ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ଶୁଣାଣି

Published By : Prameya-News7 Bureau | November 04, 2019 IST

ନୂଆଦିଲ୍ଲୀ ୪/୧୧: ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ମାମଲାରେ ଆଜି ମଧ୍ୟବର୍ତ୍ତୀ କାଳୀନ ରାୟକୁ ଶୁଣାଇବେ କୋର୍ଟ ।  ଗତ ଶୁଣାଣିରେ କୋର୍ଟ କହିଥିଲେ ଯେ, ଆମିକସ କ୍ୟୁରିଙ୍କ ପରିଦର୍ଶନ ପରେ ଦେଇଥିବା ୫ଟି ରିପୋର୍ଟ ଓ ଅନ୍ୟ ପକ୍ଷର ଯୁକ୍ତିକୁ ତର୍ଜମା କରୁଛନ୍ତି । ସେପଟେ ସେବାୟତ ମାନଙ୍କ ପକ୍ଷରୁ କରାଯାଇଥିବା ପ୍ରାର୍ଥନାକୁ ମଧ୍ୟ ଶୁଣିବେ ବିଚାରପତି। ପ୍ରାର୍ଥନାରେ ସେବାୟତ ସଂଖ୍ୟା ନ କମେଇବାକୁ ଅନୁରୋଧ କରିଛନ୍ତି ସେବାୟତଙ୍କ ଓକିଲ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.