ଫାଇଲିନ୍ ଦୁର୍ଦ୍ଦଶାକୁ ତାଜା କରି ଦେଇଛି ତିତଲୀ, ୧୫ ଜିଲ୍ଲାରେ ହାଇ ଆଲର୍ଟ
10/10/2018 at 2:04 AM

ଭୁବନେଶ୍ୱର ୯/୧୦: ଫାଇଲିନ୍ ଦୁର୍ଦ୍ଦଶାକୁ ତାଜା କରି ଦେଇଛି ତିତଲୀ । ଓଡ଼ିଶା ପ୍ରତି ଏହାର ସମ୍ଭାବନା ଅଧିକ ଥିବାରୁ ରାଜ୍ୟ ସରକାର ଓ ପ୍ରଶାସନ ଆଲର୍ଟ ହୋଇଛନ୍ତି । ୧୫ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଗଞ୍ଜାମ, ବ୍ରହ୍ମପୁର, ଜଗତସିଂହପୁର, ପାରାଦୀପ ଆଦି ସ୍ଥାନରେ ପ୍ରଶାସନ ତତ୍ପର ହୋଇଛି ।