ଡିସେମ୍ବର ୨୨ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | December 22, 2021 IST

ମେଷ– ଲକ୍ଷ୍ୟ ପୂରଣ ପାଇଁ ପ୍ରଚେଷ୍ଟା ଅବ୍ୟାହତ ରଖିବେ । ପ୍ରଶଂସା ଓ କର୍ମରୁ ପ୍ରେରଣା ମିଳିବ । ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେବେ । ସ୍ୱାସ୍ଥ୍ୟ ସମସ୍ୟା ଆସିପାରେ ।ଶୁଭ ରଙ୍ଗ କ୍ରୀମ୍ ।ଶୁଭଅଙ୍କ ୧ ।

ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

ରୋଗୀ-ଡାକ୍ତରୀ ପରୀକ୍ଷା କରାଇ ନିଅନ୍ତୁ ।

ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।

କର୍ମଜୀବି-ସମ୍ମାନିତ ହେବେ ।

ବ୍ୟବସାୟୀ-ଅର୍ଥ ହାନୀହେବ ।

ଗୃହିଣୀ-କାର୍ଯ୍ୟରେବ୍ୟସ୍ତରହିବେ ।

ବୃଷ– ସ୍ୱଚ୍ଛଳତା ଓ ସମ୍ପନ୍ନତା ପ୍ରତି ଆଶାବାଦୀ ହେବେ । ଦେହ ସୁସ୍ଥରହିବ ।କର୍ମକ୍ଷେତ୍ରରେ ଅଧିକ ପରିଶ୍ରମକରିବେ । ପାରସ୍ପରିକ ବୁଝାମଣା ସଠିକ୍‌ ରହିବ । ଦୂର ଯାତ୍ରାରେ ସଫଳତା ମିଳିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୩ ।

ଗୃହିଣୀ-ନୂଆବସ୍ତ୍ରଲାଭହେବ ।

ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।

କର୍ମଜୀବି- କରତ୍‌ କର୍ମା ହେବେ ।

ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

ରୋଗୀ- ସାମାନ୍ୟସୁସ୍ଥ ଅନୁଭବ କରିବେ ।

ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

ମିଥୁନ – ପରିବାରରେ ସ୍ନେହ ସହିଚ୍ଛା ପାଇବେ । ଭୂମି ସମ୍ପର୍କୀୟ ବିବାଦ ଠାରୁ ଦୂରରେ ରହିବା ହିତକର । ମନରେ ଉତ୍ସାହ ଆସିବ ।କେତେକ ବିଶେଷ କାର୍ଯ୍ୟସହଜରେ ହାସଲ କରି ପାରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭।

ଚାଷୀ-  ଗୋବର ଖତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

କର୍ମଜୀବି-ପ୍ରଶଂସିତହେବେ ।

ବ୍ୟବସାୟୀ-ସଫଳତାକୁହାତଛଡାକରନ୍ତୁ ନାହିଁ ।

ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

କର୍କଟ– ଜୀବନ ଶୈଳୀରେ ବ୍ୟତିକ୍ରମ ସାଧାରଣ ସ୍ୱାସ୍ଥ୍ୟଭଙ୍ଗର କାରଣ ହେବ । ସମସ୍ୟା ସମାଧାନ, ଆର୍ଥିକ ଉନ୍ନତି, ସନ୍ତାନ ସୁଖ ଓ ପରୋପକାରକାରୀ ଆତ୍ମସନ୍ତୋଷ ପାଇବେ। ପତିତ ଅର୍ଥ ଉଦ୍ଧାର ପାଇଁ ପ୍ରଚେଷ୍ଟା ଆବଶ୍ୟକ। ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ବ୍ୟବସାୟୀ- ସ୍ୱାଭିମାନୀହେବେ ।

କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

ଛାତ୍ରଛାତ୍ରୀ- ଗ୍ରୀନ୍ ରଙ୍ଗର ଆସନରେ ବସି ପଢନ୍ତୁ ।

ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

ସିଂହ – ବୌଦ୍ଧିକ କାର୍ଯ୍ୟରେ ଅଧା ସଫଳତା ମିଳିବ । ଜିଦ ଓ କ୍ଷଣକୋପ ଯୋଗୁଁ ପାରିବାରିକ ଅଶାନ୍ତି ଆସିବ । ଉଚ୍ଚ ବର୍ଗ ସହିତ ସୁସମ୍ପର୍କ ରହିବ । ଗୃହ ଉପକରଣ କ୍ରୟ କରିବେ । ଗୁରୁଜନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାଜନକ ହେବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୩ ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଅସୁସ୍ଥ ଅନୁଭବ କରିବେ ।

ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ ।

କର୍ମଜୀବି- ଅର୍ଥହାନୀ ହେବ ।

ବ୍ୟବସାୟୀ- ସଫଳତା ହା ତଛଡା ହୋଇଯିବ ।

ଗୃହିଣୀ- ସୁଖଭରା ଦିନଟି ।

କନ୍ୟା– ଘାତ ଚନ୍ଦ୍ର ଭୋଗ ହେତୁ ଦିନଟି ଅଶୁଭ ଫଳ ଦାୟକ ହୋଇପାରେ । କାର୍ଯ୍ୟ ଉପଲକ୍ଷେ ଧନବ୍ୟୟ ଏବଂ ସାମାଜିକ ପ୍ରତିଷ୍ଠାଲାଭ ହେବ । ଦୂର ଯାତ୍ରାରେ କ୍ଷତି ହୋଇପାରେ । ଶୁଭରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

ଗୃହିଣୀ- ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

ବ୍ୟବସାୟୀ- ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

କର୍ମଜୀବି- କାର୍ଯ୍ୟ କରି ପ୍ରଶଂସିତ ହେବେ ।

ଛାତ୍ରଛାତ୍ରୀ- ଉଚ୍ଚ ଶିକ୍ଷା ଆବଶ୍ୟକ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

ଚାଷୀ- ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ତୁଳା– ନିର୍ମାଣମୂଳକ କାର୍ଯ୍ୟରେ ଅହେତୁକ ବିଳମ୍ବ ମନକୁ ଭାରାକ୍ରାନ୍ତ କରିବ । ପାରିବାରିକ କ୍ଷେତ୍ରରେ ସମନ୍ୱୟ ରକ୍ଷା କରି ପାରିବେ । ସାମୟିକ ଭାବରେ ବିଶୃଙ୍ଖଳିତ ସ୍ଥିତି ଆସିବ । ଶୁଭରଙ୍ଗ ଧୂସର। ଶୁଭ ଅଙ୍କ ୫ ।

ଚାଷୀ-ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।

ରୋଗୀ- ଅସାଧ୍ୟ ରୋଗରେ ପୀଡିତହେବେ ।

 ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।

 କର୍ମଜୀବି-ସମ୍ମାନିତ ହେବେ ।

 ବ୍ୟବସାୟୀ-ସଫଳତାକୁହାତଛଡାକରନ୍ତୁ ନାହିଁ ।

 ଗୃହିଣୀ-ଘର କାମରେବ୍ୟସ୍ତରହିବେ ।

ବିଛା– କଲ୍ୟାଣ ଚନ୍ଦ୍ର ଭୋଗ ହେଉଛି । କର୍ମ କ୍ଷେତ୍ରରେ ଉତ୍ସାହ ଓ ଅନୁପ୍ରେରଣା ଲାଭ କରିବେ  । ସରକାରୀସ୍ତରରୁ ଅର୍ଥାଗମଯୋଗ ଭୋଗ ହେବ । ମାନସିକ ଶାନ୍ତି ଅବ୍ୟାହତ ରହିବ । ଶୁଭ ରଙ୍ଗ ଲାଲ୍ ।ଶୁଭ ଅଙ୍କ ୭ ।

