ଡିସେମ୍ବର ୨୭ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 27, 2021 IST

ମେଷ–ରାହୁଙ୍କ ଯୋଗୁଁ ମାନସିକ ଅସ୍ଥିରତା ଲାଗିରହିଥିଲେ ମଧ୍ୟ ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବ । ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତିହେବ ।ଶୁଭରଙ୍ଗକ୍ରୀମ୍ ।ଶୁଭଅଙ୍କ ୨ ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
ରୋଗୀ- ରୋଗରୁମୁକ୍ତହୋଇପାରନ୍ତି
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-ସୁରୁଖୁରୁରେକାର୍ଯ୍ୟକରିବେ ।
ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି ।
ଗୃହିଣୀ- ମିତ୍ରସୁଖ ପାଇବେ ।

ବୃଷ–ଆଜିରବି ଓ ଚନ୍ଦ୍ର ତଥା ଶୁଭତ୍ୱ ପ୍ରଭାବରେ ଆର୍ଥିକ ଦିଗରୁ, ବନ୍ଧୁସହଯୋଗରୁ, ରୋଗପୀଡାଉପଶମରୁ ମନ ଖୁସୀହୋଇଯିବ । ପୁଷ୍ୟା ନକ୍ଷତ୍ରମିଥ୍ୟା ଅଭିଯୋଗସକାଶେ ଅନ୍ୟ ଉପରେବିରକ୍ତି ପ୍ରକାଶ କରିପାରନ୍ତି ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୫ ।
ଚାଷୀ-କୀଟ ନାଶକରସଠିକ୍‌ସମୟରେବ୍ୟବହାରକରନ୍ତୁ ।
ରୋଗୀ- ୟୋଗାକରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ହେବେ ।
କର୍ମଜୀବି-କାର୍ଯ୍ୟତତ୍ପରରହିବେ ।
ବ୍ୟବସାୟୀ- ପ୍ରଚୁରଲାଭହେବ ।
ଗୃହିଣୀ- ସ୍ୱାଭିମାନୀହେବେ ।

ମିଥୁନ – ରାହୁ ଯୋଗୁ ମାନସିକ ଅସ୍ଥିରତା ଲାଗି ରହିଥିଲେ ମଧ୍ୟ ଚନ୍ଦ୍ରଙ୍କ ସ୍ଥିତି ଆପଣଙ୍କୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ । ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତିଏବଂ ଆଜି ଆପଣଙ୍କର ଭାଇ,ବନ୍ଧୁକିମ୍ବା ପଡୋଶୀଙ୍କ ସହ ଆଲୋଚନା ଫଳପ୍ରଦ ହେବ ।ଶୁଭରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।
ଚାଷୀ-ଜମିରଉର୍ବରତା ପାଇଁଜୈବିକସାରରବ୍ୟବହାରକରନ୍ତୁ ।
ରୋଗୀ- ଅସାଧ୍ୟ ରୋଗରୁମୁକ୍ତହେବେ ।
ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।
କର୍ମଜୀବି-ସହଯୋଗମିଳିବ ।
ବ୍ୟବସାୟୀ- ମଧୁରଭାଷୀହେବେ ।
ଗୃହିଣୀ- ମିତ୍ରସୁଖ ପାଇବେ ।

କର୍କଟ– ଆଜିରବି ଓ ଚନ୍ଦ୍ରଶୁକ୍ରଙ୍କଶୁଭତ୍ୱ ପ୍ରଭାବରେଆର୍ଥିକ ଦିଗରୁ, ବନ୍ଧୁସହଯୋଗର ପାଇବେ ।ରୋଗପୀଡାଉପଶମରୁ ମନ ଖୁସୀହୋଇଯିବ । ପୁଷ୍ୟାନକ୍ଷତ୍ରବ୍ୟକ୍ତିମିଥ୍ୟା ଅଭିଯୋଗସକାଶେ ଅନ୍ୟ ଉପରେବିରକ୍ତି ପ୍ରକାଶକରିପାରନ୍ତି ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୪ ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
ରୋଗୀ- ଥଣ୍ଡାଜନିତରୋଗହୋଇପାରେ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି-ଉନ୍ନତିରମାର୍ଗମିଳିବ ।
ବ୍ୟବସାୟୀ- ସହ-ଯୋଗୀବ୍ୟବସାୟଲାଭଜନକ ।
ଗୃହିଣୀ- ସ୍ୱାଭିମାନୀହେବେ ।

