ଆସନ୍ତା ୨୪ ଘଣ୍ଟା ଭିତରେ ଝଡତୋଫାନ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ
Published By : Prameya-News7 Bureau | May 05, 2018 IST
ଆସନ୍ତା ୨୪ ଘଣ୍ଟା ଭିତରେ ଝଡତୋଫାନ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ | ଓଡିଶା ସମେତ ପଶ୍ଚିମବଙ୍ଗ,ବିହାର,ଉତ୍ତରପ୍ରଦେଶରେ ଏନେଇ ହାଇ ଆଲର୍ଟ ଜାରି କରିଛି କେନ୍ଦ୍ର ଓ ଗୃହ ମନ୍ତ୍ରାଳୟ | ଏ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦କି:ମି ରୁ ଅଧିକ ରହିବାର ଆଶଙ୍କା ରହିଛି | ପ୍ରବଳ ବର୍ଷା ପବନ ସହ କୂଆପଥର ବର୍ଷା ହେବାର ଅସ୍ଙ୍କ ରହିଛି |