scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାରଳାଖେମୁଣ୍ଡି ଉପକଣ୍ଠରେ ବାଘ ଆତଙ୍କ, ସତର୍କ କରାଇଲା ବନ ବିଭାଗ

20/11/2023 at 9:34 PM

Tiger

ଗଜପତି: ପାରଳାଖେମୁଣ୍ଡି ଉପକଣ୍ଠରେ ବାଘ ଆତଙ୍କ । ବାଘକୁ ନେଇ ଭୟରେ ଲୋକେ। ପାରଳାଖେମୁଣ୍ଡି କେରାଣ୍ଡି ପଞ୍ଚାୟତରେ ବାଘ ଆତଙ୍କ ପରେ ଭୟରେ ଲୋକେ। ସେପଟେ ବାଘ ଠାରୁ ସତର୍କ ରହିବା ପାଇଁ ବନବିଭାଗ ବିଭିନ୍ନ ଗ୍ରାମରେ ଲୋକଙ୍କୁ ସଚେତନ କରିବା ଜାରି ରଖିଛି । ପାରଳାଖେମୁଣ୍ଡି ସହରରୁ ମାତ୍ର ୨ କିମି ଦୂରରେ ରହିଛି ବାଘର ଉପସ୍ଥିତି । ବର୍ତ୍ତମାନ ମୋହେନ୍ଦ୍ରତନୟା ନଦୀ ଆରପାରି ଆନ୍ଧ୍ରର ସରାଳି ଜଙ୍ଗରେ ବାଘର ଉପସ୍ଥିତ ଥିବା ସୂଚନା ଦେଇଛି ବନବିଭାଗ ।

ଆହୁରି ପଢ଼ନ୍ତୁ: ଘଞ୍ଚ ଜଙ୍ଗଲରେ ଅସୁସ୍ଥ ହାତୀ ଛୁଆ, ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା ପାଇଁ ବନ ବିଭାଗର ଉଦ୍ୟମ

   Related Posts