Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଆସନ୍ତାବର୍ଷ ଏକା ସଙ୍ଗେ ହେବ ବାଘ ଓ ହାତୀ ଗଣନା, ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର

26/08/2021 at 3:00 PM

ଭୁବନେଶ୍ବର ୨୬।୮: ୨୦୨୨ରେ ଏକା ସଙ୍ଗେ ହେବ ବାଘ ଓ ହାତୀ ଗଣନା । କେନ୍ଦ୍ର ସରକାର ଏହି ନୂଆ ପ୍ରସ୍ତାବ ଦେଇଛନ୍ତି ବୋଲି PCCF ଶଶୀ ପଲ ସୂଚନା ଦେଇଛନ୍ତି ।  ହେଲେ କେଉଁ ପଦ୍ଧତିରେ ହେବ, ତାକୁ ଅପେକ୍ଷା କରାଯାଇଛି । ତେବେ ପୂର୍ବରୁ ବାଘ ଓ ହାତୀ ଗଣନା ଅଲଗା ଅଲଗା ହେଉଥିଲା । ୨୦୧୭ ଗଣନା ଅନୁସାରେ, ରାଜ୍ୟରେ ୧୯୭୬ ହାତୀ ଥିଲେ। ହାତୀ ୩ଟି କାରଣରୁ ମରୁଛନ୍ତି । ଗୋଟିଏ ସ୍ବାଭାବିକ ମୃତ୍ୟୁ । ଦ୍ଵିତୀୟ ରୋଗରେ ଯେପରି ଗତ ଫେବୃଆରୀରେ କଳାହାଣ୍ଡିର କଲରାପାଟରେ ହୋଇଥିଲା । ତୃତୀୟରେ ବର୍ଷକୁ ୧୫ରୁ ୨୦ ହାତୀ ଅସ୍ଵାଭାବିକ କାରଣରୁ ମରନ୍ତି । ଯେପରି ଟ୍ରେନ୍ ଧକ୍କା, ବିଦ୍ୟୁତ ଆଘାତ, ଶିକାର ବି କାରଣ।

   Related Posts