ଜାନୁଆରୀ ୨୪ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 24, 2022 IST

ମେଷ– କର୍ମକ୍ଷେତ୍ରରେ ଏବଂ ପରିବାର ମଧ୍ୟରେ ନିଜର ପ୍ରତିକ୍ରୀୟା ହଠାତ୍ ପ୍ରକାଶ କରନ୍ତୁ ନାହିଁ । ଅପରାହ୍ନେ ବିଳାସବ୍ୟସନ ମଧ୍ୟରେ ସମୟ ଅତିବାହିତ ହେବ ।ଶୁଭରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୩ଞ୍ଜ ।

ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।
ରୋଗୀ- ଅସାଧ୍ୟ ରୋଗରୁ ମୁକ୍ତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ବନ୍ଧୁଙ୍କ ସହାୟତାକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ବୃଷ–ଆପଣଙ୍କ ଚିନ୍ତାଧାରା ଅନୁଯାୟୀ ପାରିପାଶ୍ୱିର୍କ ପରିସ୍ଥିତି ଅନୁକୂଳ ରହିବ ।କୌଣସି ନୂତନ କାମରେ ବନ୍ଧୁମାନେ ସହ-ଯୋଗର ହାତ ବଢାଇବେ । ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ ।ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୫ ।
ରୋଗୀ-ରୋଗରୁ ମୁକ୍ତ ହୋଇପାରନ୍ତି ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି- ପ୍ରଶଂସିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତିହେବ ।
ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ।
ଚାଷୀ-କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।

ମିଥୁନ -ଆଜି ଆପଣଙ୍କ ଦିନଟି ଅଶୁଭ । ଅସ୍ଥିରତା ମଧ୍ୟରେ ଦିନ ଗୁଡିକ କଟିବ ।କର୍ମକ୍ଷେତ୍ରରେ ବାଧା ଓ ପ୍ରତିବନ୍ଧକ ଦେଖା ଦେବ । ଆୟ ଉତ୍ତମ ରହିବ ।
ଚାଷୀ-ଜଳବାୟୁ ବିଭାଗ ସହ ଯୋଗାଯୋଗ ରଖନ୍ତୁ ।
ରୋଗୀ- ଚକ୍ଷୁ ପୀଡାହେବ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ବିଜୟୀହେବେ ।
ଗୃହିଣୀ-ଧାର୍ମିକହେବେ ।

କର୍କଟ-ଆପଣଙ୍କର ଆଜି ଦିନଟି ଆକାଶ ଛୁଆଁ ଖର୍ଚ୍ଚହେବ ।କୌଣସି ବ୍ୟକ୍ତି ଦ୍ୱାରା ପ୍ରତାରିତ ହେବେ ।ଚାକିରୀରେ ଅସ୍ଥିରତା ଲାଗିରହିବ ।ବ୍ୟବସାୟ ମାନ୍ଦାରେ ଚାଲିବ ।
ଚାଷୀ-ପୋଖରୀ/ଗାଢିଆ କରି ଜଳସଞ୍ଚୟ କରନ୍ତୁ ।
ରୋଗୀ- ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-ଅର୍ଥ ହାନୀହେବ ।
ବ୍ୟବସାୟୀ- ଅର୍ଥ ହାନୀହେବ ।
ଗୃହିଣୀ-ସୁଖ ଅନୁଭବକରିବେ ।

ସିଂହ– ଭଲରେ ଦିନଟି କଟିବ ।କର୍ମକ୍ଷେତ୍ରରେ ଲାଭ ପାଇବେ । ପାରିବାରିକ ଜୀବନ ସୁଖୀହେବ ।ବ୍ୟବସାୟ ଖୁବ୍‌ ଭଲରେ ଚାଲିବ ।
ଚାଷୀ-ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ରୋଗୀ- ଚକ୍ଷୁ ପୀଡା ହେବ ।
ଛାତ୍ରଛାତ୍ରୀ- ବିଜ୍ଞ ହେବେ ।
କର୍ମଜୀବି-କାର୍ଯ୍ୟତତ୍ପର ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତିହେବ ।
ଗୃହିଣୀ-ସୁଖ ଅନୁଭବ କରିବେ ।