ସିଂହ –ଚନ୍ଦ୍ର ଦ୍ୱାଦଶ ସ୍ଥାନରେ ଥିବାରୁକୌଣସି ଏକ ଜରୁରୀକାମରେହଠାତ୍‌ବାହାରକୁ ଯିବାକୁ ପଡିପାରେ ।କର୍ମକ୍ଷେତ୍ରରେରହିଥିବାସମସ୍ୟାସମାଧାନ ହୋଇଯିବକିନ୍ତୁ ପରିବାରରେମତଭେଦର ଆଶଙ୍କାରହିଛି ।ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୭ ।
ଚାଷୀ- ଶ୍ରମସାର୍ଥକହେବ ।
ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।
ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।
କର୍ମଜୀବି- କରତ୍‌କର୍ମାହେବେ ।
ବ୍ୟବସାୟୀ- ମଧୁରଭାଷୀହେବେ ।
ଗୃହିଣୀ- ସଦିଚ୍ଛାଭାବରହିବ ।

କନ୍ୟା–ବୁଧ ରାଶିରେଷଷ୍ଠସ୍ଥାନସ୍ଥଯୋଗୁସ୍ୱାସ୍ଥ୍ୟ ଭଲ ରହିବ ନାହିଁଏବଂ ଋଣ ପରିଶୋଧ ପାଇଁଚାପର ସମ୍ମୁଖୀନ ହେବେ ।ଗତକାଲିଠାରୁ ଆପଣଯେଉଁଥି ପାଇଁଚିନ୍ତିତରହିପାରନ୍ତି, ସେଥିରେସଫଳତା ଅବଶ୍ୟ ପାଇବେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୧ ।
ଚାଷୀ-ମାଟିରେଉର୍ବରତା ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଆର‌୍ୟୁରବେଦୀ ଚିକିତ୍ସାଲାଭ ଦେବ ।
କର୍ମଜୀବି- ଜଳଯାତ୍ରାମନା ।
ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି ।
ଗୃହିଣୀ- ପରକୁ ଆପଣାରକରିବେ ।
ଛାତ୍ରଛାତ୍ରୀ- ମନରେଗର୍ବଭାବ ଆସିବ ।

ତୁଳା–ଶୁକ୍ରଙ୍କଶୁଭ ଦୃଷ୍ଟିରୁ ଦୈହିକଏବଂମାନସିକସୁସ୍ଥତା ଅକ୍ଷୁର୍ଣ୍ଣରହିବ ।ବନ୍ଧୁମାନଙ୍କଜରିଆରେକାମହାସଲସକାଶେ ଆଲୋଚନାକରିପାରନ୍ତି ।ସରକାରୀସ୍ତରରକାମ, ଉଚ୍ଚ ପଦସ୍ଥବ୍ୟକ୍ତିବିଶେଷଙ୍କସାହାର୍ଯ୍ୟରୁଉପକୃତହେବେ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୭ ।
ଚାଷୀ-କୌଣସିସମସ୍ୟା ଥିଲେ, କୃଷିବିଭାଗର ପରାମର୍ଶ ନିଅନ୍ତୁ ।
ରୋଗୀ- ଅସାଧ୍ୟ ରୋଗରୁମୁକ୍ତହେବେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।
କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତହେବେ ।
ବ୍ୟବସାୟୀ- ପ୍ରଚୁରଲାଭହେବ ।
ଗୃହିଣୀ-ଧାର୍ମିକହେବେ ।

ବିଛା–ଭାଗ୍ୟସ୍ଥାନରେଚନ୍ଦ୍ର ଆପଣଙ୍କ ପ୍ରତ୍ୟେକକାର୍ଯ୍ୟକୁସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଅନୁକୂଳ ପରିବେଶସୃଷ୍ଟିକରିବେ ।ବନ୍ଧୁଙ୍କଉପରେ ଅଯଥା ରାଗକିମ୍ବା ଅଭିମାନ କରିଚୁପ୍‌ରହିଲେକ୍ଷତିରେ ପଡିପାରନ୍ତି ।ଶୁଭରଙ୍ଗପିଚ୍ ।ଶୁଭ ଅଙ୍କ ୨ ।
ଚାଷୀ-ଉତ୍ତମବିହନ, କୃଷିବିଭାଗରୁ ଆଣନ୍ତୁ ।
ରୋଗୀ- ସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣକରିବେ ।
କର୍ମଜୀବି-ପ୍ରଶଂସିତହେବେ ।
ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ ।
ଗୃହିଣୀ- ସଦିଚ୍ଛାଭାବରହିବ ।

