ଗୁରୁବାର ରାଶିଫଳ: କେମିତି କଟିବ କାଲିର ଦିନ

Published By : Prameya-News7 Bureau | August 18, 2021 IST

ମେଷ–କେତେକ କାର୍ଯ୍ୟ ଅସଂପୂର୍ଣ୍ଣ ରହିଯାଇପାରେ । ଭୋଗବିଳାସର ସାଧନ ମିଳିବ । ଆର୍ଥିକସ୍ଥିତି ଉନ୍ନତ ରହିବ । ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପରିବାରରେ ଆସିବ । ଶୁଭରଙ୍ଗ କଫି । ଶୁଭ ଅଙ୍କ ୮ ।

•        ଚାଷୀ- ଜମିରୁବର୍ଷା ପାଣି ବାହାରିବାର ବ୍ୟବସ୍ଥା କରନ୍ତୁ ।

•        ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।

•        ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

•        କର୍ମଜୀବି-ସମ୍ମାନିତ ହେବେ ।

•        ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

•        ଗୃହିଣୀ-ପୂଜା ପାଠରେ ବ୍ୟସ୍ତରହିବେ ।

ବୃଷ–ସାମାଜିକ ଅନୁଷ୍ଠାନ ଆୟୋଜନ କରିବେ । ବିଭିନ୍ନ ପ୍ରୋତ୍ସାହନ ମିଳିବ । ଦୂର ଯାତ୍ରା ଶୁଭଙ୍କର ହେବ । ଶୁଭ ମଙ୍ଗଳ କାର୍ଯ୍ୟରେ ଅଗ୍ରଗତି ଓ ବୈଷୟିକ ସୁଖସମୃଦ୍ଧି ଲାଭ କରିବେ । ଶୁଭରଙ୍ଗ ଧଳା । ଶୁଭ ଅଙ୍କ ୭ ।

•        ଗୃହିଣୀ- ଭାଗ୍ୟଶାଳୀହେବେ ।

•        ବ୍ୟବସାୟୀ- ବିଦେଶୀଜିନିଷରେକ୍ଷତିହେବ ।

•        କର୍ମଜୀବି- ନୂଆ ଜବ୍‌ ମିଳିବା କଷ୍ଟ ।

•        ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।

•        ରୋଗୀ- ଚକ୍ଷୁ ପୀଡା ହେବ ।

•        ଚାଷୀ- ଶ୍ରମସାର୍ଥକ ହେବ ।

ମିଥୁନ - ମାନସିକ ସ୍ତରରେ ଶାନ୍ତି ସନ୍ତୋଷ ପାଇବେ । ଯାନବାହନ ସୁଖଲାଭ, ପରିଜନରେ ଆଦୃତି, ସମସ୍ୟା ସମାଧାନ , ଗୁରୁଦେବତା ବ୍ରାହ୍ମଣ ଭକ୍ତି ଓ ପାରସ୍ପରିକ ଉତ୍ତମ ସହଯୋଗ ମିଳିବ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

•        ଚାଷୀ- ଶ୍ରମସାର୍ଥକହେବ ।

•        ରୋଗୀ- ସତର୍କତାର ଦିନ ।

•        ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

•        କର୍ମଜୀବି-ଅର୍ଥ ହାନୀହେବ ।

•        ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

•        ଗୃହିଣୀ-ସୁଖ ଅନୁଭବ କରିବେ ।

କର୍କଟ–ମାଙ୍ଗଳିକ କର୍ମ ସଂପୃକ୍ତି, କର୍ମକ୍ଷେତ୍ରରେ ମନ୍ଥରତା, ଯାନବାହନରେ ବ୍ୟୟ, ଗୃହଭୂମିରେ ସଂସ୍କାର ଆଦି ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ଭୋଗହେବ । ଆଧ୍ୟାତ୍ମିକଚିନ୍ତା ଓ ଚେତନାର ବିକାଶ ଘଟିବ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୧ ।

