କାଳବୈଶାଖୀ କ୍ଷୟକ୍ଷତି : Bigstory Followup
3/05/2018 at 9:30 AM

ଚାଷୀଙ୍କ ଅଂଟା ଭାଙ୍ଗି ଦେଇଛି କାଳବୈଶାଖୀ
କାଳବୈଶାଖୀ ପ୍ରଭାବରେ ମାଲକାନଗିରିରେ ବ୍ୟାପକ କ୍ଷୟକ୍ଷତି
ରାସ୍ତା ଉପରେ ଉପୁଡି ପଡିଛି ଗଛ
ଜୟପୁର ମାଲକାନଗିରି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି,ବାଲୁଗାଁ , ବାଣପୁରରେ କାଳବୈଶାଖୀର ପ୍ରଭାବ
ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ବିଦ୍ୟୁତ ସେବା ବାଧାପ୍ରାପ୍ତ
Related Posts
ଜଳ ଭଣ୍ଡାରରୁ ମହିଳା ପୋଷ୍ଟମାଷ୍ଟରଙ୍କ ମୃତଦେହ ଉଦ୍ଧାର
28 March 2023