ନନ୍ଦନକାନନରେ ୪ ନୂଆ ଅତିଥି; ମା ହେଲା ବାଘୁଣି ଅଙ୍କିତା
17/02/2023 at 6:29 PM

ବାରଙ୍ଗ ୧୭/୦୨: ନନ୍ଦନକାନନରେ ଚିଡ଼ିଆଖାନାରେ ବାଘୁଣୀ ଅଙ୍କିତା ମା ହୋଇଛି। ବାଘ ନନ୍ଦନ ଓ ଅଙ୍କିତାର ମିଳନରେ ୪ ଶାବକ ଜନ୍ମନେଇଛନ୍ତି। ଅଙ୍କିତା ସେମାନଙ୍କୁ ଠିକ୍ ଭାବେ ସ୍ତନ୍ୟପାନ କରାଉଥିବା ଜଣାପଡ଼ିଛି। ୪ ଶାବକ ଓ ଅଙ୍କିତା ଉପରେ ନନ୍ଦନକାନନ କର୍ତ୍ତୃପକ୍ଷ ତୀକ୍ଷ୍ଣ ନଜର ରଖିଛନ୍ତି।
Related Posts
ଆକ୍ସନରେ ଜିଏସ୍ଟି, ଏକକାଳୀନ ରାଉରକେଲାର ୭ଟି ସ୍ଥାନରେ ଚଢାଉ
27 March 2023
୩ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଧରାପଡିଲେନି ବେପାରୀ
27 March 2023