•        ଚାଷୀ- ଉତ୍ତମ ଫଳ ପାଇବେ ।

•        ରୋଗୀ- ଅସୁସ୍ଥ ଅନୁଭବ କରିବେ ।

•        ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

•        କର୍ମଜୀବି-କାର୍ଯ୍ୟବ୍ୟସ୍ତ ରହିବେ ।

•        ବ୍ୟବସାୟୀ- ଅର୍ଥ ଲାଭହେବ ।

•        ଗୃହିଣୀ-ପାରିବାରିକ କାର୍ଯ୍ୟରେ ବ୍ୟସ୍ତରହିବେ ।

ସିଂହ –ଶ୍ରୀଚନ୍ଦ୍ରଭୋଗ ହେଉଛି । ପ୍ରତ୍ୟେକ କାର୍ଯ୍ୟରେ ମାନସିକ ସ୍ଥିରତା ରଖିବାର ଆବଶ୍ୟକତା ଅଛି । ନିର୍ମାଣମୂଳକ କାର୍ଯ୍ୟରେ ବ୍ୟୟ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ସତ ପରାମର୍ଶ ପାଇ ନିଜକୁ ନିୟନ୍ତ୍ରିତ କରିବେ । ଶୁଭରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୭ ।

•        ଗୃହିଣୀ-ସୁଖୀହେବେ ।

•        ବ୍ୟବସାୟୀ- ଚୌରଭୟ ଅଛି ।

•        କର୍ମଜୀବି- କର୍ମଚଞ୍ଚଳ ରହିବେ ।

•        ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।

•        ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

•        ଚାଷୀ- ଅନ୍ୟ ଚାଷକରିବାକୁ ମନ ବଳାଇବେ ।

କନ୍ୟା–ଘାତଚନ୍ଦ୍ର ଭୋଗ ହେବ ସାରାଦିନ । ଲକ୍ଷ୍ୟସ୍ଥଳରେ ପହଁଞ୍ôଚବାରେ ବିଳମ୍ବ ହେବ । ଦେହ ଅସୁସ୍ଥ ଓ ମନରେ ଅଶାନ୍ତି ଆସିପାରେ । ଗୃହ ପରିବେଶରେ ଶୁଭକାର୍ଯ୍ୟ ଆରମ୍ଭ କରିବେ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୩ ।

•        ଚାଷୀ-ଚାଷକାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

•        ରୋଗୀ- ସତର୍କତାର ଦିନ ।

•        ଛାତ୍ରଛାତ୍ରୀ- ଯୋଗ, ସ୍ମରଣଶକ୍ତି ବଢାଇଥାଏ ।

•        କର୍ମଜୀବି-ଉନ୍ନତିର ମାର୍ଗ ମିଳିବ ।

•        ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

•        ଗୃହିଣୀ-ସଜାସଜିରେ ବ୍ୟସ୍ତ ରହିବେ ।

ତୁଳା–ଦେହ ଓ ମନରେ ସୁସ୍ଥ ରହିବେ । ପାରିବାରିକ ପରିବେଶ ଶାନ୍ତିଦାୟକ ହେବ । କର୍ମରେ ଗୁରୁତ୍ୱ ବଢିବ । ଅନେକଙ୍କର ବିଶ୍ୱାସଭାଜନ ହେବେ । ଯାନବାହନ ସୁଖସୌଭାଗ୍ୟ ମିଳିବ । ଶୁଭରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।

•        ଗୃହିଣୀ-ଘର କାମରେ ବ୍ୟସ୍ତ ରହିବେ ।

•        ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।

•        କର୍ମଜୀବି- ନୂଆ ଜବ୍‌ ମିଳିବା କଷ୍ଟ ।

•        ଛାତ୍ରଛାତ୍ରୀ- ମନରେ ଗର୍ବଭାବ ଆସିବ ।

•        ରୋଗୀ- ଚକ୍ଷୁ ପୀଡାହେବ ।

•        ଚାଷୀ- ଉତ୍ତମ ଫଳ ପାଇବେ ।

ବିଛା– ଧର୍ମକର୍ମରେଋଚିବୋଧ ବଢିବ । ପତିତ ଅର୍ଥ ହାତକୁ ଆସିପାରେ ।ବନ୍ଧୁବର୍ଗରୁସହଯୋଗ ପାଇବେ । ଦେହ ସୁସ୍ଥରହିବ । ଯାନବାହନରେସଂସ୍କାର ଆଣିପାରିବେ ।ଭୂମିକ୍ରୟବିକ୍ରୟରେଲାଭବାନ ହେବାରସମ୍ଭାବନା ଅଧିକ ।ଶୁଭରଙ୍ଗଗ୍ରୀନ୍‌ ।ଶୁଭ ଅଙ୍କ ୬ ।

