suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

୧୮ ଜାନୁଆରୀ ୧୯, ଶୁକ୍ରବାର

18/01/2019 at 11:42 AM

ମେଷ – ଦିନଟି ଶୁଭ ଅଟେ । ଆୟ ଉତ୍ତମ ଅଟେ । ପାରିବାରିକ ଜୀବନ ଶାନ୍ତିରେ କଟେଇବେ । ଚାକିରୀରେ ସମ୍ମାନ ପ୍ରାପ୍ତି ହେବ । ପଡୋଶୀମାନଙ୍କ ସହ ଯୋଗ ପ୍ରାପ୍ତ କରିବେ ।


ବୃଷ – ଆଜି ଆପଣଙ୍କ ଦିନଟି ଶୁଭ ଅଟେ । ଆର୍ଥିକ ସ୍ଥିତି ଭଲ ରହିବ । ଋଣ ଗ୍ରସ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ବିଳମ୍ବ ଯୋଗ । ବ୍ୟବସାୟରେ ମଧ୍ୟମ ଫଳ ପାଇବେ ।


ମିଥୁନ – ଆଜି ଦିନଟି ଶୁଭ ଫଳ ପାଇବେ । ଦେହ ଭଲ ରହିବ । ବନ୍ଧୁ ସହ ଯୋଗ ପ୍ରାପ୍ତ କରିବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟରେ ଶୁଭ ଫଳ ପାଇବେ ।


କର୍କଟ- ଆପଣଙ୍କ ଦିନଟି ଖୁବ୍ ଶୁଭ ରହିବ । ବିଭିନ୍ନ ଦିଗରୁ ଅର୍ଥଲାଭ ଘଟିବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଲଗାଇବେ । ବ୍ୟବସାୟରେ ଆୟ ଉତ୍ତମ ରହିବ ।


ସିଂହ – ଆଜି ଦିନଟି ଶୁଭ ଅଟେ । ଉଚ୍ଚ ଆଶା ବିଫଳ ହେବ । ଚାକିରୀରେ ଅସନ୍ତୁଷ୍ଟ ହେବେ । ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ ।


କନ୍ୟା – ଆଜି ଦିନଟି ଆପଣଙ୍କ ଭଲ ଯିବ ନାହିଁ । କର୍ମକ୍ଷେତ୍ରରେ ନାନା ବାଧା ମିଳିବ । ପାରିବାରିକ ଜୀବନ ସୁଖ ମୟ କଟିବ । ଆୟ ଉତ୍ତମ ରହିବ ।


ତୁଳା – ଆଜି ଦିନଟି ଅଶାନ୍ତିରେ କଟିବ । ଦେହ ଓ ମନ ଭଲ ରହିବ ନାହିଁ । ପାରିବାରର ସହ ଯୋଗ ପ୍ରାପ୍ତ କରିବେ । ଚାକିରୀ ଓ ବ୍ୟବସାୟରେ ସମସ୍ୟା ଦେଖା ଦେବ ।


ବିଛା – ଦିନଟି ଶୁଭ ଅଟେ । ଚାକିରୀରେ ଉଚ୍ଚ ସମ୍ମାନ ମିଳିବ । ଆୟ ମଧ୍ୟମ ଅଟେ । ପାରିବାରିକ ଜୀବନ ସୁଖମୟ ରହିବ । ଛାତ୍ରଛାତ୍ରୀମାନେ ପାଠପଡାରେ ମନ ଦେବେ ।


ଧନୁ – ଆଜି ସାମାନ୍ୟ ଶୁଭ ଅଟେ । ନିଜର ଲୋକ ପ୍ରତାରଣା କରିବେ । ପାରିବାରିକ ଜୀବନରେ ରୋଗ ପୀଡା ଲାଗି ରହିବ । ପିଲାମାନେ ବିଦ୍ୟା ପାଇଁ ବିଦେଶ ଯାଇ ପାରନ୍ତି ।


ମକର – ଦିନଟି ଶୁଭ । ବ୍ୟବସାୟରେ ଆଜି କ୍ଷତିର ଆଶଙ୍କା କରାଯାଇପାରେ । ପାରିବାରିକ ଜୀବନ ସୁଖମୟ ରହିବ । ପିଲାମାନେ ଖେଳକୁଦରେ ମନ ଦେବେ ।


କୁମ୍ଭ – ଆଇନ ଅଦାଲତ କାର୍ଯ୍ୟରେ ସଫଳ ରହିବେ । ପାରିବାରିକ ଜୀବନରେ ଅବିଶ୍ୱାସ ବଢିବ । ବ୍ୟବସାୟରେ କଳାଧନ ବଢିବ । ଛାତ୍ରଛାତ୍ରୀମାନେ ବିଦ୍ୟା ପ୍ରତି ସଜାଗ ହେବେ ।


ମୀନ – ଛାତ୍ରଛାତ୍ରୀମାନେ ପ୍ରତି ଯୋଗିତା ମୂଳକ କାର୍ଯ୍ୟରେ ସଫଳ ହେବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟରେ ଲାଭ ହେବ । ସ୍ତ୍ରୀଙ୍କ ସହ ଯୋଗ ମିଳିବ । ଆୟ ଉତ୍ତମ ରହିବ ।

   Related Posts