TMC ସାଂସଦ ସୁଇମିଂ ପୁଲ୍‌ରେ ଦେଖାଇଲେ ସିଜିଲିଂ ଲୁକ୍‌, ଫଟୋ ଭାଇରାଲ

ମୁମ୍ଵାଇ ୦୯।୦୮: ବଙ୍ଗୀୟ ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ ଜାହାଁ । ସେ ତାଙ୍କ ପ୍ରୋଫେଶନାଲ ଠାରୁ ପର୍ସନାଲ ଲାଇଫ୍‌କୁ ନେଇ ଖୁବ୍‌ ଚର୍ଚ୍ଚାରେ ରୁହନ୍ତି। ନୁସରତଙ୍କ ପ୍ରଶଂସକମାନେ ସାରା ଦେଶରେ ଅଛନ୍ତି। ଅଭିନେତ୍ରୀ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି । ବର୍ତ୍ତମାନ ତାଙ୍କର ଇନଷ୍ଟାଗ୍ରାମରେ ତାଙ୍କର ନୂଆ ଲୁକ୍ ସାମ୍ନାକୁ ଆସିଛି । ଏବେ ପୁଣି ଥରେ ନୁସରତଙ୍କ ନୂଆ ଫଟୋସୁଟ ଭାଇରାଲ ହେବାରେ ଲାଗିଛି । ନିକଟରେ ନୁସରତଙ୍କର ନୂଆ ଫଟୋ … Continue reading TMC ସାଂସଦ ସୁଇମିଂ ପୁଲ୍‌ରେ ଦେଖାଇଲେ ସିଜିଲିଂ ଲୁକ୍‌, ଫଟୋ ଭାଇରାଲ