previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୫୨ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ଉପରତଳ ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୧୬୧୬୭ କରୋନା ପଜିଟିଭ୍
  • ||
  • ବିହାରରେ ବିଜେପିଠୁ ଅଲଗା ହେବ ଜେଡିୟୁ ! ଗୋଟିଏ-ଦୁଇ ଦିନରେ ହୋଇପାରେ ଘୋଷଣା
  • ||
  • ଝାରସୁଗୁଡା ଉପକାରାଗାରରେ ଅଘଟଣ, ଗଳାକାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଜଙ୍ଗଲର ରାଜାକୁ ପାଳିବା ପାଇଁ ଟଙ୍କା ନାହିଁ : ଚିଡିଆଖାନାର ସିଂହକୁ ବିକ୍ରି କରିଦେବ ପାକିସ୍ତାନ
  • ||

26 ସେପ୍ଟେମ୍ବର, ବୁଧବାର

26/09/2018 at 8:22 AM

ମେଷ – ଆଥିିକ ଅବସ୍ଥାରେସ୍ୱଚ୍ଛଳତା ଦେଖା ଦେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ସୁଖକର ସମୟ ଉପସ୍ଥିତ । ଆନନ୍ଦ ଉପଭୋଗ କରିପାରନ୍ତି ।

ବୃଷ – ଆପଣଙ୍କ ପରିଶ୍ରମ ମୂଲ୍ୟାଙ୍କନ ହେବ । ସୁ ସମ୍ବାଦ ପାଇ ଖୁସି ହେବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ସୁଖ ଭୋଗ କରିବାରେ ବାଧା-ବିଘ୍ନ ଉପୁଜି ପାରେ ।

ମିଥୁନ – ସୁସ୍ଥ ଓ ନିରାମୟ ରହିବେ । ସୁଖକର ସମୟ ଉପସ୍ଥିତ । ଆନନ୍ଦ ଉପଭୋଗ କରିପାରନ୍ତି । ଆଶ୍ୱସ୍ତି ମିଳିବ । ମାନସିକ ଶାନ୍ତି ଫେରି ପାଇବେ ।

କର୍କଟ- ଯାତ୍ରାରେ ବନ୍ଧୁ ମାନଙ୍କ ସହିତ ମିଳିତ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ବନ୍ଧୁ ସହ ଯୋଗ ପାଇଁ ଆନନ୍ଦ ଅନୁଭବ କରିବେ । ଶତ୍ରୁ ନିପାତ କରିବାରେ ସକ୍ଷମ ହେବେ ।

ସିଂହ – ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଯାନ ବାହନ ସୁଖ ମିଳିପାରେ । କେତେକ କ୍ଷେତ୍ରରେ ଭୁଲ ବୁଳାମଣା ବଶବର୍ତ୍ତୀ ହୋଇପାରନ୍ତି ।

କନ୍ୟା – ଶୁଭ ସମାଚାର ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ଦିନଟି ଶୁଭଙ୍କର । ଭ୍ରାତୃଭାବ ଅତୁଟ ରହିବ ।

ତୁଳା – କେହି ଆପଣଙ୍କ ପଥରୋଧ କରିବାକୁ ଉଦ୍ୟମ କରି ବିଫଳ ହେବେ । ବିବାଦୀୟ ବିତର୍କରେ ଭାଗ ନ ନେବା ଉଚିତ୍ । ଭ୍ରାତୃ ସ୍ନେହ ଅତୁଟ ରହିବ ।

ବିଛା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଗନରେ ଆପ୍ୟାୟିତ ହେବେ । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ ।

ଧନୁ – ବହୁ କଟିଳ ସମସ୍ୟାର ସମାଧାନ କରିବାରେ ସଫଳତା ଲାଭ କରିବେ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୂଚନା ମିଳୁଛି ।

ମକର – ପରିଶ୍ରମ ମୂଲ୍ୟାଙ୍କନ ହୋଇପାରେ । ଆଥିିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇ ସମୟ ଅନୁକୂଳ ରହିଛି ।

କୁମ୍ଭ – କୃଷି କର୍ମକୁ ତ୍ୱରାନ୍ୱିତ କରିବାରେ ଉଦ୍ୟମ ଚଳାଇବେ । ଯାନ ବାହନ ସୁଖ ମିଳିପାରେ । କେତେକ କ୍ଷେତ୍ରରେ ଭୁଲ ବୁଳାମଣା ବଶବର୍ତ୍ତୀ ହୋଇପାରନ୍ତି ।

ମୀନ – ଅଶାନ୍ତି ଦୂରେଇ ଯିବ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।

   Related Posts