ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ରାସ୍ତା କଡରୁ ୨ଟି ଟିଫିନ ବୋମା ଉଦ୍ଧାର : ଲୋକେ ଆତଙ୍କିତ

6/01/2020 at 11:06 AM

ନବରଙ୍ଗପୁର ୬/୧: ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ସରଗୁଳି ଗ୍ରାମ ରାସ୍ତା କଡରୁ ୨ଟି ଟିଫିନ ବୋମା ଉଦ୍ଧାର ହୋଇଛି। ଗ୍ରାମବାସୀ ପ୍ରଥମେ ଟିଫିନ ବୋମାକୁ ଦେଖି ପୋଲିସକୁ ଖବର ଦେଇଥିଲେ ।

ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ଦଳ ପହଞ୍ଚି ବୋମା ନିଷ୍କ୍ରିୟ କରୁଛନ୍ତି ଓ ରାଇଘର ପୋଲିସ ତଦନ୍ତ ଆରମ୍ଭ କରିଛି । ବୋମା ଖବର ଶୁଣି ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି ।

   Related Posts