26 ସେପ୍ଟେମ୍ବର, ବୁଧବାର
26/09/2018 at 8:22 AM

ମେଷ – ଆଥିିକ ଅବସ୍ଥାରେସ୍ୱଚ୍ଛଳତା ଦେଖା ଦେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ସୁଖକର ସମୟ ଉପସ୍ଥିତ । ଆନନ୍ଦ ଉପଭୋଗ କରିପାରନ୍ତି ।
ବୃଷ – ଆପଣଙ୍କ ପରିଶ୍ରମ ମୂଲ୍ୟାଙ୍କନ ହେବ । ସୁ ସମ୍ବାଦ ପାଇ ଖୁସି ହେବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ । ସୁଖ ଭୋଗ କରିବାରେ ବାଧା-ବିଘ୍ନ ଉପୁଜି ପାରେ ।
ମିଥୁନ – ସୁସ୍ଥ ଓ ନିରାମୟ ରହିବେ । ସୁଖକର ସମୟ ଉପସ୍ଥିତ । ଆନନ୍ଦ ଉପଭୋଗ କରିପାରନ୍ତି । ଆଶ୍ୱସ୍ତି ମିଳିବ । ମାନସିକ ଶାନ୍ତି ଫେରି ପାଇବେ ।
କର୍କଟ- ଯାତ୍ରାରେ ବନ୍ଧୁ ମାନଙ୍କ ସହିତ ମିଳିତ ହେବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ବନ୍ଧୁ ସହ ଯୋଗ ପାଇଁ ଆନନ୍ଦ ଅନୁଭବ କରିବେ । ଶତ୍ରୁ ନିପାତ କରିବାରେ ସକ୍ଷମ ହେବେ ।
ସିଂହ – ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଯାନ ବାହନ ସୁଖ ମିଳିପାରେ । କେତେକ କ୍ଷେତ୍ରରେ ଭୁଲ ବୁଳାମଣା ବଶବର୍ତ୍ତୀ ହୋଇପାରନ୍ତି ।
କନ୍ୟା – ଶୁଭ ସମାଚାର ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ଦିନଟି ଶୁଭଙ୍କର । ଭ୍ରାତୃଭାବ ଅତୁଟ ରହିବ ।
ତୁଳା – କେହି ଆପଣଙ୍କ ପଥରୋଧ କରିବାକୁ ଉଦ୍ୟମ କରି ବିଫଳ ହେବେ । ବିବାଦୀୟ ବିତର୍କରେ ଭାଗ ନ ନେବା ଉଚିତ୍ । ଭ୍ରାତୃ ସ୍ନେହ ଅତୁଟ ରହିବ ।
ବିଛା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଗନରେ ଆପ୍ୟାୟିତ ହେବେ । ଆୟ ଆଶାନୁରୂପ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ ।
ଧନୁ – ବହୁ କଟିଳ ସମସ୍ୟାର ସମାଧାନ କରିବାରେ ସଫଳତା ଲାଭ କରିବେ । ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି । ଧନାଗମର ସୂଚନା ମିଳୁଛି ।
ମକର – ପରିଶ୍ରମ ମୂଲ୍ୟାଙ୍କନ ହୋଇପାରେ । ଆଥିିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇ ସମୟ ଅନୁକୂଳ ରହିଛି ।
କୁମ୍ଭ – କୃଷି କର୍ମକୁ ତ୍ୱରାନ୍ୱିତ କରିବାରେ ଉଦ୍ୟମ ଚଳାଇବେ । ଯାନ ବାହନ ସୁଖ ମିଳିପାରେ । କେତେକ କ୍ଷେତ୍ରରେ ଭୁଲ ବୁଳାମଣା ବଶବର୍ତ୍ତୀ ହୋଇପାରନ୍ତି ।
ମୀନ – ଅଶାନ୍ତି ଦୂରେଇ ଯିବ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।