ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1/02/2023 at 5:10 PM

ବାରିପଦା ୦୧/୦୨: ବିପଦରେ ବଘ ବଂଶ। ବନ ବିଭାଗ ଦ୍ୱାରା ପୁଣି ବାଘଛାଲ ଜବତ କରାଯାଇଛି। ଏପରି ଅପରାଧିକ କାଣ୍ଡ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିରେ ସାମ୍ନାକୁ ଆସିଛି। ସେଠାର ଥିବା ଏକ ଢ଼ାବାରୁ ଗୋଟିଅ କଲରାପତରିଆ ବାଘଛାଲ ଜବତ କରାଯାଇଛି। ୪୯ନଂ ଜାତୀୟ ରାଜପଥ ପାଖ ଏକ ଢ଼ାବାରେ ଡିଲ ବେଳେ ବନବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢ଼ଉ କରାଯାଇ ଏହ ଛାଲ ଜବତ ହୋଇଛି। ଏହି ଅଭିଯୋଗରେ ପୋଲିସ ୬ ଜଣ ଚୋରା ଚାଲାଣକାରୀଙ୍କୁ ରଖି ଏବେ ଅଧିକ ପଚରାଉଚୁରା ଜାରି ରିଖିଛି।
Related Posts
କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
26 March 2023