୧୮ ଜାନୁଆରୀ ୧୯, ଶୁକ୍ରବାର

Published By : Prameya-News7 Bureau | January 18, 2019 IST

ମେଷ – ଦିନଟି ଶୁଭ ଅଟେ । ଆୟ ଉତ୍ତମ ଅଟେ । ପାରିବାରିକ ଜୀବନ ଶାନ୍ତିରେ କଟେଇବେ । ଚାକିରୀରେ ସମ୍ମାନ ପ୍ରାପ୍ତି ହେବ । ପଡୋଶୀମାନଙ୍କ ସହ ଯୋଗ ପ୍ରାପ୍ତ କରିବେ ।


ବୃଷ – ଆଜି ଆପଣଙ୍କ ଦିନଟି ଶୁଭ ଅଟେ । ଆର୍ଥିକ ସ୍ଥିତି ଭଲ ରହିବ । ଋଣ ଗ୍ରସ୍ତ ହୋଇପାରନ୍ତି । କର୍ମକ୍ଷେତ୍ରରେ ବିଳମ୍ବ ଯୋଗ । ବ୍ୟବସାୟରେ ମଧ୍ୟମ ଫଳ ପାଇବେ ।


ମିଥୁନ - ଆଜି ଦିନଟି ଶୁଭ ଫଳ ପାଇବେ । ଦେହ ଭଲ ରହିବ । ବନ୍ଧୁ ସହ ଯୋଗ ପ୍ରାପ୍ତ କରିବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟରେ ଶୁଭ ଫଳ ପାଇବେ ।


କର୍କଟ- ଆପଣଙ୍କ ଦିନଟି ଖୁବ୍ ଶୁଭ ରହିବ । ବିଭିନ୍ନ ଦିଗରୁ ଅର୍ଥଲାଭ ଘଟିବ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଲଗାଇବେ । ବ୍ୟବସାୟରେ ଆୟ ଉତ୍ତମ ରହିବ ।


ସିଂହ – ଆଜି ଦିନଟି ଶୁଭ ଅଟେ । ଉଚ୍ଚ ଆଶା ବିଫଳ ହେବ । ଚାକିରୀରେ ଅସନ୍ତୁଷ୍ଟ ହେବେ । ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ ।


କନ୍ୟା – ଆଜି ଦିନଟି ଆପଣଙ୍କ ଭଲ ଯିବ ନାହିଁ । କର୍ମକ୍ଷେତ୍ରରେ ନାନା ବାଧା ମିଳିବ । ପାରିବାରିକ ଜୀବନ ସୁଖ ମୟ କଟିବ । ଆୟ ଉତ୍ତମ ରହିବ ।


ତୁଳା – ଆଜି ଦିନଟି ଅଶାନ୍ତିରେ କଟିବ । ଦେହ ଓ ମନ ଭଲ ରହିବ ନାହିଁ । ପାରିବାରର ସହ ଯୋଗ ପ୍ରାପ୍ତ କରିବେ । ଚାକିରୀ ଓ ବ୍ୟବସାୟରେ ସମସ୍ୟା ଦେଖା ଦେବ ।


ବିଛା - ଦିନଟି ଶୁଭ ଅଟେ । ଚାକିରୀରେ ଉଚ୍ଚ ସମ୍ମାନ ମିଳିବ । ଆୟ ମଧ୍ୟମ ଅଟେ । ପାରିବାରିକ ଜୀବନ ସୁଖମୟ ରହିବ । ଛାତ୍ରଛାତ୍ରୀମାନେ ପାଠପଡାରେ ମନ ଦେବେ ।


ଧନୁ – ଆଜି ସାମାନ୍ୟ ଶୁଭ ଅଟେ । ନିଜର ଲୋକ ପ୍ରତାରଣା କରିବେ । ପାରିବାରିକ ଜୀବନରେ ରୋଗ ପୀଡା ଲାଗି ରହିବ । ପିଲାମାନେ ବିଦ୍ୟା ପାଇଁ ବିଦେଶ ଯାଇ ପାରନ୍ତି ।


ମକର – ଦିନଟି ଶୁଭ । ବ୍ୟବସାୟରେ ଆଜି କ୍ଷତିର ଆଶଙ୍କା କରାଯାଇପାରେ । ପାରିବାରିକ ଜୀବନ ସୁଖମୟ ରହିବ । ପିଲାମାନେ ଖେଳକୁଦରେ ମନ ଦେବେ ।


କୁମ୍ଭ - ଆଇନ ଅଦାଲତ କାର୍ଯ୍ୟରେ ସଫଳ ରହିବେ । ପାରିବାରିକ ଜୀବନରେ ଅବିଶ୍ୱାସ ବଢିବ । ବ୍ୟବସାୟରେ କଳାଧନ ବଢିବ । ଛାତ୍ରଛାତ୍ରୀମାନେ ବିଦ୍ୟା ପ୍ରତି ସଜାଗ ହେବେ ।


ମୀନ - ଛାତ୍ରଛାତ୍ରୀମାନେ ପ୍ରତି ଯୋଗିତା ମୂଳକ କାର୍ଯ୍ୟରେ ସଫଳ ହେବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟରେ ଲାଭ ହେବ । ସ୍ତ୍ରୀଙ୍କ ସହ ଯୋଗ ମିଳିବ । ଆୟ ଉତ୍ତମ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.