ଖସୁଛି ପାରଦ, ବଢ଼ିବ ଜାଡ଼, କୋରାପୁଟରେ ସର୍ବନିମ୍ନ, ୩ରୁ ୪ଡିଗ୍ରୀ କମିବ ତାପମାତ୍ରା

ଭୁବନେଶ୍ୱର,୨୦/୧୧: ଖସିଲା ତାପମାତ୍ରା, ବଢ଼ିଲା ଶୀତ । କୋରାପୁଟ ଜିଲ୍ଲାରେ  ସର୍ବନିମ୍ନ ତାପମାତ୍ରା । ୧୨ ଡିଗ୍ରୀକୁ ଖସିଛି ପାରଦ । ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା  ୧୨.୪ ଡିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି ଜି ଉଦୟଗିରିରେ ୧୩.୪, ସିମିଳିଗୁଡ଼ାରେ ୧୪.୫, ଦାରିଙ୍ଗିବାଡ଼ିରେ ୧୫.୫, ଫୁଲବାଣୀରେ ୧୫.୫ ଓ କିରେଇରେ ତାପମାତ୍ରା ୧୫.୭ ଡିଗ୍ରୀ ରହିଛି ।  ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ତାପମାତ୍ରା କ୍ରମଶଃ ୩ରୁ ୪  … Continue reading ଖସୁଛି ପାରଦ, ବଢ଼ିବ ଜାଡ଼, କୋରାପୁଟରେ ସର୍ବନିମ୍ନ, ୩ରୁ ୪ଡିଗ୍ରୀ କମିବ ତାପମାତ୍ରା