Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଉତ୍ସବରେ ସାମିଲ ହେଲା ଗୁଗଲ, ଡୁଡଲ ମାଧ୍ୟମରେ ଜଣାଇଲା ଶୁଭେଚ୍ଛା
  • ||
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ବାଘୁଣୀ ସୁନ୍ଦରୀ ଅସୁସ୍ଥ ଥିବା ଖବରକୁ ଆରସିସିଏଫର ଖଣ୍ଡନ

17/11/2018 at 10:27 AM

ଅନୁଗୁଳ ୧୭/୧୧: ରାଇଗୁଡା ଏଂକ୍ଲୋଜରରେ ଥିବା ବାଘୁଣୀ ସୁନ୍ଦରୀ ଅସୁସ୍ଥ ଥିବା ଖବରକୁ ଆରସିସିଏଫ ସାତକୋଶିଆ ଖଣ୍ଡନ କରିଛନ୍ତି। ବାଘୁଣୀ ସୁନ୍ଦରୀ ଏଂକ୍ଲୋଜର ଭିତରେ ବୁଲାବୁଲି କରୁଛି। ତାକୁ ଛେଳି ଏବଂ ବାରହା ଶିକାର ପାଇଁ ଦିଆଯାଇଛି।ଏବଂ ସେ ଶିକାର କରିଛି। ସେ ସୁସ୍ଥ ଥିବା ମଧ୍ୟ କହିଛନ୍ତି। ସେପଟେ ଆଜି ମଧ୍ୟ  ଟିମ ସାଇଣ୍ଟିଷ୍ଟ ଡା ରମେଶ ଏବଂ ଏନଟିସିଏର ଆଇଜି  ଅମିତ ମଲ୍ଲିକ ମଧ୍ୟ ସାତକୋଶିଆ ବାଘ ମୃତ୍ୟୁର  ତଦନ୍ତ ପାଇଁ ଯାଇଛନ୍ତି। ଏହା ପରେ ଆଜି ଅପରାହ୍ନରେ ସେ ପ୍ରେସକୁ ଭେଟିବେ ବୋଲି ସୂଚନା ଦେଇଛନ୍ତି।

   Related Posts