ବାଘୁଣୀ ସୁନ୍ଦରୀ ଆତଙ୍କରେ ଲୋକେ ଆତଙ୍କିତ
22/08/2018 at 6:34 PM

ସୁନ୍ଦରୀ ଆତଙ୍କରେ ଲୋକେ ଆତଙ୍କିତ । ସୁନ୍ଦରୀ ପାଇଁ ଗାଁ ଲୋକଙ୍କ ନିଦ ହଜିଗଲାଣି । କେତେବେଳେ ଲୋକଙ୍କ ଯିବା-ଆସିବା ରାସ୍ତା ମଝିରେ ବସି ରହୁଛି, ତ ଆଉ କେତେବେଳେ ଗାଁ ନିକଟ ସ୍କୁଲ୍ ପାଖକୁ ଚାଲି ଆସୁଛି । ପୁଣି କେତେବେଳେ ଚରିବାକୁ ଯାଇଥିବା ଗୃହପାଳିତ ପଶୁଙ୍କୁ ଆକ୍ରମଣ କଲାଣି । ବନ ବିଭାଗ ସବୁ ଜାଣୁଛି, ହେଲେ ଲୋକଙ୍କ ଅସୁବିଧାକୁ ଟାଳି ଦେଇ ବାଘଙ୍କ ବଂଶବୃଦ୍ଧି କଥା କହୁଛି ।