ରେଙ୍ଗାଲି ଜଳପ୍ରପାତ ନିକଟରେ କଲରାପତରିଆ ବାଘର ମୃତ୍ୟୁ
16/01/2019 at 3:31 PM

ଅନୁଗୁଳ ୧୫|୧: କଲରାପତରିଆ ବାଘର ମୃତ୍ୟୁ ହୋଇଛି । ଅନୁଗୁଳ ଜିଲ୍ଲା ରେଙ୍ଗାଲି ଜଳପ୍ରପାତ ନିକଟରେ ଏକ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି । ମାଙ୍କଡଚୁଆ ଗ୍ରାମବାସୀ ପ୍ରଥମେ କଲରାପତରିଆ ବାଘର ମୃତଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି । ତେବେ ବାଘ କେମିତି ମଲା ତାର ପ୍ରକୃତ କାରଣ ଜଣାପଡିନି । ଘଟଣାର ତଦନ୍ତ କରୁଛି ବନ ବିଭାଗ ।
Related Posts
ଟ୍ରକକୁ ପଛ ପଟୁ ପିଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ
5 February 2023