କନ୍ୟା– ଆପଣଙ୍କ ଦିନଟି ମଧ୍ୟମ ଫଳ ଦେବ ।କର୍ମକ୍ଷେତ୍ରରେ ବିଳମ୍ବ ଯୋଗ ଅଛି ।ଭ୍ରମଣର ଯୋଗ ରହିଛି ।ଚାକିରୀରେ ଉଚ୍ଚ ଫଳ ପାଇବେ ।ବ୍ୟବସାୟରେ ଅଗ୍ରଗତି ଘଟିବ ।
ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ କ୍ଷତି ହେବ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ତୁଳା–ଆଜି ଦିନଟି ମଧ୍ୟମ ରହିବ ।କର୍ମକ୍ଷେତ୍ରରେ କ୍ଷତି ଓ ବିରୁଦ୍ଧାଚରିଣ ଦେଖା ଦେବ । ଦେହ ଭଲ ରହିବ ନାହିଁ ।ବ୍ୟବସାୟରେ କ୍ଷତିହେବ ।
ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
କର୍ମଜୀବି-ସହଯୋଗ ମିଳିବ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁ ।

ବିଛା -ଆଜି ଆଦୌ ଭଲ ଦିନ ନୁହେଁ ।କର୍ମରେ ଅବହେଳା ଦେଖା ଦେବ ।ରାଗକ୍ରୋଧ ବଢିବ ।ବ୍ୟବସାୟରେ କ୍ଷତିର ଆଶଙ୍କା ଅଛି ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ ହେବେ ।
କର୍ମଜୀବି-କାର୍ଯ୍ୟତତ୍ପର ରହିବେ ।
ବ୍ୟବସାୟୀ- ଅର୍ଥ ଲାଭହେବ ।
ଗୃହିଣୀ-ସୁଖଭାରା ଦିନଟି ।

ଧନୁ –ଦିନଟି ଶୁଭରେ କଟିବ ।ବିବାଦୀୟ ଘଟଣାରୁ ଓହରି ଆସିବେ । ଦେହ ଓ ମନ ସୁସ୍ଥରହିବ । ପାରିବାରିକ ଜୀବନରେ ପ୍ରୀତିହାନୀ ଘଟିବ ।
ଚାଷୀ-ଜଳବାୟୁ ପ୍ରତିସତର୍କ ରୁହନ୍ତୁ ।
ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-ଉନ୍ନତିର ମାର୍ଗମିଳିବ ।
ବ୍ୟବସାୟୀ- ସଦ୍‌ବ୍ୟବହାର କରନ୍ତୁ ।
ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।

ମକର–ଆଜି ଦିନଟିଖୁବ୍‌ଭଲ । ପାରିବାରିକଜୀବନ ସୁଖଶାନ୍ତିରେକଟିବ ।ଚାକିରୀରେ ପ୍ରତିଷ୍ଠା ଲାଭଯୋଗ ଅଛି ।ବ୍ୟବସାୟରୁ ଉତ୍ତମ କାଭ ପାଇବେ ।
ଚାଷୀ-କୌଣସି ସମସ୍ୟା ଥିଲେ, କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟ ତତ୍ପର ରହିବେ ।
ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭହେବ ।
ଗୃହିଣୀ-ସୁଖୀ ହେବେ ।

କୁମ୍ଭ -ଆପଣଙ୍କର ଆଜି ଦିନଟି ମଧ୍ୟମରହିବ ।ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ । ବ୍ୟବସାୟରେ ଲାଭହେବ ।
ଚାଷୀ-ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।
ବ୍ୟବସାୟୀ- ଅର୍ଥ ଲାଭହେବ ।
ଗୃହିଣୀ-ନୂଆବସ୍ତ୍ର ଲାଭ ହେବ ।

ମୀନ -ଆପଣଙ୍କ ଦିନଟି ଭଲ ନୁହେଁ ।କର୍ମରେ ବିଳମ୍ବ ହେବ । ଆୟହ୍ରାସ ପାଇବ,ବିବାଦୀୟ ଘଟଣାରେ ପରାଜୟ ଓ ବନ୍ଧୁହାନୀ ଯୋଗ ।ବ୍ୟବସାୟରେ ଫଳ ମଧ୍ୟମ ଅଟେ ।
ଚାଷୀ-ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗରେ ପୀଡିତ ହେବେ ।
ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି-ସମ୍ମାନିତ ହେବେ ।
ବ୍ୟବସାୟୀ- ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।
ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.