ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଜିଓ ନେଟ୍ ସ୍ପିଡ ନହେଲେ ସେଟିଂରେ ଆଣନ୍ତୁ ଏହି ପରିବର୍ତ୍ତନ, ବଢିବ ୩ ଗୁଣା ଅଧିକ ସ୍ପିଡ୍

24/09/2019 at 4:31 PM

ଜିଓ ନିଜ ଗ୍ରାହକଙ୍କ ପାଇଁ ଜବବରଦସ୍ତ ଅଫରର ଲାଭ ଦେଉଥାଏ। ଜିଓର ୪ଜି ସ୍ପିଡ ଯୋଗୁଁ ଅନେକ ସମସ୍ୟାର ସମାଧାନ ହୋଇପାରିଛି। ହେଲେ କିଛି ଦିନ ମଧ୍ୟରେ ଅନେକ ୟୁଜର୍ସ ଅଭିଯୋଗ କରୁଛନ୍ତି ଯେ, ଜିଓ ପୂର୍ବ ଭଳି ସ୍ପିଡ୍‌ ଚାଲୁନାହିଁ। ୪ଜି ଡାଟାର କୌଣସି ଫାଇଦା ଉଠାଇପାରୁନାହାନ୍ତି ଲୋକେ।

ପ୍ରଥମେ ଯେଉଁଠି ୨୫ରୁ ୩୦ ଏମ୍‌ବିପିଏସର ସ୍ପିଡ ମିଳୁଥିଲା ଏବେ ତାହା ୪ ଏମ୍‌ବିଏସ ସ୍ପିଡ ଦେଉଛି। ଏଥିପାଇଁ ଅନେକ ଅସୁବିଧା ହେଉଛି। ନେଟ ଭଲ ଭାବେ ବ୍ୟବହାର ହେଇପାରୁନାହିଁ।

ତେବେ ଜିଓ ୪ଜିର ଭରପୁର ମଜା ନେବା ପାଇଁ ଏହି ଟ୍ରିକ ଆପଣାନ୍ତୁ। ମୋବାଇଲ ସେଟିଂରେ ଯାଇ ପ୍ରିଫର୍ଡ ନେଟୱାର୍କ ଟାଇପକୁ ଏଲ୍‌ଟି (LTE) ରେ ବଦଳାଇଦେଲେ ଡାଟା ସ୍ପିଡ୍‌ ବଢିବ। ପୁଣି ମୋବାଇଲ ସେଟିଂରେ ଯାଇ Access point namesକୁ କ୍ଲିକ୍‌ କଲେ କିଛି ଅପସନ ଆସିବ। ଏସେଥିମଧ୍ୟରୁ APN ପ୍ରଟୋକଲ ଅପସନ ବାଛି Ipv4/Ipv6 ଚୟନ କଲେ ଅନେକ ଲାଭ ମିଳିବ।

 

.

   Related Posts