ଧନୁ – ଆତ୍ମୀୟମାନଙ୍କସହାୟତାରେ ପାରିବାରିକ ଅସ୍ଥିରତା ଦୂରହେବାର ଆଶାକରାଯାଇପାରେ ।କର୍ମକ୍ଷେତ୍ରରେ ଅବହେଳିତକାର୍ଯ୍ୟସକାଶେ ଅନୁତାପ କରିବାକୁ ପଡିବ । ଧନଭାବସ୍ଥଶନି ପ୍ରଭାବରେ ପୈତୃକସମ୍ପତିକୁକେନ୍ଦ୍ରକରିଭ୍ରାତୃସମ୍ପର୍କରେକିଛିଟାବ୍ୟତିକ୍ରମ ପରିଲକ୍ଷିତହେବ ।ଶୁଭରଙ୍ଗନୀଳ ।ଶୁଭ ଅଙ୍କ ୭ ।
ଚାଷୀ-ଚାଷକାର୍ଯ୍ୟରେଉନ୍ନତି ପରିଲକ୍ଷିତହେବ ।
ରୋଗୀ- ସୁସ୍ଥ ଅନୁଭବକରିବେ ।
ଛାତ୍ରଛାତ୍ରୀ- ବିଦ୍ୱାନ୍‌ହେବେ ।
କର୍ମଜୀବି- ସମ୍ମାନ ପାଇବେ ।
ବ୍ୟବସାୟୀ- ବିଜୟୀହେବେ ।
ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

ମକର–ଶାରିରୀକ ଅସୁସ୍ଥତା ଦୂରହେବାସହବନ୍ଧୁମିଳନରୁଖୁସୀହେବେ । ଯାତ୍ରାରେଜିନିଷପତ୍ର ପ୍ରତିସତର୍କରୁହନ୍ତୁ, ନଚେତ୍‌ଅଦଳବଦଳ ହୋଇଯାଇପାରେ ।ଶୁକ୍ରଙ୍କଶୁଭସ୍ଥିତିରୁ ଆନୁଷ୍ଠାନିକକାମରୁଖୁସିରହିବେଏବଂ ପ୍ରଶଂସିତ ମଧ୍ୟ ହେବେ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୫ ।
ଚାଷୀ-ଗୋବରକ୍ଷତରବ୍ୟବହାରକରିବାଉଚିତ୍ ।(ପରୀକ୍ଷିତ)
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।
କର୍ମଜୀବି-ପ୍ରମୋସନ୍‌ମିଳିବ ।
ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ ।
ଗୃହିଣୀ-ପୂଜା ପାଠରେବ୍ୟସ୍ତରହିବେ ।

କୁମ୍ଭ -ରବି ନିଜରାଶିରେସପ୍ତମଭାବକୁ ଅବଲୋଚନ କରୁଥିବାରୁ ଦୈହିକସୁସ୍ଥତା ଓ ବିଶିଷ୍ଟବ୍ୟକ୍ତିଙ୍କସଙ୍ଗଲାଭକରିବେ । ଯାତ୍ରା ଫଳପ୍ରଦ ହେବ ଓ ଯେଉଁକାମରେବାହାରିଛନ୍ତିସେଥିରେକୌଣସି ପ୍ରକାରର ଅସୁବିଧା ହେବ ନାହିଁ ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୮ ।
ଚାଷୀ- ଉତ୍ତମ ଫଳ ପାଇବେ ।
ରୋଗୀ- ସତର୍କତାର ଦିନ ।
ଛାତ୍ରଛାତ୍ରୀ- ବଡଲୋକଙ୍କ କଥା ଶୁଣିବେ ନାହିଁ ।
କର୍ମଜୀବି- କର୍ମଚଞ୍ଚଳରହିବେ ।
ଗୃହିଣୀ-ପାରିବାରିକକାର୍ଯ୍ୟରେବ୍ୟସ୍ତରହିବେ ।
ବ୍ୟବସାୟୀ- ଲୋକପ୍ରିୟତାମିଳିବ ।

ମୀନ – ଧନସ୍ଥାନରେଶୁକ୍ରରହିଥିବାରୁ ଆଜି ଦିନଟିରେ ଅର୍ଥ ଓ ସମ୍ମାନ ପାଇବାରେ ନିଜଲୋକମାନଙ୍କସାହାର୍ଯୟ ଅବିସ୍ମରଣୀୟରହିବ ।ବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ପରିଜନଙ୍କସହ ଦୂର ଯାତ୍ରାରସୁଯୋଗ ପାଇବେ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୪ ।
ଚାଷୀ-ଜୈବିକସାରମାଟିରେବ୍ୟବହାରଉଚିତ୍ ।
ରୋଗୀ- ୟୋଗାକରନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ସ୍ୱକାର୍ଯ୍ୟକରିବେ ।
ବ୍ୟବସାୟୀ- ଧର୍ଯ୍ୟହାରାହୋଇପାରନ୍ତି ।
ଗୃହିଣୀ- ଧର୍ଯ୍ୟବାନ୍‌ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.