ବାଘଛାଲ ବ୍ୟବସାୟୀକୁ ଗିରଫ କଲା କ୍ରାଇମବ୍ରାଞ୍ଚ
15/12/2022 at 5:17 PM

ଉଦଳା ୧୫/୧୨: ମହାବଳ ବାଘ ଛାଲ ଜବତ ଘଟଣା। ଫେରାର ହୋଇଥିବା ମୁଖ୍ୟ ବାଘ ଛାଲ ବେପାରୀ ଫାଗୁ ହାଁସଦା ଗିରଫ। ଫାଗୁକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଗୁରୁବାର ଉଭୟ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି। ଏହି ଘଟଣାରେ ବୁଧବାର ବା ଗତକାଲି ଅଭିଯୁକ୍ତ ଦେବାଶିଷ ପାତ୍ର ଗିରଫ ହୋଇଥିଲା।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023