ମେ’ ୨୫ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | May 25, 2022 IST

ମେଷ–କର୍ମକ୍ଷେତ୍ରରେ ଅଟକି ରହିଥିବା କାମ ସକାଶେ ଅନୁତାପ କରିବେ ।ଭ୍ରମଣ, ରାଜନୀତି, ପ୍ରଶାସନ ଓ ସଭା ସମିତି କ୍ଷେତ୍ରରୁ ସଫଳତା ପାଇବେ ।ବନ୍ଧୁମାନଙ୍କ ନିକଟରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇପାରିବ ।ଶୁଭରଙ୍ଗ ଆକାଶୀ ।ଶୁଭ ଅଙ୍କ ୭ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହା ତିକରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
କର୍ମଜୀବି-ପ୍ରଶଂସିତ ହେବେ ।
ବ୍ୟବସାୟୀ- ଅର୍ଥ ହାନୀ ହେବ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ବୃଷ– ଆଜି କର୍ମକ୍ଷେତ୍ରରେ ସାଧାରଣ କଥା କୁକଳହର ସମ୍ମୁଖୀନ ହେବାକୁ ପଡିବ । ପରିବାରରେ ଟିକିଏ ଟିକିଏ କଥାରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବ ।କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି ।ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୬ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।
କର୍ମଜୀବି-ସହଯୋଗ ମିଳିବ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗରଖନ୍ତୁ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ମିଥୁନ – ପାରିବାରିକ ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡିପାରେ । ନିଜ ଲୋକମାନେ ବିଶ୍ୱାସ ଘାତକତା କରିପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ଈର୍ଷା ପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହେବେ ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୫ ।
ଚାଷୀ-ଆଧୁନିକ ପଦ୍ଧତିରେ ଚାଷକାର୍ଯ୍ୟ କରିବେ ।
ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।
କର୍ମଜୀବି-ସହଯୋଗ ମିଳିବ ।
ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତିହେବ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

କର୍କଟ–ରାଜନୀତିରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ ।ଉଦ୍ଦେଶ୍ୟମୂଳକ ଭାବରେ କରା ଯାଇଥିବା ସ୍ଥାନାନ୍ତରର ସୂଚନା ପାଇ ହଡବଡେଇ ଯାଇପାରନ୍ତି । ପ୍ରତିବେଶୀଙ୍‌କ ସହ ସମ୍ପର୍କ ମଧୁର ରହିବା ଏକପ୍ରକାର ହିତକର ହେବ ।ଶୁଭରଙ୍ଗ ଧଳା ।ଶୁଭଅଙ୍କ ୭ ।
ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ପାଇଁବିଦେଶ ଯାତ୍ରା କରିପାରନ୍ତି ।
କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତିହେବ ।
ଗୃହିଣୀ-ସୁଖଭାରା ଦିନଟି ।

ସିଂହ –ବନ୍ଧୁଙ୍କ ସ୍ୱାସ୍ଥ୍ୟହାନି କାରଣରୁ ନିଜକୁ କେତେକ କଥା ସମ୍ଭାଳିବାକୁ ପଡିପାରେ ।ଆଜି ଯେଉଁକାମ ଆରମ୍ଭ କରିବାକୁ ଯାଉଛନ୍ତିତାହା ନିର୍ବିଘ୍ନରେ ସମାପନ ହେବ । ତଥାପିସାମୟିକଭାବରେଶାରୀରିକ ଅସୁସ୍ଥି ଅନୁଭବକରିପାରନ୍ତି ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୨ ।
ଚାଷୀ-ଜଳବାୟୁବିଷୟରେସଠିକ୍‌ବିବରଣୀ ନିଅନ୍ତୁ ।
ରୋଗୀ- ଆର‌୍ୟୁରବେଦୀ ଚିକିତ୍ସାଲାଭ ଦେବ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ସୁଯୋଗକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ।

