ଅଗଷ୍ଟ ୨୧ ତାରିଖ, ଶୁକ୍ରବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 21, 2020 IST

ମେଷ – ବକ୍ରୀ ଶନି ଉତ୍ତରାଷାଢା ନକ୍ଷତ୍ରରେ ଥିବାରୁ ପ୍ରତ୍ୟେକ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବେ । ନିଜ ଲୋକମାନେ ଦାଉ ସାଜିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।
ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ବିଦ୍ୱାନ୍ ହେବେ ।
ସହଯୋଗ ମିଳିବ ।
ନୂଆ ବ୍ୟବସାୟ ଲାଭ ହେବ ।
ସୁଖଭାରା ଦିନଟି ।
ଶ୍ରମ ସାର୍ଥକ ହେବ ।

ବୃଷ – ରବି ସହ ଚନ୍ଦ୍ର ଚତୁର୍ଥଭାବସ୍ଥ ୍େ‌ାଗୁ ପାଳ ପଡୋଶି, ବନ୍ଧୁ ପରିଜନମାନଙ୍କୁ ସାହାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ପ୍ରତୀକ୍ଷିତ ଖବର ପାଇ କୁସି ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।
ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।
ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ଅନ୍‌ଲାଇନ୍ ବିଦ୍ୟା ଆରୋହଣ କରିବେ ।
ପ୍ରଶଂସିତ ହେବେ ।
ଜଳଯାତ୍ରା ମନା ।
ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।
ନୂଆବସ୍ତ୍ର ଲାଭ ହେବ ।

ମିଥୁନ – ବୃହସ୍ପତି ପୂର୍ବାଷାଢା ନକ୍ଷତ୍ରସ୍ଥ ହେତୁ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଓ ଆନୁଷ୍ଠଙ୍ଗିକ ସାହାର୍ଯ୍ୟ ଯୋଗ ମଧ୍ୟ ପାଇବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।
ଗୋବର କ୍ଷତର ବ୍ୟବହାର କରିବା ଉଚିତ୍ ।(ପରୀକ୍ଷିତ)
ଆର‌୍ୟୁରବେଦୀ ଚିକିତ୍ସା ଲାଭ ଦେବ ।
ବଡ ଲୋକଙ୍କ କଥା ଶୁଣିବେ ନାହିଁ ।
ବିଦେଶରେ ଥିଲେ ଅସୁବିଧା ଦେଖା ଦେବ ।
ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ଧାର୍ମିକ ହେବେ ।

କର୍କଟ – ପୂର୍ବାଫାଲ୍ଗୁନୀ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଦୀର୍ଘ ଦିନର ଆଶା ଫଳବତୀ ହେବ । ବନ୍ଧୁଙ୍କ ନିକଟରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ନୂଆ ବ୍ୟବସାୟ କ୍ଷତି ହେବ ।
ଘର କାମରେ ବ୍ୟସ୍ତ ରହିବେ ।
ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ଅସାଧ୍ୟ ରୋଗ ରୁ ମୁକ୍ତ ହେବେ ।
ବିଦ୍ୱାନ୍ ହେବେ ।
କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।

ସିଂହ – ଶୁକ୍ର ଦେବଗୁରୁଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ଥିବାରୁ କର୍ମକ୍ଷେତ୍ରରେ ଧୀର ପାଣି ପଥର କାଟେ ନୀତିରେ କାମ କଲେ ଉପକୃତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
କ୍ରୀଡାରେ ମନ ଦେବେ ।
କ୍ରୀଡାରେ ମନ ଦେବେ ।
କାର୍ଯ୍ୟରେ ସଫଳ ହେବେ ।
ସଫଳତାକୁ ହାତଛଡା କରନ୍ତୁ ନାହିଁ ।
ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।
ଆଧୁନିକ ପଦ୍ଧତିରେ ଚାଷ କାର୍ଯ୍ୟ କରିବେ ।
ସ୍ୱାସ୍ଥ୍ୟ ଅତୁଟ ରହିବ ।

କନ୍ୟା – ଦ୍ୱିତୀୟ ସ୍ଥାନ ପ୍ରତି ମଙ୍ଗଳଙ୍କ ବିଷମ ଦୃଷ୍ଟି ହେତୁ ଆପଣଙ୍କ କଠୋର ବାକ୍ୟାଳାପ ସମସ୍ୟା ସୃଷ୍ଟି କରିବ । ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।
ସାଠରେ ମନ ଦେବେ ।
ଚିନ୍ତାଧାରା ଉନ୍ନତ ହେବ ।
କାର୍ଯ୍ୟ ତତ୍ପର ରହିବେ ।
ଅର୍ଥ ଲାଭ ହେବ ।
ସୁଖଭାରା ଦିନଟି ।
କୀଟ ନାଶକର ସଠିକ୍ ସମୟରେ ବ୍ୟବହାର କରନ୍ତୁ ।

