oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

୨୮ ଜାନୁଆରୀ ୧୯, ସୋମବାର

28/01/2019 at 10:46 AM

ମେଷ – କାର୍ଯ୍ୟରେ ସଫଳତା ମିଳିବା ପ୍ରାୟ ନିଶ୍ଚିତ । ସମଭାବାପନ୍ନ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାଧାନୟ ବିସ୍ତାର କରିପାରନ୍ତି । ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ ।


ବୃଷ – କାର୍ଯ୍ୟ ପ୍ରାପ୍ତି ପାଇଁ ମନରେ ହତାଶାଭାବ ଜାତ ହୋଇପାରେ । ଆଶାବାଦୀ ହୋଇପାରନ୍ତି । ପରୋପକାରି ହେବେ । ଭାଗ୍ୟର ପରିବର୍ତ୍ତନ ଘଟିବ ।


ମିଥୁନ – କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ଆୟ ଅଧିକ ହୋଇପାରେ । ସରକାର ଅବା ବନ୍ଧୁ ସହାୟତାରୁ ଲାଭବାନ ହେବେ । ସୁସ୍ଥ ଓ ନିରାମୟ ରହିବେ ।


କର୍କଟ- ଶତ୍ରୁମାନଙ୍କ କାର୍ଯ୍ୟକାଳ ଆପଣଙ୍କ ପାଇଁ ଲାଭଦାୟକ ହେବ । କାର୍ଯ୍ୟ ହାସଲ ପାଇଁ ଆପେକ୍ଷା କରିବାକୁ ପଡିବ । ଖର୍ଚ୍ଚାନ୍ତ ହୋଇପାରନ୍ତି ।


ସିଂହ – ମନୋବଳ ଦୃଢ ରହିବ । ଆୟ ବୃଦ୍ଧିର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ମିଳିବ । ଉପୁଜି ଥିବା ସମସ୍ୟାର ସମାଧାନ ହେବ । ମନରେ ପ୍ରଫୁଲ୍ଲତା ଆସିବ ।


କନ୍ୟା – ବନ୍ଧୁ ଦର୍ଶନ ମିଳିବ । ପରିଶ୍ରମର ମୂଲ୍ୟ ମିଳିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ବିଭାଗୀୟ ଅର୍ଥ ପ୍ରାପ୍ତ ହୋଇପାରନ୍ତି ।


ତୁଳା – ମାନସିକ ଅଶାନ୍ତିର ଉପଶମ ହେବ । କର୍ମକ୍ଷେତ୍ରରେ ଉସରାଜ ବୃଦ୍ଧି ପାଇବ । ସାହାର୍ଯ୍ୟ ସହ ଯୋଗ ମିଳିବ । ଚିନ୍ତା ହ୍ରାସ ହୋଇପାରେ ।


ବିଛା – ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ସବୁ ବାଧା ବିଘ୍ନକୁ ଏଡାଇ ଶ୍ରେଷ୍ଠ ପଦପଦବୀରେ ଆସନ ହୋଇପାରନ୍ତି ।


ଧନୁ – କର୍ମକ୍ଷେତ୍ର ଶୃଙ୍ଖଳିତ ହେବ । କାର୍ଯ୍ୟ ହାସଲ କରିବାରେ ସୋଦ୍ଧହସ୍ତ ହେବେ । ଅସୁସ୍ଥତରୁ ଆରୋଗ୍ୟ ହେବେ । ଧର୍ମକାର୍ଯ୍ୟ ସମ୍ପାଦନ କରିପାରନ୍ତି ।


ମକର – ବନ୍ଧୁ ସହ ଯୋଗ ମିଲିବ । କଷ୍ଟସାଧ୍ୟ ହେବ । ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ । ଉତ୍ତମ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।


କୁମ୍ଭ – ପୈତୃକ ସମ୍ପତ୍ତି ପାଇଁ ବ୍ୟସ୍ତ ହୋଇପାରନ୍ତି । ବିବାଦର ସମାଧାନ ପାଇଁ ସୁପରାମର୍ଶ ନେବାକୁ ପଡିବ । ସଫଳତା ମିଳିବା ଆଶା କରାଯାଏ । ମାନସିକ ଶାନ୍ତି ମିଳିବ ।


ମୀନ – ପରିବେଶ ସୁଖ ବୋଧ ହେବ । ଦ୍ରବ୍ୟ ନଷ୍ଟ ହୋଇପାରେ । କଟୁବାକ୍ୟ ପ୍ରୟୋଗ ଦ୍ୱାରା ସମୟ ଉପୁଜି ପାରେ । ସଙ୍ଗିତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି ।

   Related Posts