ବାଘୁଣୀ ସୁନ୍ଦରୀ ପୁଣି ଗାଁ ମୁହାଁ

Published By : Prameya-News7 Bureau | October 14, 2018 IST

ବାଘୁଣୀ ସୁନ୍ଦରୀ ପୁଣି ଗାଁ ମୁହାଁ । କୋର୍ ଏରିଆ ଛାଡ଼ି ପୁଣି ଗାଁ ମୁହାଁ ହେଲା ସୁନ୍ଦରୀ । ଟିକରପଡ଼ା ଫଞ୍ଜାୟତର ମଝିପଡ଼ା ଖେଳ ପଡ଼ିଆରେ ସୁନ୍ଦରୀ ବୁଲୁଥିବା ଲୋକେ ଦେଖିଛନ୍ତି । ଏନେଇ ଲୋକେ ଭୟଭୀତ ହୋଇ ପଡିଛନ୍ତି । ହାତୀବାରି ଗାଁ ଠାରୁ ମାତ୍ର କିଛି ଦୂରରେ ସୁନ୍ଦରୀ ଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.