oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଲିଜେଣ୍ଡ ଲିଗ କ୍ରିକେଟ୍ ପାଇଁ ଆସନ୍ତାକାଲି ଠାରୁ ବିକ୍ରି ହେବ ଅଫଲାଇନ ଟିକେଟ, ଦିନ ୧୦ଟାରେ ଆରମ୍ଭ ହେବ ଟିକେଟ୍ ବିକ୍ରି ପ୍ରକ୍ରିୟା

22/09/2022 at 10:41 PM

କଟକ, ୨୨/୦୯: ଲିଜେଣ୍ଡ ଲିଗ କ୍ରିକେଟ ପାଇଁ ଆସନ୍ତାକାଲି ଠାରୁ ବିକ୍ରି ହେବ ଅଫଲାଇନ ଟିକେଟ । ମୋଟ ୮୪୨୧ ଟିକେଟ ଅଫଲାଇନ୍‌ରେ ବିକ୍ରି ହେବ । ଓସିଏର କାଉଣ୍ଟରରେ ଦିନ ୧୦ଟାରେ ଆରମ୍ଭ ହେବ ଟିକେଟ ବିକ୍ରି ପ୍ରକ୍ରିୟା । ଗ୍ୟାଲରି ୨, ୪ କ୍ଳବ ହାଉସ, ଓ ୯ ଓ ୧୦ କର୍ପୋରେଟ ବକ୍ସ ପାଇଁ ସମସ୍ତ ଟିକେଟ ବିକ୍ରି ହେବ । ଗ୍ୟାଲେରୀ ପାଇଁ ଟିକେଟ ଦର ୩୫୦ ଟଙ୍କା ରହିଥିଲା ବେଳେ କ୍ଳବ ହାଉସ ପାଇଁ ୧୨୦୦ ଓ କର୍ପୋରେଟ ବକ୍ସ ପାଇଁ ୪,୫୦୦ ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଛି ।

   Related Posts