ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଖୋର୍ଦ୍ଧାରେ ବାଘ ଗୁଜବ, ନାକେଦମ ବନ ବିଭାଗ

18/11/2022 at 10:17 PM

ଖୋର୍ଦ୍ଧା: ଖୋର୍ଦ୍ଧା ବନାଞ୍ଚଳରେ ବାଘ ଆତଙ୍କ ନେଇ ଗୁଜବ ସୃଷ୍ଟି ହୋଇଛି। ଫଳରେ ଜଙ୍ଗଲ ନିକଟବର୍ତ୍ତୀ ଲୋକେ ଆତଙ୍କିତ ହୋଇ ପଡିଥିବା ବେଳେ ଏହା ଏକ ଗୁଜବ, ଏଥିରେ ଭୟଭୀତ ନହେବାକୁ ବନ ବିଭାଗ ପରାମର୍ଶ ଦେଇଛି। ଗତକାଲି ଶରଧାପୁର ଗ୍ରାମିଣ ଜଙ୍ଗଲକୁ କାଟ ହାଣି ଫେରୁଥିବା ମହିଳା ବାଘ ଦେଖିଥିବା ନେଇ ଗୁଜବ ହେବା ପରେ, ଗ୍ରାମବାସୀଙ୍କ ଠାରୁ ଖବରପାଇ ବନ ବିଭାଗ ରେଞ୍ଜର ଜୟକୃଷ୍ଣ ପଣ୍ଡାଙ୍କ ନେତୃତ୍ବରେ ଟିମ ଶରଧାପୁର ଜଙ୍ଗଲ ଅନୁସନ୍ଧାନ କରିଥିଲେ। ଶୁକ୍ରବାର ପୁଣି ବେରୁଆଁ ଜଙ୍ଗଲରେ ପୁଣି ଗୁଜବ ହେବା ପରେ ବନ ଟିମ ପହଞ୍ଚି ତନାଘନା କରିଛି। ଖୋର୍ଦ୍ଧା ବନାଞ୍ଚଳ ରେ ବାଘ ନଥିବା ବନ ଅଧିକାରୀ ସ୍ପଷ୍ଟ କରିଛନ୍ତି। ବାଘ କୁ ନେଇ ଗୁଜବ । ଅଜଣା ଭୂୟଭିତ ନ ହେବାକୁ ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀ ଖହିଛନ୍ତି।

   Related Posts