ଫାଇଲିନ୍ ଦୁର୍ଦ୍ଦଶାକୁ ତାଜା କରି ଦେଇଛି ତିତଲୀ, ୧୫ ଜିଲ୍ଲାରେ ହାଇ ଆଲର୍ଟ

Published By : Prameya-News7 Bureau | October 10, 2018 IST

ଭୁବନେଶ୍ୱର ୯/୧୦: ଫାଇଲିନ୍ ଦୁର୍ଦ୍ଦଶାକୁ ତାଜା କରି ଦେଇଛି ତିତଲୀ । ଓଡ଼ିଶା ପ୍ରତି ଏହାର ସମ୍ଭାବନା ଅଧିକ ଥିବାରୁ ରାଜ୍ୟ ସରକାର ଓ ପ୍ରଶାସନ ଆଲର୍ଟ ହୋଇଛନ୍ତି । ୧୫ ଜିଲ୍ଲାରେ ହାଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ଗଞ୍ଜାମ, ବ୍ରହ୍ମପୁର, ଜଗତସିଂହପୁର, ପାରାଦୀପ ଆଦି ସ୍ଥାନରେ ପ୍ରଶାସନ ତତ୍ପର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.