କନ୍ୟା–କୌଣସିକ୍ଷେତ୍ରରେ ପ୍ରତିକ୍ରିୟାଶୀଳହୁଅନ୍ତୁ ନାହିଁ, ଯାହାକି ପରୋକ୍ଷଶତ୍ରୁତାରକାରଣହୋଇପାରେ ।କୌଣସିକାମହାସଲ ପାଇଁଗୁଡିଏଟଙ୍କାଖର୍ଚ୍ଚକରି ଦୁଃଖିତହେବାକୁ ପଡିବ ।ଭାବ ପ୍ରବଣତାରଭାସିଯାଇଏଣୁତେଣୁଗପିବାସମସ୍ୟାରକାରଣହୋଇପାରେ । ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୩ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗରୁମୁକ୍ତହେବେ ।
ଛାତ୍ରଛାତ୍ରୀ- ପାଠପଢା ପ୍ରତିସଜାଗରହିବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ସଫଳତାମିଳିବ ।
ଗୃହିଣୀ-ଘର କାମରେବ୍ୟସ୍ତରହିବେ ।

ତୁଳା–ଈର୍ଷାପରାୟଣବ୍ୟକ୍ତିଙ୍କ ପ୍ରତିରୋଧ କାମକୁବିଶୃଙ୍ଖଳିତକରିବାର ଆଶଙ୍କାରହିଛି । ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁସୁଫଳ ପାଇବେ ।ସହକର୍ମୀଙ୍କ ଆଭ୍ୟନ୍ତରୀଣବ୍ୟାପାରରେହସ୍ତକ୍ଷେପ କରିବାଠିକ୍‌ହେବ ନାହିଁ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୪ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ-ସତର୍କତାର ଦିନ ।
ଛାତ୍ରଛାତ୍ରୀ- ବହୁ ପରିଶ୍ରମକରିବାକୁ ପଡିବ ।
କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତହେବେ ।
ବ୍ୟବସାୟୀ- ସହ-ଯୋଗୀବ୍ୟବସାୟଲାଭଜନକ ।
ଗୃହିଣୀ- ମିତ୍ରସୁଖ ପାଇବେ ।

ବିଛା– ଆଜିରଫେରନ୍ତାରାସ୍ତାରେମିତ୍ରତା ବନ୍ଧନରେ ଆବଦ୍ଧ ହେବେ ।କର୍ମକ୍ଷେତ୍ରରେ ଅପ୍ରିୟସତ୍ୟଭାଷଣରୁସମାଲୋଚନାର ପାତ୍ରହେବାକୁ ପଡିପାରେ ।ସଂଗଠନ ଓ ରାଜନୀତିରେନେତୃତ୍ୱନେଇ ପ୍ରଶଂସିତହେବେ । ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗକରିବାକୁ ପଡିପାରେ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୬ ।
ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତିବିଷୟରେଜ୍ଞାନ ନିଅନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷା ନିହାତିକରନ୍ତୁ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-ଉନ୍ନତିରମାର୍ଗମିଳିବ ।
ବ୍ୟବସାୟୀ-ହାତକୁ ଆସୁଥିବାଡିଲ୍‌କୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-ପିଲାମାନଙ୍କ ପ୍ରତିଚିନ୍ତାରେରହିବେ ।

ଧନୁ –ସବୁସମୟରେ ନିଜ ପାଖରେରହୁଥିବାକୌଣସିବ୍ୟକ୍ତି ଦ୍ୱାରାକାମହାସଲକରିବେ ।କଳା, ସାହିତ୍ୟ, କ୍ରୀଡା ଓ ଚଳଚ୍ଚିତ୍ରରେରହିଥିବାସମସ୍ୟାବନ୍ଧୁଙ୍କଜରିଆରେସମାଧାନ ହୋଇଯିବ । ନିର୍ମାଣକାର୍ଯ୍ୟରେକେତେକ ପ୍ରତିବନ୍ଧକ ଦେଖା ଦେଇପାରେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୨ ।
ଚାଷୀ-ଜୈବିକସାରମାଟିରେବ୍ୟବହାରଉଚିତ୍ ।
ରୋଗୀ- ବ୍ୟାୟାମ୍‌କରିବାଉଚିତ୍ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି-କାର୍ଯ୍ୟତତ୍ପରରହିବେ ।
ବ୍ୟବସାୟୀ-ନୂଆବ୍ୟବସାୟକ୍ଷତିହେବ ।
ଗୃହିଣୀ- ଧାର୍ମିକହେବେ ।