•        ଚାଷୀ-ଚାଷରେଉନ୍ନତି ପାଇଁକୃଷିବିଭାଗର ପରାମର୍ଶ ନିଅନ୍ତୁ ।

•        ରୋଗୀ- ଅସୁସ୍ଥ ଅନୁଭବକରିବେ ।

•        ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

•        କର୍ମଜୀବି-ସମ୍ମାନିତ ହେବେ ।

•        ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

•        ଗୃହିଣୀ-ନୂଆ ବସ୍ତ୍ର ଲାଭ ହେବ ।

ଧନୁ –ଦିନଟି ଶୁଭଫଳ ଦାୟକ ହେବ । ଭୋଗବିଳାସ ଦ୍ରବ୍ୟ ପାଇବେ । ଗୃହରେ ମଙ୍ଗଳ କର୍ମ ସଂପାଦିତ ହୋଇପାରିବ । ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ ଲାଭ କରିବେ । ଶୁଭରଙ୍ଗ ନୀଳ । ଶୁଭ ଅଙ୍କ ୫ ।

•        ଚାଷୀ-ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

•        ରୋଗୀ- ୟୋଗାକରନ୍ତୁ ।

•        ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

•        କର୍ମଜୀବି-କାର୍ଯ୍ୟବ୍ୟସ୍ତରହିବେ ।

•        ବ୍ୟବସାୟୀ- ଅର୍ଥ ହାନୀହେବ ।

•        ଗୃହିଣୀ- ସୁଖ ଅନୁଭବକରିବେ ।

ମକର–ବନ୍ଧୁ ପରିଜନରୁ ସହଯୋଗ ପାଇବେ । ଆଧ୍ୟାତ୍ମିକ ଅନୁଭବ ଓ ନିଷ୍ଠାବଢିବ । ସମୟୋପଯୋଗୀ ସତ ପରାମର୍ଶ ପାଇବେ । କର୍ମକ୍ଷେତ୍ରରେ ନୂତନ ଚିନ୍ତାଧାରାକୁ କାର୍ଯ୍ୟରୂପ ଦେଇପାରିବେ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୪ ।

•        ଗୃହିଣୀ-ସୁଖୀ ହେବେ ।

•        ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

•        କର୍ମଜୀବି- ସମ୍ମାନ ପାଇବେ ।

•        ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

•        ରୋଗୀ- ଆର‌୍ୟୁରବେଦୀ ଚିକିତ୍ସାଲାଭ ଦେବ ।

•        ଚାଷୀ- ଅଧିକ ବର୍ଷା ହେତୁ , ହତାସ ହୋଇପାରନ୍ତି ।

କୁମ୍ଭ  -କିଛି ପ୍ରତିକୂଳ ଫଳ ପାଇବେ । ଦୈହିକ ସ୍ୱାସ୍ଥ୍ୟରେ ଅବନତି, ଲୋକସଂପର୍କହାନୀ, କଥା ଓ କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବା କଷ୍ଟକର ହେବ । ଆହାରବିହାରରେ ଅନିୟମିତ ହେବେ । ଶୁଭରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

•        ଗୃହିଣୀ- ମାନସିକ ଶାନ୍ତି ପାଇବେ ।

•        ବ୍ୟବସାୟୀ- ମଧୁରଭାଷୀ ହେବେ ।

•        କର୍ମଜୀବି- ସମ୍ମାନ ପାଇବେ ।

•        ଛାତ୍ରଛାତ୍ରୀ- ମନରେ ଗର୍ବଭାବ ଆସିବ ।

•        ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

•        ଚାଷୀ-ଗୋବରକ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)

ମୀନ - ଯାନବାହନର ଅପବ୍ୟୟହେବ । ଦୁଃଶ୍ଚିନ୍ତା ବୃଦ୍ଧି । ଆଇନ ଅଦାଲତରୁ ଆସ୍ଥାକମିବ । ଚକ୍ଷୁପୀଡା କିମ୍ବା ଗଣ୍ଠିବ୍ୟଥାର ଆଶଙ୍କା ଅଛି । ଭୂମି ସଂକ୍ରାନ୍ତୀୟ ଅସୁବିଧା ସହଜ ସମାଧାନ ହେବ । ଶୁଭରଙ୍ଗ ଲାଲ୍‌ । ଶୁଭ ଅଙ୍କ ୫ ।

•        ଚାଷୀ-ଜଳସଞ୍ଚୟକରନ୍ତୁ ।

•        ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।

•        ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

•        କର୍ମଜୀବି-ସମ୍ମାନିତ ହେବେ ।

•        ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।

•        ଗୃହିଣୀ-ନୂଆବସ୍ତ୍ର ଲାଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.