ଗୃହିଣୀ- ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ।

ବ୍ୟବସାୟୀ- ସଦ୍‌ ବ୍ୟବହାର କରନ୍ତୁ ।

କର୍ମଜୀବି-  ଜଳ ଯାତ୍ରା ମନା ।

ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

ରୋଗୀ- ରୋଗରୁ ମୁକ୍ତ ହୋଇ ପାରନ୍ତି ।

ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ଧନୁ – ଅର୍ଥାଭାବ କାରଣରୁ କେତେକ କାର୍ଯ୍ୟ ସ୍ଥଗିତ ରଖିବାକୁ ବାଧ୍ୟ ହେବେ । ବନ୍ଧୁ, ପ୍ରିୟଜନମାନେ ସହଯୋଗ ଅବ୍ୟାହତ ରଖିବେ ।ମଙ୍ଗଳ ଉତ୍ସବରେ ସକ୍ରିୟ ଅଂଶ ଗ୍ରହଣ କରିବେ ।ଶୁଭରଙ୍ଗଗ୍ରୀନ୍ । ଶୁଭ ଅଙ୍କ ୧ ।

ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ରୋଗୀ- ଆଜି କିଛି ଦିନ ସତର୍କ ରୁହନ୍ତୁ ।

 ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

 କର୍ମଜୀବି-ଅର୍ଥ ହାନୀ ହେବ ।

 ବ୍ୟବସାୟୀ-ଅର୍ଥ ହାନୀ ହେବ ।

 ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

ମକର– ସମଷ୍ଟିଗତ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରିବେ । ଆବଶ୍ୟକତାଠାରୁ ଅଧିକ ବ୍ୟୟଭାର ମଧ୍ୟ ପଡିବ । ପରିବାରର ସଦସ୍ୟମାନେ ସହଯୋଗ ପ୍ରଦାନ କରିବେ । ଶୁଭ ରଙ୍ଗ ୟେଲୋ ।ଶୁଭ ଅଙ୍କ ୩ ।

ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

 ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍‌କୁ ହାତ ଛଡା କରନ୍ତୁ ନାହିଁ ।

 କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

 ଛାତ୍ରଛାତ୍ରୀ- ପାଠ ପଢାରେ ମନ ଦେବେ ।

 ରୋଗୀ- ସାମାନ୍ୟ ସୁସ୍ଥ ଅନୁଭବ କରିବେ ।

 ଚାଷୀ- ଆଧୁନିକ ପଦ୍ଧତିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

କୁମ୍ଭ  – ମାନସିକ ଦୁଃଖ ଅନୁଶୋଚନ ଲାଘବ ହେବ । ଦେହ ସୁସ୍ଥ ରହିବ । ନୂତନ ଉଦ୍ୟମକୁ ସଫଳ କାର୍ଯ୍ୟ ରୂପ ଦେଇପାରିବେ । ଦୟା ଧର୍ମ, ଭାବବଢିବ । ଗୁରୁ ଦେବତାବ୍ରାହ୍ମଣ ଭକ୍ତି ରହିବ ।ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୯ ।

 ଚାଷୀ- ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

 ରୋଗୀ-ସୁସ୍ଥ ଅନୁଭବକରିବେ ।

 ଛାତ୍ରଛାତ୍ରୀ-ବିଦ୍ୟାରେ ମନ ଦେବେ ।

 କର୍ମଜୀବି-କାର୍ଯ୍ୟତତ୍ପରରହିବେ ।

 ବ୍ୟବସାୟୀ-ନୂଆବ୍ୟବସାୟକ୍ଷତିହେବ ।

 ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ ।

ମୀନ – ଶୁଭ ଦିନଟିଏ । କିଛି ଲୋକଙ୍କୁ ଆପଣାର କରିବେ । ଅନ୍ୟମାନଙ୍କର ପ୍ରିୟଭାଜନ ହେବେ । ପରିବାରରେ ଉତ୍ତମ ବୁଝାମଣା ରହିବ । ସାହିତ୍ୟ ଗଠନ ଓ ଆଧ୍ୟାତ୍ମିକରୁଚି ଅଧିକହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

 କର୍ମଜୀବି-ଉନ୍ନତିର ମାର୍ଗମିଳିବ ।

 ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।

 ବ୍ୟବସାୟୀ- ଅର୍ଥ ଲାଭହେବ ।

 ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

 ରୋଗୀ- ଅସାଧ୍ୟ  ରୋଗରୁ ମୁକ୍ତ ହେବେ ।

 ଚାଷୀ- କୀଟ ନାଶକର ସଠିକ୍‌ ସମୟରେ ବ୍ୟବହାର କରନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.