Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ତୋୟାପୁଟ ଅଞ୍ଚଳରେ ବାଘ ଆତଙ୍କ, ଚିହ୍ନଟ ହେଲା ଗତିବିଧି

25/09/2022 at 5:26 PM

ଲକ୍ଷ୍ମୀପୁର, ୨୫।୯: ତୋୟାପୁଟ ଲକ୍ଷ୍ମୀପୁର ବ୍ଳକ୍ ତୋୟାପୁଟ ଅଞ୍ଚଳରେ ବାଘ ଆତଙ୍କ । ଏକ ମହାବଳ ବାଘକୁ ସ୍ଥାନୀୟ ଲୋକେ ଦେଖିଥିବା କହୁଥିବା ବେଳେ ଉକ୍ତ ଅଞ୍ଚଳରେ ବିଘର ଗତିବିଧି ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏନେଇ ଗ୍ରାମରେ କୋକୁଆ ଭୟ ଦେଖିବାକୁ ମିଳିଛି । ଘଟଣାର ସତ୍ୟତା ପାଇଁ କୋରାପୁଟ ବନଖଣ୍ଡ ଅଧିକାରୀ ଅଞ୍ଚଳ ପରିଦର୍ଶନ କରିଛନ୍ତି ।

   Related Posts