ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ବାଇକକୁ ପଛପଟୁ ପିଟିଲା କାର୍‌, ଦୁଗ୍ଧ ବିକ୍ରି କରିବାକୁ ବାହାରିଥିଲେ ରବିନ୍ଦ୍ର
  • ||
  • ଓସ୍କାର ବିଜେତା ଗାୟିକା ଆଇରିନ କାରାଙ୍କ ଦେହାନ୍ତ, ୬୩ ବର୍ଷରେ ଦୁନିଆକୁ କହିଲେ ଅଲବିଦା
  • ||
  • IND vs NZ : ବର୍ଷାରେ ଧୋଇଗଲା ମ୍ୟାଚ୍, ୨ ଦିନିକିଆ ବାତିଲ
  • ||

ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ଶୁଣାଣି

4/11/2019 at 10:55 AM

ନୂଆଦିଲ୍ଲୀ ୪/୧୧: ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ମଧ୍ୟବର୍ତ୍ତୀ କାଳୀନ ରାୟକୁ ଶୁଣାଇବେ କୋର୍ଟ ।  ଗତ ଶୁଣାଣିରେ କୋର୍ଟ କହିଥିଲେ ଯେ, ଆମିକସ କ୍ୟୁରିଙ୍କ ପରିଦର୍ଶନ ପରେ ଦେଇଥିବା ୫ଟି ରିପୋର୍ଟ ଓ ଅନ୍ୟ ପକ୍ଷର ଯୁକ୍ତିକୁ ତର୍ଜମା କରୁଛନ୍ତି । ସେପଟେ ସେବାୟତ ମାନଙ୍କ ପକ୍ଷରୁ କରାଯାଇଥିବା ପ୍ରାର୍ଥନାକୁ ମଧ୍ୟ ଶୁଣିବେ ବିଚାରପତି। ପ୍ରାର୍ଥନାରେ ସେବାୟତ ସଂଖ୍ୟା ନ କମେଇବାକୁ ଅନୁରୋଧ କରିଛନ୍ତି ସେବାୟତଙ୍କ ଓକିଲ।

   Related Posts