ତୁଳା – ଏକାଦଶସ୍ଥ ତିନୋଟି ଗ୍ରହ ଆପଣଙ୍କ ଯାତ୍ରାରେ କାର୍ଯ୍ୟ ସିଦ୍ଧି, ଅର୍ଥ ଲାଭ ସହ ଅଭିଳାଷ ପୂରଣ କରିବେ । କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।
ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।
ଅସୁସ୍ଥ ଅନୁଭବ କରିବେ ।
ପାଠପଢା ପ୍ରତି ସଜାଗ ରହିବେ ।
କାର୍ଯ୍ୟରେ ସଫଳ ହେବେ ।
ନୂଆ ବ୍ୟବସାୟ କ୍ଷତି ହେବ ।
ସୁଖ ଅନୁଭବ କରିବେ ।

ବିଛା – ଆଜିର ଗ୍ରହମାନଙ୍କ ଅପୂର୍ବସଂଯୋଗ ଉଚ୍ଚସମ୍ମାନ, କାର୍ଯ୍ୟ ସିଦ୍ଧି ସାଙ୍ଗକୁ ବନ୍ଧୁମିଳନର ସୁଯୋଗ ମିଳିବ । ଭଲ ସମ୍ପର୍କ ରହିଥିବା ବନ୍ଧୁଟିର କାର୍ଯ୍ୟକଳାପ ସନ୍ଦେହଜନକ ମନେ ହେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।
ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ଅସାଧ୍ୟ ରୋଗରେ ପୀଡିତ ହେବେ ।
ବିଦ୍ୟାରେ ମନ ଦେବେ ।
ଅର୍ଥ ହାନୀ ହେବ ।
ସଫଳତା ମିଳିବ ।
କାର୍ଯ୍ୟରେ ବ୍ୟସ୍ତ ରହିବେ ।

ଧନୁ – ଲକ୍ଷ୍ମୀସ୍ଥାନରେ ନିକ ରାଶିରେ ମଙ୍ଗଳ ଗୃହ, ଜମି, ଯାନ୍ତ୍ରିକ ଜିନିଷ ପ୍ରାପ୍ତିର ସୂଚନା ଦେଉଛି । କିନ୍ତୁ ମୂଳା ନକ୍ଷତ୍ର ସକାଶେ କୌଣସି ଅତୀତ ଘଟଣାକୁ ନେଇ ମାନସିକ ଅବସାଦ ବୃଦ୍ଧି ପାଇବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।
ଜମିର ଉର୍ବରତା ପାଇଁ ଜୈବିକ ସାରର ବ୍ୟବହାର କରନ୍ତୁ ।
ଆଜି କିଛି ଦିନ ସତର୍କ ରୁହନ୍ତୁ ।
ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।
କର୍ମ କ୍ଷେତ୍ରରେ ଉନ୍ନତି ମିଳିବ ।
ନୂଆ ବ୍ୟବସାୟ ଲାଭ ହେବ ।
ଧାର୍ମିକ ହେବେ ।

ମକର – ନିଜର ଦୃଢତା ସାଙ୍ଗକୁ ପରିବାରର ସମର୍ଥନ ଦୃଢ ନିଷ୍ପତ୍ତି ନେବାରେ ସହାୟକ ହେବ । ପରିଜନଙ୍କ ସହିତ ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଜୁଟିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।
ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।
ଆଜି କିଛି ଦିନ ସତର୍କ ରୁହନ୍ତୁ ।
ସାଠରେ ମନ ଦେବେ ।
ପ୍ରଶଂସିତ ହେବେ ।
ଅର୍ଥ ହାନୀ ହେବ ।
ପିଲାମାନଙ୍କ ପ୍ରତି ଚିନ୍ତାରେ ରହିବେ ।

କୁମ୍ଭ – ଷଷ୍ଠାଧିପ ଚନ୍ଦ୍ର ସପ୍ତମସ୍ଥ ପରିବାରରେ ମନାନ୍ତର ସୃଷ୍ଟି କରିବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।
ଚାଷୀ- ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।
ସାମାନ୍ୟ ସୁସ୍ଥ ଅନୁଭବ କରିବେ ।
ଉଚ୍ଚ ଶିକ୍ଷା ଆବଶ୍ୟକ ।
ନୂଆ ଜବ୍ ମିଳିବା କଷ୍ଟ ।
ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।
ପୂଜା ପାଠରେ ବ୍ୟସ୍ତ ରହିବେ ।

ମୀନ – ମୁଖଭାବସ୍ଥ ମଙ୍ଗଳଜନିତ ଅପ୍ରିୟ ସତ୍ୟ କହି ବିବାଦକୁ ନିମନ୍ତ୍ରଣ କରିପାରନ୍ତି । କର୍ମକ୍ଷେତ୍ରରେ ମନ କଥା ମନରେ ରଖି କୂଟନୀତ ବଳରେ କାର୍ଯ୍ୟ ସାଧନ କରିପାରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।
ପୋଖରୀ/ଗାଢିଆ କରି ଜଳ ସଞ୍ଚୟ କରନ୍ତୁ ।
ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।
ମନରେ ଗର୍ବ ଭାବ ଆସିବ ।
କରତ୍‌କର୍ମା ହେବେ ।
ନୂଆ ବ୍ୟବସାୟ ଲାଭ ହେବ ।
ସୌଭାଗ୍ୟ ପ୍ରାପ୍ତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.