oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ପାଇଁ ଉଭୟ କମିସନରେଟ ଓ ଜିଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

26/05/2018 at 7:23 AM

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସୁରୁଖୁରୁରେ ଶେଷ କରିବା ପାଇଁ ଉଭୟ କମିସନରେଟ ଓ ଜିଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା
କରାଯାଇଛି । ଉଭୟ ପଡ଼ିଆ ଓ ପଡ଼ିଆ ବାହାରେ ୬୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ଜଣେ ଅତିରିକ୍ତ ପୁଲିସ କମିସନରଙ୍କ ସହିତ ୩ଜଣ ଡିସିପି, ୪ଜଣ ଅତିରିକ୍ତ ଡିସିପି, ୩ଜଣ କମାଣ୍ଡାଣ୍ଟ, ୬ଜଣ ଡେପୁଟି କମାଣ୍ଡାଣ୍ଟ, ୧୦ ଜଣ ଅତିରିକ୍ତ କମାଣ୍ଡାଣ୍ଟ, ୧୪ଜଣ ଡିଏସପି/ଏସିପି, ୩୧ଜଣ ଇନ୍ସପେକ୍ଟରୟ, ୧୧୯ଜଣ ଏସଆଇ ଓ ଏଏସଆଇ, ୧୨୦ଜଣ କନେଷ୍ଟବଳ, ୧୭୪ଜଣ କନେଷ୍ଟବଳ, ଦୁଇ ପଡ଼ିଆ ଏବଂ ଏହାର ଆଖପାଖ ଅଞ୍ଚଳରେ ୪ ୟୁନିଟ୍ ଏସଓଜି ଯବାନ, ୨ୟୁନିଟ୍ କୁଇକ୍ ରିଆକ୍ସନ୍ ଟିମ୍, ୩ ୟୁନିଟ୍ ଆଣ୍ଟି ଟେରରିଷ୍ଟ୍ ସ୍କ୍ୱାଡ, ୨ୟନିଟ୍ ବୋମା ନିଷ୍କିୟକାରୀ ଦଳ, ସ୍ପେଶାଲ ସ୍କ୍ୱାଡଙ୍କୁ ରାତ୍ରିରୁ ନିୟୋଜିତ କରାଯାଇଛି । ସହରରେ ବିଭିନ୍ନ ପ୍ରବେଶ ଦ୍ୱାରରେ ବନ୍ଧୁକଧାରୀ ପୁଲିସ ମୁତୟନ କରାଯିବା ସହିତ ଯା’ଆସ କରୁଥିବା ଯାନବାହନ ଓ ଲୋକଙ୍କୁ ଅଟକ ରଖି ଯାଞ୍ଚ କରାଯିବ ।

Leave a Reply

   Related Posts