suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ହୀରାକୁଦ ଡ୍ୟାମ୍ ପାଳୁଛି ତାର ୬୬ତମ ଜନ୍ମଦିନ

13/01/2023 at 5:13 PM

ସମ୍ବଲପୁର 13/01 : ଆଜି ହୀରାକୁଦ ଡ୍ୟାମ୍ ପାଳୁଛି ଆଜି ତାର ୬୬ତମ ଜନ୍ମଦିନ।  ଆଜିର ଦିନରେ ୧୯୫୭ ଜାନୁଆରୀ ୧୩ତାରିଖରେ ଜାତି ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପିତ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ।  ତେବେ ଏହି ପରିପ୍ରେକ୍ଷୀରେ ଏହି ଦିବସକୁ କଳା ଦିବସ ଭାବେ ପାଳିଛନ୍ତି ହୀରାକୁଦ ବିସ୍ଥାପିତ ।

ଆଜି ସମ୍ବଲପୁର କଚେରୀ ଛକରୁ ଏକ ଶୋଭାଯାତ୍ରାରେ ବାହାରି ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସରକାର ଏପର୍ଯ୍ୟନ୍ତ ବିସ୍ଥାପିତଙ୍କୁ ୧୦ଡେସମିଲ ଜମି ଯୋଗାଇ ଦେଇନଥିବା ବିସ୍ଥାପିତ ଅଭିଯୋଗ କରିଛନ୍ତି । ସବୁ ସରକାରୀ ନିର୍ଦ୍ଦେଶନାମାକୁ ସ୍ଥାନୀୟ ସ୍ତରରେ ତହସିଲଦାର, ଜିଲ୍ଲାପାଳମାନେ ପାଳନ କରୁନଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତ ।  ଏପର୍ଯ୍ୟନ୍ତ ପ୍ରକୃତରେ କେତେ ବିସ୍ଥାପିତ ଅଛନ୍ତି ତାଙ୍କର ଗଣନା ମଧ୍ୟ କରାଗଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ।

   Related Posts