ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ଲାଞ୍ଜିଗଡରେ ବାଘ ଆତଙ୍କ ; ଗାଈକୁ ମାରି ଖାଇଗଲା

13/03/2019 at 8:33 AM

ଲାଞ୍ଜିଗଡ ୧୩|୩ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ୍ ଗୁଣ୍ଡରୀ ପଞ୍ଚାୟତରେ ବାଘ ଆତଙ୍କ ଦେଖାଦେଇଛି । ଗାଈକୁ ବାଘ ଖାଉଥିବା ଦେଖି ବନ ବିଭାଗକୁ ଖବର ଦେଇଛନ୍ତି ଗ୍ରାମବାସୀ । ଜାମକଣା ଗାଁର ସମୀର ନାଗଙ୍କ ଗାଈକୁ ବାଘ ଖାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ବନ ପହଂଚି ତଦନ୍ତ ଆରମ୍ଭ କରିଛି । ଦୁଇ ମାସ ତଳୁ ଗୁଣ୍ଡରୀ ପଚାଂୟତ ର ୧୧ଟି ଗାଁରେ କଲରାପତରିଆ ବାଘ ଆତଙ୍କ ଖେଳାଇଛି । ଛେଳି ଗାଈ ଆଦି ପଶୁକୁ ବାଘ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି ।

   Related Posts