ବିରୋଧୀଙ୍କ ହଙ୍ଗାମା ପରେ ଅଚଳ ଗୃହ, ୪ଟା ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର ୨୬/୦୯: ବିଧାନସଭା ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ହୋହଲ୍ଲା ହଙ୍ଗାମା କରିଥିଲେ । ଏମିତିକି ବାଚସ୍ପତିଙ୍କ ଆସନ ସମ୍ମୁଖରେ ଯାଇ ନାରାବାଜି କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୨ ଟା ଯାଏଁ ମୁଲତବୀ କରିଥିଲେ । ପରେ ୧୨ଟା ପରେ ବି ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ । ତଥାପି ଚାଲିପାରିଲାନଥିଲା ଗୃହ । ପୁଣିଥରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କରିଥିଲେ ବାଚସ୍ପତି । ସୂଚନା ଥାଉକି, ବାଚସ୍ପତିଙ୍କ … Continue reading ବିରୋଧୀଙ୍କ ହଙ୍ଗାମା ପରେ ଅଚଳ ଗୃହ, ୪ଟା ଯାଏଁ ବିଧାନସଭା ମୁଲତବୀ