ବିଧାନସଭା ପ୍ରଶ୍ନ କାଳ: ଶକ୍ତି, ଶିଳ୍ପ ଓ ସାମାଜିକ ସୁରକ୍ଷା ନେଇ ହେବ ଆଲୋଚନା
17/03/2023 at 8:00 AM

ଭୁବନେଶ୍ୱର ୧୭/୦୩: ବିଧାନସଭା ପ୍ରଶ୍ନ କାଳରେ ଆଜି ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କାରଣ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବିଜ୍ଞାନ ଓ କାରିଗରୀ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଆଲୋଚନା ରହିଛି । ଅପରାହ୍ନରେ ଜଳ ସଂପଦ ବିଭାଗର ଖର୍ଚ୍ଚଦାବି ଆଲୋଚନା ରହିଛି।
ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ଗତକାଲି ଶୂନ୍ୟକାଳରେ ବିରୋଧୀ ଗୃହକୁ ଅଚଳ କରିଥିଲେ। ବାରମ୍ବାର ମୁଲତବୀ ହେବା ଫଳରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକର ନିଷ୍ପତି ଅନୁସାରେ ଆଜି ପରିବହନ ମନ୍ତ୍ରୀ ଗୃହରେ ଡ୍ରାଇଭରଙ୍କ ଆନ୍ଦୋଳନ ନେଇ ବିବୃତି ରଖିବେ ।
Related Posts
କୁଟୁରା ମାରିବା ଅଭିଯୋଗରେ ଶିକାରୀ ଗିରଫ
23 March 2023
ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ଅଟୋ; ଚାଲିଗଲା ଶିଶୁପୁତ୍ରର ଜୀବନ
23 March 2023