଇଁ ବ୍ୟସ୍ତ ହୋଇପାରନ୍ତି । ବିବାଦର ସମାଧାନ ପାଇଁ ସୁପରାମର୍ଶ ନେବାକୁ ପଡିବ । ସଫଳତା ମିଳିବା ଆଶା କରାଯାଏ । ମାନସିକ ଶାନ୍ତି ମିଳିବ ।


ମୀନ - ପରିବେଶ ସୁଖ ବୋଧ ହେବ । ଦ୍ରବ୍ୟ ନଷ୍ଟ ହୋଇପାରେ । କଟୁବାକ୍ୟ ପ୍ରୟୋଗ ଦ୍ୱାରା ସମୟ ଉପୁଜି ପାରେ । ସଙ୍ଗିତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.