ମକର–ସ୍ୱାସ୍ଥ୍ୟସମସ୍ୟା ଅବଶ୍ୟସମାଧାନ ହୋଇଯିବ ।ବିଭିନ୍ନ ପ୍ରକାରସମସ୍ୟାମୂଳକକାମରେ ପ୍ରବେଶକରିବ୍ୟସ୍ତତା ଅନୁଭବକରିପାରନ୍ତି । ପାରିବାରିକସୁଖସ୍ୱାଚ୍ଛନ୍ଦ୍ୟକାରଣରୁକିମ୍ବାହସଖୁସିରବାତାବରଣରୁ ମନ ପ୍ରଫୁଲ୍ଲରହିବ ।ସହକର୍ମୀଙ୍କମଧ୍ୟରେ ପ୍ରତିଯୋଗିତାମନୋଭାବଉପୁଜିପାରେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୮ ।
ଚାଷୀ-କୀଟ ନାଶକରସଠିକ୍‌ସମୟରେବ୍ୟବହାରକରନ୍ତୁ ।
ରୋଗୀ- ରୋଗରୁମୁକ୍ତହୋଇପାରନ୍ତି ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟରେ ଅବହେଳାକରିବେ ନାହିଁ ।
ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି ।
ଗୃହିଣୀ- ସଦିଚ୍ଛାଭାବରହିବ ।

କୁମ୍ଭ -ଧାରକରଜକରି ଆକସ୍ମିକଭାବେବସ୍ତ୍ରଭୂଷଣଲାଭକରିପାରନ୍ତି । ନୂତନ ବନ୍ଧୁସମ୍ପର୍କସ୍ଥାପନ କରିବାକ୍ଷେତ୍ରରେବନ୍ଧୁଙ୍କସାହାର୍ଯ୍ୟକାମକୁ ଆସିବ ।ଭାବପ୍ରବଣବଶତଃବନ୍ଧୁଙ୍କ ସମ୍ମୁଖରେ କୌଣସି ଅପ୍ରକାଶ୍ୟ କଥା ପ୍ରକାଶକରି ଅପଦସ୍ଥହୋଇପାରନ୍ତି ।ଶୁଭରଙ୍ଗଧୂସର ।ଶୁଭ ଅଙ୍କ ୯ ।
ଚାଷୀ- ଅଧିକା ପାଣିରୁ , ହିନସ୍ତାହୋଇପାରନ୍ତି ।
ରୋଗୀ- ଚିକିତ୍ସା ପାଇଁବିଦେଶ ଯାଇପାରନ୍ତି ।
ଛାତ୍ରଛାତ୍ରୀ- ଅନ୍‌ଲାଇନ୍‌ବିଦ୍ୟା ଆରୋହଣକରିବେ ।
କର୍ମଜୀବି- ସମ୍ମାନ ପାଇବେ ।
ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି ।
ଗୃହିଣୀ- ସ୍ୱାଭିମାନୀହେବେ ।

ମୀନ – ବଡଭାଇଙ୍କସ୍ୱାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତଚିନ୍ତାଧାରାମନକୁବ୍ୟଥିତକରିପାରେ ।କର୍ମକ୍ଷେତ୍ରରେଉନ୍ନତି ପରିଲକ୍ଷିତହେବାର ଆଶାରହିଛି ।ଜାଣତରେକ୍ଷତିସହି ପାରନ୍ତି । ପରାମର୍ଶନେଇକାର୍ଯ୍ୟକଲେସଫଳତାମିଳିବ ।କାର୍ଯ୍ୟହାସଲକରିବେ, ମାତ୍ରବିଳମ୍ବରେ ।ଶତ୍ରୁଭାବବୃଦ୍ଧ ିହେଲେବିକିଛି ଅନିଷ୍ଠହେବ ନାହିଁ । । ଶୁଭରଙ୍ଗନାରଙ୍ଗୀ ।ଶୁଭ ଅଙ୍କ ୯ ।
ଚାଷୀ-ଜଳସଞ୍ଚୟକରନ୍ତୁ ।
ରୋଗୀ- ଡାକ୍ତରୀ ପରୀକ୍ଷାକରାଇ ନିଅନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣକରିବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ-ସୁଯୋଗକୁହାତଛଡାକରନ୍ତୁ ନାହିଁ ।
ଗୃହିଣୀ-ଧାର୍ମିକହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.